Biswanath Bidyapitha-K.P

Biswanath Bidyapitha-K.P

Share

Contact information, map and directions, contact form, opening hours, services, ratings, photos, videos and announcements from Biswanath Bidyapitha-K.P, School, Krushnaprasad, Niali, Cuttack.

Photos from Biswanath Bidyapitha-K.P's post 09/03/2025

ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଗଣିତ ଶିକ୍ଷକ ସିବ ଚରଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

Photos from Biswanath Bidyapitha-K.P's post 23/01/2025

ଆଜି ଆମ ବିଦ୍ୟାଳୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି...

24/01/2024
Photos from Biswanath Bidyapitha-K.P's post 23/01/2024

ବିଶ୍ବନାଥ ବିଦ୍ୟାପୀଠରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିବସ ପାଳନ ।

Photos from Biswanath Bidyapitha-K.P's post 20/09/2023

ଆମ ବିଦ୍ୟାଳୟରେ ଗଣେଶ ପୂଜା ।

Photos from Biswanath Bidyapitha-K.P's post 16/08/2023

ଗତ ଦଶମ ବୋର୍ଡ ପରୀକ୍ଷାରେ A2 Grade ରଖି ଉତ୍ତୀର୍ଣ୍ଣ ହୋଇଥବା ଛାତ୍ରଛାତ୍ରୀ ଙ୍କୁ ବିଶ୍ଵନାଥ ବିଦ୍ୟାପୀଠ ପ୍ରାକ୍ତନ ଛାତ୍ର ସଂସଦ ପକ୍ଷରୁ “ମେଧାବୀ ସମ୍ମାନ” ।

14/08/2023

ଆସନ୍ତା କାଲି “ସ୍ଵାଧୀନତା ଦିବସ” ଉପଲକ୍ଷେ ବିଶ୍ଵନାଥ ବିଦ୍ୟାପୀଠ ପ୍ରାଙ୍ଗଣରେ ପ୍ରାକ୍ତନ ଛାତ୍ର ସଂସଦ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେଣୁ ସମସ୍ତ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ ।

Photos from Biswanath Bidyapitha-K.P's post 06/07/2023

ନିଆଳି ବ୍ଲକ କୃଷ୍ଣପ୍ରସାଦ ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠ ବିଦ୍ୟାଳୟ ପରିସରରେ ଆଜି ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡା ଙ୍କ ଉପସ୍ଥିତିରେ ବନ ମହୋତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣର ଆବଶ୍ୟକତା ଏବଂ ତାର ଉପକାରିତାକୁ ନେଇ ସଚେତନତା ବାର୍ତ୍ତା ଦିଆଯାଇଥିବା ବେଳେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିବଚରଣ ଜେନା, ରେଣୁବାଳା ଆଚାର୍ଯ୍ୟ, ପ୍ରସନ୍ନ ବେହେରା, ବିଭୁଦତ୍ତ ସ୍ବାଇଁ , କ୍ରୀଡା ଶିକ୍ଷକ ଶିଖର ପୁହାଣ, ଅଫିସ୍ ସହକାରୀ ତୁଷାର ରଞ୍ଜନ ତ୍ରିପାଠୀ, ଶିକ୍ଷା କର୍ମଚାରୀ କୈଳାସ ଚନ୍ଦ୍ର ପଣ୍ଡା, ସନାତନ ଭୋଇ, ଶରତଚନ୍ଦ୍ର ରାଉତ ଓ ପ୍ରାକ୍ତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ରଞ୍ଜିତ ଜେନା, ପ୍ରାକ୍ତନ ଛାତ୍ର ସଂସଦର ସଦସ୍ୟ ସଞ୍ଜୟ ଭୋଇ, ମନୋଜ ନାୟକ, ଉମାକାନ୍ତ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ବାଦଲ ଖୁଣ୍ଟିଆ ଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

26/06/2023

ଆଜି (୨୬,୦୬,୨୩) କୃଷ୍ଣପ୍ରସାଦ ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲର ଶିକ୍ଷା ଓ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ, ସରପଞ୍ଚ, ଶିକ୍ଷକ, ଅଭିଭାବକ ଓ ପ୍ରାକ୍ତନ ଛାତ୍ର ସଂସଦର ସଭ୍ୟ ମାନେ ଉପସ୍ଥିତ ଥିଲେ ।

Want your school to be the top-listed School/college in Cuttack?

Click here to claim your Sponsored Listing.

Location

Category

Website

Address


Krushnaprasad, Niali
Cuttack
754004