Saikrupa Residential Science College, Dhenkanal

Saikrupa Residential Science College, Dhenkanal "Your future is created by what you do today, not tomorrow"

21/05/2026
OUR CHSE RESULT 2026
21/05/2026

OUR CHSE RESULT 2026

03/05/2026
ADMISSION BOOKING START's!  FREE SUMMER COURSE ! +2 SCIENCE Course 30% Cover, 100% RESULT, INTIGRATED Coaching & Monthly...
23/02/2026

ADMISSION BOOKING START's! FREE SUMMER COURSE !
+2 SCIENCE Course 30% Cover, 100% RESULT, INTIGRATED Coaching & Monthly Test. Experience Teaching Faculty, Computer Fundamental Course , Spoken English, Mind Development Classes, Girls Hostel College Campus.
SAIKRUPA +2 SCIENCE RESIDENTIAL COLLEGE, DHENKANAL.

ଦେବୀ ସରସ୍ୱତୀଙ୍କ ଦିବ୍ୟ ଆଶୀର୍ବାଦ ଆପଣଙ୍କୁ ଜୀବନରେ ସଫଳତା ଦେଉ। ବସନ୍ତ ପଞ୍ଚମୀର ଶୁଭେଚ୍ଛା!
22/01/2026

ଦେବୀ ସରସ୍ୱତୀଙ୍କ ଦିବ୍ୟ ଆଶୀର୍ବାଦ ଆପଣଙ୍କୁ ଜୀବନରେ ସଫଳତା ଦେଉ। ବସନ୍ତ ପଞ୍ଚମୀର ଶୁଭେଚ୍ଛା!

29/05/2025

ଢେଙ୍କାନାଳ ସାଇକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି l ବିଦ୍ୟାଳୟର ୧୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି A1 ଗ୍ରେଡ଼ରେ ପାସ କରିଛନ୍ତି l ପ୍ରଥମ ଶ୍ରେଣୀରେ ୧୦୯ ଜଣ ଓ ୨୭ ଜଣ ୫୦୦ରୁ ଉର୍ଦ୍ଧ ନମ୍ବର ଏବଂ ୪୨ ଜଣ ୮୦ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଦ୍ୱାରା ଉଚ୍ଚ ମାନର ଶିକ୍ଷାଦାନ, ସମୟ ଉପଯୋଗୀ ଶିକ୍ଷା ପ୍ରଣାଳୀ, ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଦ୍ୱାରା ସାଇକୃପା କଲେଜ ଏହି ସଫଳତା ହାସଲ କରିପାରିଛି l ପ୍ରକାଶ ଥାଉକି ଦଶମ ଶ୍ରେଣୀରେ ୯୦% ରଖିଥିବା କୌଣସି ଛାତ୍ରଛାତ୍ରୀ ସାଇକୃପା କଲେଜ ରେ ଯୋଗଦାନ କରିନଥିଲେ, କିନ୍ତୁ ଯୁକ୍ତ ୨ ରେ ୮ ଜଣ ୯୦% ରୁ ଉର୍ଦ୍ଧ ନମ୍ବର ରଖିପାରିଛନ୍ତି l ମୁକେଶ ଓଝା ଦଶମ ପରୀକ୍ଷା ରେ ୬୩% ନମ୍ବର ରଖି ସାଇକୃପା କଲେଜରେ ଯୋଗଦାନ କରିଥିଲେ ବର୍ତ୍ତମାନ ଯୁକ୍ତ ୨ ରେ ୯୧% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଅଦ୍ୟାବଧି ରାଜ୍ୟରେ କୌଣସି ସରକାରୀ, ବେସରକାରୀ ଓ ନିଜକୁ ବୃହତ କହୁଥିବା ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ୬୩% ରୁ ୯୧% କରିପାରିନାହାନ୍ତି l ଏଥିପାଇଁ ସାଇକୃପା କଲେଜ ରାଜ୍ୟ ସ୍ତରରେ ଏକ ଭିନ୍ନ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି l

ସାଇକୃପା କଲେଜରେ ୮ ପରୀକ୍ଷାର୍ଥୀ ୯୦% ରୁ ଉର୍ଦ୍ଧ୍ୱଶୁଭଶ୍ରୀ ପ୍ରଥମ (୫୭୧ ନମ୍ବର)ଢେଙ୍କାନାଳ ସାଇକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛା...
25/05/2025

ସାଇକୃପା କଲେଜରେ ୮ ପରୀକ୍ଷାର୍ଥୀ ୯୦% ରୁ ଉର୍ଦ୍ଧ୍ୱ
ଶୁଭଶ୍ରୀ ପ୍ରଥମ (୫୭୧ ନମ୍ବର)
ଢେଙ୍କାନାଳ ସାଇକୃପା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି l ବିଦ୍ୟାଳୟର ୧୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି A1 ଗ୍ରେଡ଼ରେ ପାସ କରିଛନ୍ତି l ପ୍ରଥମ ଶ୍ରେଣୀରେ ୧୦୯ ଜଣ ଓ ୨୭ ଜଣ ୫୦୦ରୁ ଉର୍ଦ୍ଧ ନମ୍ବର ଏବଂ ୪୨ ଜଣ ୮୦ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ ହେଇଛନ୍ତି l ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଉଚ୍ଚ ମାନର ଶିକ୍ଷାଦାନ, ସମୟାଉପଯୋଗୀ ଶିକ୍ଷା ପ୍ରଣାଳୀ, ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଦ୍ୱାରା ସାଇକୃପା କଲେଜ ଏହି ସଫଳତା ହାସଲ କରିପାରିଛି l ହିନ୍ଦୋଳ ବ୍ଲକ ର ବାବନ୍ଧ ଗ୍ରାମର ଶୁଭଶ୍ରୀ ବିଶ୍ୱାଳ ସର୍ବାଧିକ ନମ୍ବର ୯୫.୧୭ % ପ୍ରତିଶତ ନମ୍ବର ରଖି କଲେଜର ଶ୍ରେଷ୍ଠ ଛାତ୍ରୀ ଭାବେ ବିବେଚିତ ହୋଇଛନ୍ତି l ଏତତବ୍ୟତୀତ ଗନ୍ଦିଆ ସଂଥସରା ଗ୍ରାମର ପ୍ରିୟଙ୍କା ବିଶ୍ୱାଳ ୯୪% ପ୍ରତିଶତ ନମ୍ବର, ଭୁବନ ବ୍ଲକ ର ମୁରୁଗl ଗ୍ରାମର ପଦ୍ମିନୀ ମହାରଣା ୯୨% ପ୍ରତିଶତ ନମ୍ବର, ଆଠଗଡ ଅଚଲକୋଟର ଅମୃତାଂଶୁ ରାଉତ ୯୨% ପ୍ରତିଶତ ନମ୍ବର , ପରଜଙ୍ଗ କୁଟୁରିଆର ଆକାଶ ସାହୁ ୯୧% ପ୍ରତିଶତ ନମ୍ବର ଓ ଅଂଶୁମାନ ସାହୁ ୯୦% ପ୍ରତିଶତ ନମ୍ବର ଏବଂ ଢେଙ୍କାନାଳ ବନସିଂଗ ର ଶୁଭମ ହାତୀ ସାହୁ ୯୦ ପ୍ରତିଶତ ନମ୍ବର ରଖିଛନ୍ତି l

Address

Kunjakannta, Main Road
Dhenkanal
759001

Website

Alerts

Be the first to know and let us send you an email when Saikrupa Residential Science College, Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share