Ananta Prasad Das Govt. High School Parla, Kalahandi

Ananta Prasad Das Govt. High School Parla, Kalahandi Contact information, map and directions, contact form, opening hours, services, ratings, photos, videos and announcements from Ananta Prasad Das Govt. High School Parla, Kalahandi, School, Parla, Dharamgarh.

ଜିଲ୍ଲା ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ରେ ପି ଏମ୍ ଶ୍ରୀ ଅନନ୍ତ ପ୍ରସାଦ ଦାସ  ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଲା ର ସଫଳତା......ଗତ କାଲ...
23/01/2026

ଜିଲ୍ଲା ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ରେ ପି ଏମ୍ ଶ୍ରୀ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଲା ର ସଫଳତା......

ଗତ କାଲି ତା.୨୨.୦୧.୨୦୨୬ ରିଖ ଗୁରୁବାର ଦିନ ବ୍ରଜ ମୋହନ ହାଇସ୍କୁଲ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା...ଏଥିରେ ଆମ ପି ଏମ୍ ଶ୍ରୀ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଲା ର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି...

ସାହିତ୍ୟ ସୃଜନୀ ରେ ହିତେଶ ଖମାରୀ ଶ୍ରେଣୀ ଅଷ୍ଟମ ପ୍ରଥମ ସ୍ଥାନ

ଆଦର୍ଶ ସଂସଦ ପ୍ରଦର୍ଶନୀ ରେ ଲୋପାମୁଦ୍ରା ଗୋପାଳ ଶ୍ରେଣୀ ଦଶମ ଓ ପ୍ରତିଭା ମେହେର ଶ୍ରେଣୀ ଅଷ୍ଟମ ଦ୍ଵିତୀୟ ସ୍ଥାନ

ଏବଂ

କ୍ରୀଡ଼ାଙ୍ଗନ୍ ରେ ମଧୁସ୍ମିତା ମଶ୍ରା ଶ୍ରେଣୀ ଦଶମ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି....

ଛାତ୍ର ଛାତ୍ରୀ ଙ୍କ ସଫଳତା ପଛରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି...

GANGA KHAMARI CLASS-9TH SELECTED FOR DISTRICT LEVEL SCIENCE EXHIBITION @2025
11/12/2025

GANGA KHAMARI
CLASS-9TH SELECTED FOR DISTRICT LEVEL SCIENCE EXHIBITION @2025

28/05/2021

All are welcome to this group.

Address

Parla
Dharamgarh

Telephone

+919937127529

Website

Alerts

Be the first to know and let us send you an email when Ananta Prasad Das Govt. High School Parla, Kalahandi posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Ananta Prasad Das Govt. High School Parla, Kalahandi:

Shortcuts

Share

Category