Pancha Sakha Uchcha Bidyapitha Tumusinga Srimula Dhenkanal

Pancha Sakha Uchcha Bidyapitha Tumusinga Srimula Dhenkanal Contact information, map and directions, contact form, opening hours, services, ratings, photos, videos and announcements from Pancha Sakha Uchcha Bidyapitha Tumusinga Srimula Dhenkanal, High School, school chhaka srimula, Dhenkanal.

Panchasakha Uchcha Bidyapitha Tumusinga-Srimula,  ପଞ୍ଚସଖା ଉଚ୍ଚ ବିଦ୍ୟାଳୟ
20/01/2022

Panchasakha Uchcha Bidyapitha Tumusinga-Srimula, ପଞ୍ଚସଖା ଉଚ୍ଚ ବିଦ୍ୟାଳୟ

Small tricks..
14/01/2021

Small tricks..

ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ।ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟା...
20/05/2019

ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ବୋର୍ଡର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇବ । ବୋର୍ଡର ୨ଟି ୱେବସାଇଟ www.bseodisha.ac.in, www.bseodisha.nic.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଇଣ୍ଟରନେଟ ସୁବିଧା ଉପଲବ୍ଧ କରିପାରୁନଥିବା ପରୀକ୍ଷାର୍ଥୀ ମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ପରୀକ୍ଷାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ମାନେ ମୋବାଇଲରେ
ଓଆର୧୦-ରୋଲ ନମ୍ବର ଲେଖି ୫୬୭୬୭୫୦

ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ ।

» Instructions for Single subject & Half Yearly Test Candidates  » HLT & SS Notification   » Application Form for Single Subject & Half Yearly Language Test   » Instruction to Chief/ Dy. C***r/ Asst. Examiners/ Scrutinisers for evaluation work, 2019  » Step By Step Instruction for Form Fill...

22/02/2019

ଓଡ଼ିଶା ର ଦଶମ ଶ୍ରେଣୀ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଦଶମ ଶ୍ରେଣୀ ର ବୋଡ଼ ପରୀକ୍ଷା ଉପଲକ୍ଷେ ମୋ ତରଫରୁ ସମସ୍ତ ପରୀକ୍ଷାର୍ଥୀ ଙ୍କୁ ବହୁତ ବହୁତ ଶୁଭେଛା ଜଣାଉଛି ଆଶା କରୁଛୁ ଆପଣମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୁଅନ୍ତୁ ଓ ଓଡ଼ିଶା ମାଁ ମାଟିର ନା କୁ ଆହୁରି ରୋଷନ କରନ୍ତୁ ।

26/08/2018
24/06/2018
*_୭ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ_*0⃣4⃣➖0⃣5⃣➖2⃣0⃣1⃣8⃣👇👇👇👇👇👇👇👇👇👇 ମେ’ ୭ ତାରିଖ, ସୋମବାର  ଦିନ ୨୦୧୮ ମାଟ୍ରିକ ପରୀକ୍ଷାଫଳ ପ୍ରକ...
04/05/2018

*_୭ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ_*
0⃣4⃣➖0⃣5⃣➖2⃣0⃣1⃣8⃣
👇👇👇👇👇👇👇👇👇👇
ମେ’ ୭ ତାରିଖ, ସୋମବାର ଦିନ ୨୦୧୮ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସକାଳ ୯ଟା ବେଳେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ଅଧ୍ୟକ୍ଷା ଜାହାନ୍ ଅାରା ବେଗମ୍ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍, ଏସଏମଏସ୍ ଏବଂ ଫୋନ କରି ପରୀକ୍ଷା ଫଳ ଜାଣିପାରିବେ। ଏଥିଲାଗି ୭ ତାରିଖ ସକାଳ ୯ଟା ପରେ ବୋର୍ଡର ୱେବସାଇଟ୍ www.bseodisha.nic.in ଲଗଇନ୍ କରି ଛାତ୍ରଛାତ୍ରୀ ଫଳ ଜାଣିପାରିବେ। ସେହିପରି ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର 0671-2412060 ଓ 0671-2412059 କୁ କଲ୍ କରି ପରୀକ୍ଷା ଫଳ ଜାଣିହେବ। ଯେକୌଣସି ମୋବାଇଲରୁ 5676750 ନମ୍ବରକୁ OR10 SPACE ROLL NUMBER ଏସଏମଏସ୍ କଲେ ପରୀକ୍ଷାଫଳ ଇନବକ୍ସକୁ ଆସିଯିବ।

ଚଳିତ ବର୍ଷ ରାଜ୍ୟ ବାହାରେ ଟାବୁଲେସନ୍‌ କରାଯାଇଛି। ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୮୮୭ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଏବଂ ୫୧ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷା ଦେଇଥିଲେ। ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୦ ତାରିଖରୁ ପରୀକ୍ଷା ଖାତା ଦେଖା ୬୦ଟି କେନ୍ଦ୍ରରେ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା।

Corporate Template

Address

School Chhaka Srimula
Dhenkanal
759026

Opening Hours

Monday 9:30am - 4pm
Tuesday 9am - 4pm
Wednesday 9am - 4pm
Thursday 9am - 4pm
Friday 9am - 4pm
Saturday 7am - 12pm

Alerts

Be the first to know and let us send you an email when Pancha Sakha Uchcha Bidyapitha Tumusinga Srimula Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Pancha Sakha Uchcha Bidyapitha Tumusinga Srimula Dhenkanal:

Shortcuts

Share

Category