27/08/2026
USB Driveରେ ଆପଣଙ୍କର ଜରୁରୀ DATA ସୁରକ୍ଷିତ ଅଛି କି?
ଆଜିକାଲି USB/Pen Driveରେ ଆମେ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ, ବ୍ୟକ୍ତିଗତ ଫାଇଲ୍ ଓ ଅଫିସ୍ର ଗୁରୁତ୍ୱପୂର୍ଣ୍ଣ DATA ରଖୁଛୁ। କିନ୍ତୁ USB Drive ହଜିଗଲେ କିମ୍ବା ଅନ୍ୟ କାହା ହାତକୁ ଚାଲିଗଲେ, ଆପଣଙ୍କ DATA ଅନଧିକୃତ ଭାବେ ଖୋଲାଯାଇପାରେ।
ସୁରକ୍ଷିତ ରହିବା ପାଇଁ USB Driveର DATAକୁ ENCRYPT କରନ୍ତୁ।
ENCRYPT – Unauthorized Accessରୁ DATAକୁ ସୁରକ୍ଷିତ ରଖନ୍ତୁ।
SECURE – Personal & Official Information ସୁରକ୍ଷିତ ରଖନ୍ତୁ।
PROTECT – USB ହଜିଗଲେ ମଧ୍ୟ DATA misuseର ଝୁମ୍ପ କମାନ୍ତୁ।
BE RESPONSIBLE – Data Security ଆପଣଙ୍କ ହାତରେ।
ମନେରଖନ୍ତୁ: USB Drive ଛୋଟ ହୋଇପାରେ, କିନ୍ତୁ ଏଥିରେ ଥିବା DATA ବହୁତ ମୂଲ୍ୟବାନ ହୋଇପାରେ।
ENCRYPT TODAY — STAY SECURE ALWAYS.
ଏହି ସୂଚନାକୁ SHARE କରନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ନିଜ DATA ସୁରକ୍ଷିତ ରଖିପାରିବେ।
Cyber Crime Report: www.cybercrime.gov.in
Cyber Fraud Helpline: 1930
CYBERSECURE ODISHA
ସଚେତନ ରୁହନ୍ତୁ • ସୁରକ୍ଷିତ ରୁହନ୍ତୁ