Manidevi High School

Manidevi High School Education emancipates individual from ignorance ,intolerance,hatred,jealousy,arrogance and leads to the beckon of light of love,affection n co-operation.

Our school received best school ,headmaster,smc & teacher(mathematics) award in the mukhyamantri shiksha puraskar yojana...
04/02/2024

Our school received best school ,headmaster,smc & teacher(mathematics) award in the mukhyamantri shiksha puraskar yojana introduced for first time in the state this year .It is indeed a proud moment for us .The State level function was held in Kalinga Stadium, Bhubaneswar on 31.1.2024.
Cash prize -SCHOOL -₹500000
HM -₹40000
Tr(prema sir)-₹25000
SMC-₹50000

Observation of 76th Independence day in our school today .
15/08/2022

Observation of 76th Independence day in our school today .

06/07/2022

AHSC Result 2022
A1-2
A2-9
B1-25
B2-22
C-10
D-6
E-6
F-1
Absent-2
Total students -83
Passed-80
% of result-96.38
Manidevi High School, Chainpur
Highest Mark obtained by
Ashutosh Barik-560/600
93%

09/10/2021

Congratulations to Theplin Sahoo being selected as OAS officer .This will inspire other students to excel in the career they want to pursue in future.

04/09/2021

ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ --
ସ୍କୁଲ୍‌ର ଷ୍ଟୋରୀ ବା କାହାଣୀ ଲେଖିବା ବେଳେ ନିମ୍ନଲିଖିତ ଦିଗୁଡ଼ିକୁ ଧ୍ୟାନ ଦେବେ ଏବଂ ତଳେ ଦିଆଯାଇଥିବା ସମସ୍ତ ବିଷୟର ଉତ୍ତର ଯେପରି ଆପଣଙ୍କର ଷ୍ଟୋରୀ ମଧ୍ୟରେ ରହିବ ତାହାକୁ ଗୁରୁତ୍ୱ ଦେବେ ।
 ଷ୍ଟୋରୀକୁ ବେଶୀ ବଡ଼ କିମ୍ବା ବେଶୀ ଛୋଟ କରିବେ ନାହିଁ । ଏହାକୁ ୩୦୦ ଶବ୍ଦ ମଧ୍ୟରେ ସୀମିତ ରଖିବେ ।
 ପାଠକୀୟ ଆଦୃତ ହେବା ଭଳି ତଥା କାହାଣୀ ଲେଖିବା ଶୈଳୀରେ ଲେଖିବେ । ବେଶୀ ସାହିତ୍ୟିକ ତଥା କଷ୍ଟ ଶବ୍ଦର ବ୍ୟବହାର ନ କରି ସାଧାରଣ ଓଡ଼ିଆ ଶବ୍ଦର ବ୍ୟବହାର କରିବେ ।
 ସ୍କୁଲ୍ ପ୍ରତିଷ୍ଠାତା କିମ୍ବା ପୁରାତନ ଛାତ୍ରଙ୍କ ନାମ ଲେଖିବା ସମୟରେ ଅଧିକ ନାମ ଲେଖିବେ ନାହିଁ । ଅତିବେଶୀରେ ୪ରୁ ୫ଟି ଗୁରୁତ୍ୱପୂର୍ଣ୍ଣ ନାମ ଉଲ୍ଲେଖ କରିବେ ।
 ସ୍କୁଲ୍ ପ୍ରତିଷ୍ଠା ବର୍ଷ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନ୍ୟତା ପାଇଥିବା ବର୍ଷ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲେଖିବା ବେଳେ ତାହାକୁ ନିର୍ଭୁଲ ଭାବରେ ଲେଖିବେ ।
 ଆର୍ଥିକ ସହାୟତା ବ୍ୟତୀତ ଯଦି ଆପଣଙ୍କ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଅନ୍ୟ କିଛି ସହାୟତା କରିଛନ୍ତି, ତାହେଲେ କାହାଣୀ ଲେଖିବା ବେଳେ ତାହାକୁ ପ୍ରାଥମିକତା ଦେବେ । କ୍ୟାରିୟର୍ କାଉନେସଲିଂ, ହେଲ୍‌ଥ ଚେକ୍‌ଅପ୍ କ୍ୟ।।ମ୍ପ୍ ଆୟୋଜନ ଭଳି ପିଲାଙ୍କୁ ପାଠ ପଢାଇବା, ସ୍କୁଲ୍‌ର ବିକାଶମୂଳକ କାର୍ଯ୍ୟରେ ନିଜେ ଆସି ସହଯୋଗ କରିବା କିମ୍ବା ମୋ ସ୍କୁଲ୍ ମାଧ୍ୟମରେ ବିଦ୍ୟାଳୟକୁ କୌଣସି ସାମଗ୍ରୀ ପ୍ରଦାନ କରିଥିଲେ ତାହାକୁ ନିଶ୍ଚିନ୍ତ ଭାବରେ ଲେଖିବେ ।
 ଅଧିକ ଜାଣିବା ପାଇଁ ମୋ ସ୍କୁଲ୍ ୱେବ୍‌ସାଇଟ୍‌ର ‘ଆମ କାହାଣୀ’ ସେକ୍ସନ ଦେଖିବାପାରିବେ । ସେଠାରୁ ଆପଣ ଷ୍ଟୋରୀ ବା କାହାଣୀ ଲେଖିବା ଶୈଳୀ ସମ୍ପର୍କରେ ଅବଗତ ହୋଇପାରିବେ ।
ଷ୍ଟୋରୀ ଲେଖିବା ସମୟରେ ନିମ୍ନଲିଖିତ ବିଷୟକୁ ନିଶ୍ଚନ୍ତ ଭାବରେ ଉଲ୍ଲେଖ କରିବେ
1. ବିଦ୍ୟାଳୟର ନାମ ଏବଂ ଅବସ୍ଥିତ ବ୍ଲକ୍ ଓ ଜିଲ୍ଲାର ନାମ ଲେଖିବେ ।
2. ବିଦ୍ୟାଳୟର ପ୍ରତିଷ୍ଠା ବର୍ଷ ଏବଂ ଯାହା ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ତାଙ୍କର/ସେମାନଙ୍କର ନାମ ।
3. ବିଦ୍ୟାଳୟ ବିଷୟରେ ସଂକ୍ଷିପ୍ତ ବିବରଣୀ ।
4. ମୋ ସ୍କୁଲ୍ ଅଭିଯାନରେ କେଉଁ ମସିହାରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅଭିଯାନକୁ ସଫଳ କରିବା ପଛରେ କାହାର ବଳିଷ୍ଠ ଭୂମିକା ରହିଥିଲା ।
5. ମୋ ସ୍କୁଲ୍ ସହ ଜଡ଼ିତ ହେବାପରେ ବିଦ୍ୟାଳୟ ଭିତ୍ତିଭୂମି ଏବଂ ଶୈକ୍ଷିକ ବାତାବରଣରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିବେ । ସେତେବେଳେ ଓ ବର୍ତ୍ତମାନ ମଧ୍ୟରେ କ’ଣ ଫରକ ଦେଖୁଛନ୍ତି ।
6. ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ର ଏବଂ ଅନ୍ୟମାନେ ଦେଇଥିବା ମୋଟ ଆର୍ଥିକ ସହାୟତା ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ଦୁଇଗୁଣା ଆର୍ଥିକ ସହାୟତା ।
7. ସ୍କୁଲ୍‌କୁ ମିଳିଥିବା ମୋଟ ଆର୍ôଥକ ସହାୟତା କେତେ ଓ ସେଥିରେ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନାମ ।
8. ଆର୍ଥିକ ସହାୟତା ବ୍ୟତୀତ ମିଳିଥିବା ଅନ୍ୟାନ୍ୟ ସହଯୋଗର ନାମ ଏବଂ ଏହାସହ ସମ୍ପୃକ୍ତ ବ୍ୟକ୍ତିବିଶେଷ/ପୁରାତନ ଛାତ୍ରଙ୍କ ନାମ ।
9. ଅଭିଯାନ ମାଧ୍ୟମରେ ପିଲାଙ୍କ ପାଠପଢାର ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଇଛି ଯଦି ତାହାକୁ ଷ୍ଟୋରୀରେ ଉଲ୍ଲେଖ କରିବେ । ପିଲାଙ୍କ ପରୀକ୍ଷାଫଳରେ କିଛି ଉନ୍ନତି ପରିଲକ୍ଷିତ ହୋଇଛି ଯଦି ଲେଖିବେ ।
10. ବର୍ତ୍ତମାନ ସମୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ଯୋଗାଯୋଗ କରାଯାଉଛି ।

19/08/2021

ସ୍ନେହର ଛାତ୍ରଛାତ୍ରୀ ଗଣ,
ଆମ ବିଦ୍ୟାଳୟର କର୍ମଚାରୀ ଶ୍ରୀଯୁକ୍ତ ଯଶୋବନ୍ତ ମହାନ୍ତିଙ୍କର ଅକାଳ ବିୟୋଗରେ ଆମେ ସମସ୍ତେ ଦୁଃଖିତ ଓ ମର୍ମାହତ ।ଏପରି ସମୟରେ ତାଙ୍କର ଉଜୁଡ଼ି ଯାଇଥିବା ପରିବାରକୁ ଯଦି କିଛି ଆର୍ଥିକ ସାହାଯ୍ୟ ଦିଆଯାଇପାରନ୍ତା ତେବେ ଦିବଂଗତ ଆତ୍ମା ପ୍ରତି ଏହାଠାରୁ ବଡ ଶ୍ରଦ୍ଧାଞ୍ଜଳି ଆଉ କିଛି ହୋଇପାରିବ ନାହିଁ।ଏଣୁ ସମସ୍ତେ ଆମ ବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସ୍ବରୂପ ନିମ୍ନ ଛାତ୍ର/ଶିକ୍ଷକଙ୍କ ସହ ଯୋଗାଯୋଗ କରି ଆର୍ଥିକ ସାହାଯ୍ୟ ଦେବାକୁ ଅନୁରୋଧ ।
Saroj Kumar sahoo (ex student)
SBI Account No-32073882003
IFSC-SBIN0000068
Phone pe -9853829467(Saroj Kumar sahoo)
Prema sir -7377526253

ମଣିଦେବୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଶ୍ରୀଯୁକ୍ତ ଯଶୋବନ୍ତ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ବିଦ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି 🙏🙏🙏🙏🙏
06/08/2021

ମଣିଦେବୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଶ୍ରୀଯୁକ୍ତ ଯଶୋବନ୍ତ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ବିଦ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି 🙏🙏🙏🙏🙏

28/07/2021

Our school peon Mr.Yashobanta Mohanty passed away last night with covid complications at S.C.B Medical College ,Cuttack.We are deeply mourned by his sudden demise at the age of 42.
Manidevi High School, Chainpur.

29/07/2020

Dear students,
It is my pleasure to inform you that this year in A.H.S.C Examination 2020 our school achieved the following result...
Grade
-------++++++++------
A1-01
A2-04
B1-08
B2-14
C---13
D---11
E--14
Fail15
–--------
Total 80
Passed 65
Percentage of result -- 81.25
Lipsita Sahoo secured the highest mark obtaining 540 marks out of 600.
Thanks to all the students who have brought glory to our institution.

Dear class X  students,Govt of odisha has made it convenient for u to learn your school contents via tv during this unpr...
18/04/2020

Dear class X students,Govt of odisha has made it convenient for u to learn your school contents via tv during this unprecedented lockdown.pl watch it from 20th April 2020.

Annual prize distribution ceremony 2020
27/01/2020

Annual prize distribution ceremony 2020

Address

Chainpur
Dhenkanal
759025

Telephone

+919861011900

Website

Alerts

Be the first to know and let us send you an email when Manidevi High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Manidevi High School:

Shortcuts

Share