Skynet Institute of Computer Application,odisha

Skynet Institute of  Computer Application,odisha *Theory classes with LCD Projector.
*Expert Faculties & Lab Instructor.
*Computer Courses.
*PGDCA,Tal

15/08/2026
News Dt.20.07.2026 NITIDINA ODIA NEWS PAPER ( BBSR EDITION )
21/07/2026

News Dt.20.07.2026 NITIDINA ODIA NEWS PAPER ( BBSR EDITION )

ସ୍କାଏନେଟ୍ କମ୍ପ୍ୟୁଟର କେନ୍ଦ୍ରରେ  ନୂତନ ବର୍ଷର  ଛାତ୍ରଛାତ୍ରୀଙ୍କୁ ସ୍ୱାଗତସମ୍ବର୍ଧନା  ଉତ୍ସବ ପାଳନ(ପ୍ରଶିକ୍ଷାର୍ଥୀ ମାନେ କମ୍ପୁଟର ର ବ୍ୟା...
21/07/2026

ସ୍କାଏନେଟ୍ କମ୍ପ୍ୟୁଟର କେନ୍ଦ୍ରରେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତସମ୍ବର୍ଧନା ଉତ୍ସବ ପାଳନ
(ପ୍ରଶିକ୍ଷାର୍ଥୀ ମାନେ କମ୍ପୁଟର ର ବ୍ୟାବହାରିକ ଜ୍ଞାନ ଉପରେ ଗୁରୁତ୍ବ ଦିଅନ୍ତୁ)
ଢେଙ୍କାନାଳ -୧୯/୭ - ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସନିକଟ ସ୍କାଏନେଟ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର, ଆଜି ଏହାର ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ ପାଳନ କରିଛି । ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ସମାଜସେବୀ ତଥା ଶିକ୍ଷାବିତ୍ ଡଃ ତାରା ପ୍ରସନ୍ନ ଶତପଥି ସାଂପ୍ରତିକ ସମୟରେ ଯେକୌଣସି ଶିକ୍ଷା ବା ଆତ୍ମନିର୍ଭର ପାଇଁ କୋମ୍ପୁଟର ପ୍ରଶିକ୍ଷଣ ଏକ ମୌଳିକ ଆବଶ୍ୟକତା ଭାବେ ଗଣ୍ୟ ହେଉଛି ଓ ପ୍ରଶିକ୍ଷାର୍ଥୀ ମାନେ କମ୍ପୁଟର ର ବ୍ୟାବହାରିକ ଜ୍ଞାନ ଉପରେ ଗୁରୁତ୍ବ ଦିଅନ୍ତୁ। ସମ୍ମାନୀୟ ଅତିଥ୍ ଭାବରେ ଅଲ୍ ଓଡିଶା କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଆସୋସିଏସନ୍ ର ସଭାପତି ସ୍ତମ୍ଭକାର ସୟଦ ସଫିର ଅଲି ଯୋଗ ଦେଇ କମ୍ପ୍ୟୁଟର ପାଠ୍ୟକ୍ରମ ନିମିତ୍ତ ବ୍ୟାବହାରିକ ପ୍ରଶିକ୍ଷଣ ନିହାତି ଆବଶ୍ୟକ, ଯାହାକି ପତ୍ର ମାଧ୍ୟମର ପ୍ରଶିକ୍ଷଣ ଦ୍ୱାରା ଆଦୌ ସମ୍ଭବ ନୁହେଁ । ଏଥ୍ ନିର୍ମିତ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ହିଁ ଉପଯୁକ୍ତ କେନ୍ଦ୍ର । ସ୍କାଏନେଟ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ର କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର ମଲିକ ଓ ଶିକ୍ଷାବିତ୍ ଚନ୍ଦନ କୁମାର ନାୟକ , ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ କମ୍ପ୍ୟୁଟର ପ୍ରଶିକ୍ଷଣର ବହୁମୁଖୀ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ଅବିନାଶ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗରେ ପୂର୍ବତନ କୃତି ପ୍ରଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ଓ ନୂତନବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ସେଟ୍ ପ୍ରଦାନ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ବିଶ୍ବଜିତ ରଣା, ମନୋଜ କୁମାର ରଥ , ପ୍ରଣବ ତୁଙ୍ଗ , କୃପାସିନ୍ଧୁ ଦେହୁରୀ,ସୌମ୍ୟ ରଞ୍ଜନ ପରିଡା , ଆରବ ଦାସ ଅଧ୍ୟାପିକା କରିନା ଖାଁଥୁନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜିକା ପ୍ରଜ୍ଞାସିନୀ ତୁଙ୍ଗ ଧନ୍ୟବାଦ ପ୍ରଦାନ କରିଥିଲେ ।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜୟନ୍ତୀ *ଶ୍ରୀ ରାମ ନବମୀ* ଅବସରରେ  ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁଙ୍...
27/03/2026

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜୟନ୍ତୀ *ଶ୍ରୀ ରାମ ନବମୀ* ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। 🙏

    Dhenkanal Update Dhenkanal Khati Fashionplanet Dhenkanal
04/02/2026



Dhenkanal Update
Dhenkanal Khati
Fashionplanet Dhenkanal

Saraswati puja 2026  # # #SKYNET INSTITUTE OF COMPUTER APPLICATION DHENKANAL  update
23/01/2026

Saraswati puja 2026 # # #
SKYNET INSTITUTE OF COMPUTER APPLICATION DHENKANAL
update

Address

College Road, NEAR R. T. O OFFICE, DHENKANAL
Dhenkanal
759001

Alerts

Be the first to know and let us send you an email when Skynet Institute of Computer Application,odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Skynet Institute of Computer Application,odisha:

Shortcuts

Share

Category