Pragati coaching centre

Pragati coaching centre It's aim that will give all best knowledge. with to be mankind and nervous less with sureness

15/08/2026
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା/ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ   ।ଜୟ ଜଗନ୍ନାଥ। 🙏
16/07/2026

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା/ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ଜୟ ଜଗନ୍ନାଥ। 🙏

03/07/2026

"ଶିକ୍ଷକ"କେବଳ ପାଠ୍ୟପୁସ୍ତକର ଶବ୍ଦ ପଢ଼ାନ୍ତି, ତାହା ନୁହେଁ ବରଂ ସେ ଜୀବନର ପ୍ରତ୍ୟେକ ଅଧ୍ୟାୟକୁ ବୁଝିବାରେ ଦୃଷ୍ଟି ଦେଇଥାନ୍ତି। ତାଙ୍କ ଜ୍ଞାନ ଅଜ୍ଞାନର ଅନ୍ଧକାରକୁ ଦୂର କରେ,ତାଙ୍କ ଧୈର୍ଯ୍ୟ ଭଙ୍ଗା ଆତ୍ମବିଶ୍ୱାସକୁ ପୁଣି ଗଢ଼ି ତୋଳେ ଏବଂ ତାଙ୍କ ପ୍ରେରଣା ସାଧାରଣ ଛାତ୍ରକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ। ଜଣେ ଭଲ ଶିକ୍ଷକଙ୍କ ହାତରେ କେବଳ ଚକ୍ ନୁହେଁ,ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ଶକ୍ତି ଥାଏ ।ସମୟ ବଦଳିଯାଏ,ଜୀବନ ଆଗକୁ ବଢ଼ିଥାଏ କିନ୍ତୁ ଜଣେ ଶିକ୍ଷକଙ୍କ ଶିକ୍ଷା,ସ୍ନେହ ଓ ସଂସ୍କାର ସାରା ଜୀବନ ଆମ ହୃଦୟରେ ଅମର ହୋଇ ରହିଥାଏ । ସେଥିପାଇଁ ଶିକ୍ଷକ କେବଳ ଏକ ପେଶା ନୁହେଁ—ସେ ହେଉଛନ୍ତି ଜାତିର ନିର୍ମାତା,ସମାଜର ପଥପ୍ରଦର୍ଶକ ଓ ପ୍ରତ୍ୟେକ ସଫଳ ମଣିଷର ଜୀବନର ସବୁଠାରୁ ମୂଲ୍ୟବାନ ପ୍ରେରଣା ।

21/06/2026

. ପ୍ରଗତି କୋଚିଂ ସଣ୍ଟର
ଷ୍ଟେଟ୍ ବ୍ୟାଙ୍କ୍ ପାଖ, ଜିରାଳ, ଢେଙ୍କାନାଳ
ତୃତୀୟ ରୁ ଦଶମ ଶ୍ରେଣୀ ପର୍ୟ୍ଯନ୍ତ
ଶିକ୍ଷା ବର୍ଷ- ୨୦୨୬ - ୨୭
--------------------------------------------------
👉ଏଠାରେ ୩ୟ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ । ବୃତ୍ତି,ଆଦର୍ଶ,ନବୋଦୟ,ପଠାଣିସାମନ୍ତ,ରାମାନୁଜନ,ଏନ୍.ଏମ୍.ଏମ୍.ଏସ୍,ଏନ୍.ଆର୍.ଟିଏସ୍,ଭଳି ପ୍ରବେଶିକା ପରୀକ୍ଷା ଏବଂ ଗ୍ରୀଷ୍ମକାଳିନ ପାଠ୍ୟକ୍ରମ(ସମର୍ କୋର୍ଷ)ପାଇଁ ମଧ୍ଯ ସ୍ୱତନ୍ତ୍ର ବ୍ୟବସ୍ଥା ।
--------------------------------------------------------------------
👉ନୂତନ ଓ ପୁରାତନ ପିଲା ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିବା ସହ ପାଠ ପଢାର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ ଗଠନ କରିବାରେ ଚିରସଙ୍କଳ୍ପବଦ୍ଧ ।
👉ଯୋଗାଯୋଗ ନଂ-୯୧-୯୬୯୨୮୭୪୦୩୮, ୯୧-୭୮୭୩୬୧୮୬୭୨

ଢେଙ୍କାନାଳ,ଜିରାଳ ଗ୍ରାମର ପବିତ୍ର କୃଷି ଭିତ୍ତିକ ଗଣପର୍ବ "ରଜ" ମହୋତ୍ସବ ବେସ୍ ମନୋରଞ୍ଜନ ଦାୟକ ଏବଂ ସେଠିକାର ଆଧ୍ୟାତ୍ମିକ ପରିବେଶ ମନକୁ ଅସୀ...
15/06/2026

ଢେଙ୍କାନାଳ,ଜିରାଳ ଗ୍ରାମର ପବିତ୍ର କୃଷି ଭିତ୍ତିକ ଗଣପର୍ବ "ରଜ" ମହୋତ୍ସବ ବେସ୍ ମନୋରଞ୍ଜନ ଦାୟକ ଏବଂ ସେଠିକାର ଆଧ୍ୟାତ୍ମିକ ପରିବେଶ ମନକୁ ଅସୀମ ଶାନ୍ତି ଓ ଆନନ୍ଦ ପ୍ରଦାନ କରୁଛି ।👍
ଏହି ସୁନ୍ଦର ରୂପାୟନ ଓ ସଫଳ ଆୟୋଜନ ପାଇଁ ସମସ୍ତ ଆୟୋଜକ ତଥା ସହଯୋଗୀ ଭାଇଭଉଣୀମାନଙ୍କୁ ହୃଦୟରୁ ଶୁଭେଚ୍ଛା ।'ମା’ କାମନା କାଳୀଙ୍କ କୃପା ସମସ୍ତଙ୍କ ଉପରେ ସଦା ରହୁ ।👏
🙏ଜୟ ମା’ କାମନା କାଳୀ 🙏
ସମସ୍ତଙ୍କୁ ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ ।🫂

Address

Jiral
Dhenkanal
759023

Alerts

Be the first to know and let us send you an email when Pragati coaching centre posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category