21/11/2024
ଡ଼. ହରେକୃଷ୍ଣ ମହତାବଙ୍କ 125 ତମ ଜୟନ୍ତୀ ପାଳନ ଅବସରରେ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଗଣଦୌଡ ରେ ଆମ ସ୍କୁଲ୍ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ ।
ସୁର୍ୟାଂଶୁ କହଁର 2ୟ ଓ ବିଷ୍ଣୁପ୍ରିୟା ଧଳ 1ମ ସ୍ଥାନ ଅଧିକାର କରିଥିଲେ ।
ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା,,💐💐💐💐