Ama Gondia High School, Gondia

Ama Gondia High School, Gondia EDUCATION IS A LIFE LONG PROCESS.

ଗଁଦିଆ ଉଚ୍ଚବିଦ୍ୟାଳୟ ର  ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ ସାହୁ (ଅଖିଳ ସାର) ଙ୍କ ବିୟୋଗ ରେ ମର୍ମାହତ ସୋକାକୁଳ ପରିବାର କୁ ପ୍ରଭୁ ଜଗନ୍ନ...
12/12/2024

ଗଁଦିଆ ଉଚ୍ଚବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ ସାହୁ (ଅଖିଳ ସାର) ଙ୍କ ବିୟୋଗ ରେ ମର୍ମାହତ ସୋକାକୁଳ ପରିବାର କୁ ପ୍ରଭୁ ଜଗନ୍ନାଥ ଭରସା ହୁଅନ୍ତୁ।
ଓମ ଶାନ୍ତି,🙏

Celebration Of Ganesh Puja
31/08/2022

Celebration Of Ganesh Puja

15/08/2022
02/11/2021

ଗଁଦିଆ ଉଚ୍ଚବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ
ହେବାକୁ ଥିବା ପତ୍ରିକା (ଚନ୍ଦ୍ରିକା )ପାଇଁ ଲେଖା ପଠାଇବାକୁ ସମସ୍ତ ପୁରାତନ ଛାତ୍ର, ଛାତ୍ରୀ ମାନଙ୍କୁ ଅନୁରୋଧ !
(ଯୋଗାଯୋଗ --
7873770510,7749847059

ସୁବର୍ଣ୍ଣ ଜୟନ୍ତୀ ପାଇଁ ଗଁଦିଆ ସରକାରୀ ଉଚ୍ଚବିଦ୍ୟାଳୟ ରେ ପୁରାତନ ଛାତ୍ର ବୈଠକ ଅବସରରେ.....
14/10/2021

ସୁବର୍ଣ୍ଣ ଜୟନ୍ତୀ ପାଇଁ ଗଁଦିଆ ସରକାରୀ ଉଚ୍ଚବିଦ୍ୟାଳୟ ରେ ପୁରାତନ ଛାତ୍ର ବୈଠକ ଅବସରରେ.....

ବଦଳୁଛି ମୋ ପରିଚୟ ।।ଗଁଦିଆ ଉଚ୍ଚ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସରୁମ ରେ ସ୍ମାର୍ଟ ବୋର୍ଡ ଲାଗିବା ।।
28/09/2021

ବଦଳୁଛି ମୋ ପରିଚୟ ।।
ଗଁଦିଆ ଉଚ୍ଚ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ
ରୁମ ରେ ସ୍ମାର୍ଟ ବୋର୍ଡ ଲାଗିବା ।।

ଗଁଦିଆ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚୟ ।।
21/09/2021

ଗଁଦିଆ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚୟ ।।

ବଦଳୁଛି ମୋ ଗଁଦିଆ ଉଚ୍ଚବିଦ୍ୟାଳୟ ର ରୂପରେଖ ।।ଆହୁରି ଆଗକୁ ଅନେକ କିଛି ବଦଳିବ ଖାଲି ପୁରାତନ ଛାତ୍ର ଛାତ୍ରୀ ଙ୍କ ସାହାଯ୍ୟ ଓ ସହଯୋଗ ଏକାମ୍ର କ...
28/08/2021

ବଦଳୁଛି ମୋ ଗଁଦିଆ ଉଚ୍ଚବିଦ୍ୟାଳୟ ର ରୂପରେଖ ।।
ଆହୁରି ଆଗକୁ ଅନେକ କିଛି ବଦଳିବ ଖାଲି ପୁରାତନ ଛାତ୍ର ଛାତ୍ରୀ ଙ୍କ ସାହାଯ୍ୟ ଓ ସହଯୋଗ ଏକାମ୍ର କାମ୍ୟ।।

18/02/2020

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅନେକ୍ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l

ଆଜିର ଦିନର ବିଦ୍ୟାଳୟ ପରିସରେ ସହିଦ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।।
14/02/2020

ଆଜିର ଦିନର ବିଦ୍ୟାଳୟ ପରିସରେ ସହିଦ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।।

ସରକାରୀ ଉଚ୍ଚ ବିଦ୍ୟାଳୟ,ଗଁଦିଆ
30/01/2020

ସରକାରୀ ଉଚ୍ଚ ବିଦ୍ୟାଳୟ,ଗଁଦିଆ

ମୋ ସ୍କୁଲ ପରିବେଶରେ ଆଜି FriendsFor Batch ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତହୋଇଥିଲା।
26/01/2020

ମୋ ସ୍କୁଲ ପରିବେଶରେ ଆଜି FriendsFor Batch ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତହୋଇଥିଲା।

Address

At-Gondia Po-Gondia Prathana Po-Gondia
Dhenkanal
759016

Website

Alerts

Be the first to know and let us send you an email when Ama Gondia High School, Gondia posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Ama Gondia High School, Gondia:

Shortcuts

Share

Category