23/08/2023
ଭାରତ ର ଚନ୍ଦ୍ର ବିଜୟ
ଭାରତ ର ଚଂଦ୍ର ଅଭିଯାନ ସଫଳ
ଵିଶ୍ଵ ର ପ୍ରଥମ ଦେଶ ଭାବେ ଇତିହାସ ରଚିଲା ଭାରତ
ଜହ୍ନ ରେ ପାଦ ଥାପିଲା ଭାରତ 🇮🇳🇮🇳🇮🇳
ଦକ୍ଷିଣ ମେରୁ ରେ ପହଞ୍ଚିଲା କେବଳ ଭାରତ 🙏
ଇତିହାସ ରଚିଲା ଇସ୍ରୋ
ଅଦ୍ଭୁତ ଅବିଶ୍ଵସନୀୟ ଅଦ୍ୱିତୀୟ
ନୂଆ ବିଶ୍ଵାସ ନୂଆ ଉସ୍ଚାହ ର ଏହା ପ୍ରମାଣ