St. Vincent English Med. School

St. Vincent English Med. School www.svems.yolasite.com VISIT US OUR WEBSITE
G.UDAYAGIRI,KANDHAMAL

Gowbell Gowbell Foundation-India
29/12/2020

Gowbell Gowbell Foundation-India

“Christmas is not an external event at all, but a piece of one’s home that one carries in one’s heart.”
25/12/2020

“Christmas is not an external event at all, but a piece of one’s home that one carries in one’s heart.”

Merry Christmas celebration
24/12/2020

Merry Christmas celebration

24/12/2020

SVEMS G.UDAYAGIRI is inviting you to a scheduled Zoom meeting.

Topic: SVEMS PRE CHRISTMAS CELEBRATION
Time: Dec 24, 2020 12:15 PM Mumbai, Kolkata, New Delhi

Join Zoom Meeting
https://us05web.zoom.us/j/2024945275?pwd=R1Bpc1V0bnFqT0V2ekpVOGlqcHVDdz09

Meeting ID: 202 494 5275
Passcode: Tiq8jX

Zoom is the leader in modern enterprise video communications, with an easy, reliable cloud platform for video and audio conferencing, chat, and webinars across mobile, desktop, and room systems. Zoom Rooms is the original software-based conference room solution used around the world in board, confer...

08/11/2020
 #ମାତୃ_ଦିବସ  ସେ ଜଣେ ମଣିଷ ଯିଏ ନିଜ କଥା ଭାବିବାକୁ ସମୟ ପାଏନା।ସବୁବେଳେ ଆମ ମାନଙ୍କ କଥା ଚିନ୍ତା କରୁଥାଏ।ସକାଳୁ ଉଠିବା ଠାରୁ ଆରମ୍ଭ କରି ର...
10/05/2020

#ମାତୃ_ଦିବସ


ସେ ଜଣେ ମଣିଷ ଯିଏ ନିଜ କଥା ଭାବିବାକୁ ସମୟ ପାଏନା।
ସବୁବେଳେ ଆମ ମାନଙ୍କ କଥା ଚିନ୍ତା କରୁଥାଏ।
ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ।
ଏମିତିକି ରାତି ସ୍ବପ୍ନ ରେ ବି ।
ସବୁ ରୋଷେୟା ଙ୍କ ରୋଷେଇ ତାହାର ରୋଷେଇ ଆଗରେ ଫିକା ପଡ଼ିଯାଏ।
ଆମ କୁ ଖୁସି ଦେବା ପାଇଁ ନିଜ ଲୁହ କୁ ବି ଲୁଚାଇ ରଖେ।
ଆମର କୋଉ ଜିନିଷ କୋଉଠି ଥାଏ ସେ ସବୁ ମନେ ରଖି ପାରେ।
ସେ ଏତେ କାମ କରେ ଯେ ଯେମିତି ତାହାର ଦୁଇ ଟି ନୁହଁ ଦଶ ଟି ହାତ ଅଛି।
ହଁ ତାହାର କାହା ସହ ତୁଳନା କରା ଯାଇ ନ ପାରେ।
ଆଉ ଛଳନା କ'ଣ ସେ ଜାଣେନି।
ହଁ ସେ ମିଛ କହେ ସେତେବେଳେ ଯେତେବେଳେ ଖାଇବାକୁ ଦିଏ ଯଦି ଆଉ ଖାଇବାକୁ ତା ପାଇଁ ନ ଥାଏ।
ହଁ ତାକୁ ଗଣି ଆସେନି ସେତେବେଳେ ଯେତେବେଳେ ମୁଁ ଖାଇବାକୁ ମାଗେ ଗୋଟେ ରୁଟି ଜାଗାରେ ତିନୋଟି ରୁଟି ଦେଇଥାଏ।
ହଁ ସେ #ଗୁଗୁଲ୍ ନୁହେଁ କିନ୍ତୁ ଗୁଗୁଲ୍ ଠୁଁ ଶୀଘ୍ର ବୁଝିପାରେ।
ସେ ଆଉ କିଏ ନୁହେଁ।
ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ..
ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ..
ତା କୋଳେ ଥାଏ ସରଗ ସୁଖ..
ପଣତରେ ପୋଛେ ଜୀବନ ଦୁଃଖ..

ସେ #ମାଆ
ମା, ମାଆ, ବୋଉ ବା ଜନନୀ
ଜଣେ ସନ୍ତାନକୁ ଜନ୍ମ ଦେଇଥିବା,
ଏକ ଶିଶୁକୁ ବଢ଼ାଇକୁଢ଼ାଇ ବଡ଼ କରିଥିବା
ଓ ମାଆର ଭୂମିକା ନିଭାଥିବା ନାରୀକୁ କୁହାଯାଇଥାଏ ।
ମାଆର ଭୂମିକାରେ ଜଟିଳପଣ ଓ ନିଆରାପଣ ସାମାଜିକତା, ଚଳଣିର ପ୍ରଭାବରୁ ଏହି "ମା" ପାଇଁ ସଜ୍ଞା ତିଆରି କରିବା କଷ୍ଟକର ।
ଆଜି ମାତୃ ଦିବସ ରେ କୋଟି କୋଟି ପ୍ରଣାମ।
🙏🙏🙏🌹💓🌹🙏🙏🙏

26/01/2020

21/01/2020


Congratulations .....
12/01/2020

Congratulations .....

Address

SVEMS
Ghumusar Udayagiri
762100

Alerts

Be the first to know and let us send you an email when St. Vincent English Med. School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to St. Vincent English Med. School:

Shortcuts

Share