Ahwaan Higher Secondary School

Ahwaan Higher Secondary School Creating Careers with Character

🌼✨ ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ✨🌼ମାଟିର ମହକ, ଦୋଳିର ଆନନ୍ଦ, ପୋଡ଼ପିଠାର ସ୍ୱାଦ ଏବଂ ଓଡ଼ିଆ ସଂସ୍କୃତିର ଗର୍ବକୁ ନେଇ ଆସିଛି ପବିତ୍ର ରଜ ...
14/06/2026

🌼✨ ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ✨🌼

ମାଟିର ମହକ, ଦୋଳିର ଆନନ୍ଦ, ପୋଡ଼ପିଠାର ସ୍ୱାଦ ଏବଂ ଓଡ଼ିଆ ସଂସ୍କୃତିର ଗର୍ବକୁ ନେଇ ଆସିଛି ପବିତ୍ର ରଜ ପର୍ବ। ଏହି ପର୍ବ ଆମ ପରମ୍ପରା, ପ୍ରକୃତି ଏବଂ ନାରୀତ୍ୱର ସମ୍ମାନର ପ୍ରତୀକ।

ଏହି ଶୁଭ ଅବସରରେ Ahwaan Play School & Ahwan School ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶୁଭେଚ୍ଛୁମାନଙ୍କୁ ଜଣାଉଛୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। 🙏

🌿 ରଜର ଉତ୍ସାହ ଆପଣଙ୍କ ଜୀବନରେ ଆଣୁ ନୂଆ ଆଶା, ଖୁସି ଓ ସମୃଦ୍ଧି।
🌼 ପରିବାର ଓ ପ୍ରିୟଜନଙ୍କ ସହ ଉତ୍ସବର ପ୍ରତ୍ୟେକ ମୁହୂର୍ତ୍ତ ହେଉ ସ୍ମରଣୀୟ।
🎉 ଆସନ୍ତୁ, ଆମର ସମୃଦ୍ଧ ଓଡ଼ିଆ ପରମ୍ପରାକୁ ଗର୍ବର ସହ ପାଳନ କରିବା।

Happy Raja Festival! 🌸
Celebrating Culture • Tradition • Togetherness

📞 Contact: 70083 12325 | 63701 37161

📍 Address: Near OSL Tower II & Hygienic Restaurant, Arunodaya Colony, Link Road, Cuttack

🌍 World Environment Day 2026 ♻️🌱"Beat Plastic Pollution – Protect Our Planet, Preserve Our Future."On this World Environ...
05/06/2026

🌍 World Environment Day 2026 ♻️🌱

"Beat Plastic Pollution – Protect Our Planet, Preserve Our Future."

On this World Environment Day, let us unite to create a cleaner, greener, and healthier world. Plastic pollution is one of the greatest environmental challenges of our time, affecting our land, oceans, wildlife, and future generations.

At Ahwaan Play School & Ahwaan School, we believe that environmental awareness begins at an early age. By teaching children to respect nature and adopt sustainable habits, we nurture responsible citizens who will lead the way toward a better tomorrow.

🌿 Say NO to Single-Use Plastic
🌿 Plant More Trees
🌿 Reduce, Reuse & Recycle
🌿 Keep Our Surroundings Clean
🌿 Protect Nature for Future Generations

Every small step matters. Together, we can make a big difference and inspire positive environmental change.
💚 "The Earth is in our hands. Let’s protect it with care and responsibility." 💚

📅 June 5 – World Environment Day

📍 Near OSL Tower II & Hygienic Restaurant, Arunodaya Colony, Link Road, Cuttack

📞 7008 31 2325 | 6370 13 7161

✨🌿 ଶୁଭ ପଣା ସଂକ୍ରାନ୍ତି 🌿✨ନବବର୍ଷର ପବିତ୍ର ଅବସର ପଣା ସଂକ୍ରାନ୍ତି ଉପଲକ୍ଷେAhwaan Higher Secondary School ପରିବାର ପକ୍ଷରୁ ସମସ୍ତ ଛାତ...
14/04/2026

✨🌿 ଶୁଭ ପଣା ସଂକ୍ରାନ୍ତି 🌿✨

ନବବର୍ଷର ପବିତ୍ର ଅବସର ପଣା ସଂକ୍ରାନ୍ତି ଉପଲକ୍ଷେ
Ahwaan Higher Secondary School ପରିବାର ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନଙ୍କୁ ଜଣାଉଛୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା। 🙏🌼

ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ
🌸 ସୁଖ
🌸 ସମୃଦ୍ଧି
🌸 ସ୍ୱାସ୍ଥ୍ୟ
🌸 ସଫଳତା
ଓ ନୂଆ ଆଶାର ଆଲୋକ ଆଣୁ।
ପରମ୍ପରା, ସଂସ୍କୃତି ଓ ଶିକ୍ଷାର ସମନ୍ୱୟ ସହ
ଆମେ ଗଢ଼ୁଛୁ ଉଜ୍ଜ୍ୱଳ ଭବିଷ୍ୟତ —

Creating Career With Character 📚✨

📍 Near Apex MRI Center, College Square, Cuttack

📞 6370137161 | 9437297355

#ପଣାସଂକ୍ରାନ୍ତି

🇮🇳✨ Independence Day Celebration at Ahwaan Higher Secondary School ✨🇮🇳With hearts full of pride and gratitude, we celebr...
30/08/2025

🇮🇳✨ Independence Day Celebration at Ahwaan Higher Secondary School ✨🇮🇳

With hearts full of pride and gratitude, we celebrated the spirit of freedom, unity, and sacrifice. The day was marked with cultural activities, patriotic songs, and the joy of honoring our great nation. 🎶🌿🎉

💡 Independence is not just about one day of celebration—it is a reminder of our responsibility to protect and cherish our nation every single day. 💪🌍

🌼 Ahwaan Higher Secondary School – Creating Careers with Character 🌼

Let us salute the sacrifices of our freedom fighters and take a pledge to build a stronger, brighter India. 🌟

❤️🤍💚 Wishing everyone a very Happy Independence Day! ❤️🤍💚

✨🙏 Ganesh Chaturthi Celebrations at Ahwaan Higher Secondary School 🙏✨With devotion, joy, and togetherness, we welcomed L...
30/08/2025

✨🙏 Ganesh Chaturthi Celebrations at Ahwaan Higher Secondary School 🙏✨

With devotion, joy, and togetherness, we welcomed Lord Ganesha, the remover of obstacles and the harbinger of wisdom and prosperity. 🌸🪔
From traditional rituals and puja to sharing smiles with our Ahwaan family, the day was filled with positivity, culture, and blessings. 💫

💛 May Lord Ganesha shower his blessings upon everyone with happiness, knowledge, and success.

🌼 Ahwaan Higher Secondary School – Creating Careers with Character 🌼

✨🪔 Wishing you all a very Happy Ganesh Chaturthi! 🪔✨

🌸🙏 Happy Krishna Janmashtami 🙏🌸On this auspicious day, may Lord Krishna bless you and your loved ones with happiness, pe...
15/08/2025

🌸🙏 Happy Krishna Janmashtami 🙏🌸

On this auspicious day, may Lord Krishna bless you and your loved ones with happiness, peace, and endless joy. 💛✨
Let’s celebrate the birth of Kanha with devotion, love, and togetherness. 🌿🥳

💙 “Where there is Krishna, there is victory.” 💙

📍 Address: Near Apex MRI Center, College Square, Cuttack
📲 Contact: 7008 312 325 | 7894 285 602
🔗 Follow us:

✨ Happy Independence Day ✨Today, we salute the spirit of freedom and the sacrifices of our brave heroes. Let’s unite, ch...
15/08/2025

✨ Happy Independence Day ✨

Today, we salute the spirit of freedom and the sacrifices of our brave heroes. Let’s unite, cherish our independence, and work together for a brighter, peaceful, and prosperous India. 💚🤍🧡

📅 15th August – A day to remember, a day to celebrate!
🌟 Creating Career with Character – Ahwaan Higher Secondary School

📍 Address: Near Apex MRI Center, College Square, Cuttack
📲 Contact: 7008 312 325 | 7894 285 602
🔗 Follow us:

💚🤍🧡 Jai Hind! 💚🤍🧡

🌸✨ ରକ୍ଷା ବନ୍ଧନର ଅଭିନନ୍ଦନ ✨🌸ଭାଇ-ଭଉଣୀର ପ୍ରେମ, ସ୍ନେହ ଓ ସୁରକ୍ଷାର ପବିତ୍ର ପର୍ବ ❤️🤝ଏହି ରକ୍ଷା ବନ୍ଧନରେ ଆସନ୍ତୁ, ପ୍ରେମ, ଭରସା ଓ ସମ୍ପ...
09/08/2025

🌸✨ ରକ୍ଷା ବନ୍ଧନର ଅଭିନନ୍ଦନ ✨🌸

ଭାଇ-ଭଉଣୀର ପ୍ରେମ, ସ୍ନେହ ଓ ସୁରକ୍ଷାର ପବିତ୍ର ପର୍ବ ❤️🤝
ଏହି ରକ୍ଷା ବନ୍ଧନରେ ଆସନ୍ତୁ, ପ୍ରେମ, ଭରସା ଓ ସମ୍ପର୍କର ସୁତରେ
ହୃଦୟକୁ ଆଉ ଜୋଡ଼ିବା! 🪢💫

🎁 ଆହ୍ୱାନ Higher Secondary School
📍 Near Apex MRI Center, College Square, Cuttack
📞 7008 312 325 | 7894 285 602

🪢 #ପ୍ରେମ #ସମ୍ପର୍କ #ଭାଇଭଉଣୀ

🙏 ଗୁରୁ ପୂର୍ଣ୍ଣିମା ଅବସରରେ ଆମ ଗୁରୁଜନଙ୍କୁ ଶ୍ରଦ୍ଧା ଓ କୃତଜ୍ଞତା ଜଣାଉଛୁ। ଗୁରୁ ହେଉଛନ୍ତି ଆମ ଜୀବନର ଦିପାଳି, ଯେଉଁମାନେ ଅନ୍ଧକାରରୁ ଆଲୋକ...
10/07/2025

🙏 ଗୁରୁ ପୂର୍ଣ୍ଣିମା ଅବସରରେ ଆମ ଗୁରୁଜନଙ୍କୁ ଶ୍ରଦ୍ଧା ଓ କୃତଜ୍ଞତା ଜଣାଉଛୁ। ଗୁରୁ ହେଉଛନ୍ତି ଆମ ଜୀବନର ଦିପାଳି, ଯେଉଁମାନେ ଅନ୍ଧକାରରୁ ଆଲୋକକୁ ନେଇଯାନ୍ତି।

🎓 AHWAAN Higher Secondary School ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଗୁରୁ ପୂର୍ଣ୍ଣିମା ଶୁଭେଚ୍ଛା।
📍 "Creating Career with Character" – ଆମ ଲକ୍ଷ୍ୟ ହେଉଛି ଗୁଣବତ୍ତାମୂଳକ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦିଆଯିବା।

📌 ଠିକଣା: Apex MRI Center ନିକଟରେ, College Square, କଟକ
📲 ଯୋଗାଯୋଗ: 7008 312 325 | 7894 285 602
🔗 ସୋସିଆଲ ମିଡିଆ:

🌼 ଆସନ୍ତୁ ଏହି ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ଦେଇଥିବା ଶିକ୍ଷାକୁ ମନେ ପକାଉ ଓ ଏହି ଦିନକୁ ସାର୍ଥକ କରିବା ପାଇଁ ଏକ ନୂତନ ପ୍ରତିଜ୍ଞା ନିଅ।

#ଓଡ଼ିଆ_ଶୁଭେଚ୍ଛା #ଗୁରୁପୂର୍ଣିମା

🌞 ଶୁଭ ରଥଯାତ୍ରା ୨୦୨୫ 🌞ଏହି ପବିତ୍ର ଅବସରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଉଭଦ୍ରା ନିଜ ବନ୍ଧୁବାନ୍ଧବଙ୍କ ସହିତ ମାଉସି ଘର ଯାଉଛନ୍ତି। ଏହି ଶୁଭ...
26/06/2025

🌞 ଶୁଭ ରଥଯାତ୍ରା ୨୦୨୫ 🌞
ଏହି ପବିତ୍ର ଅବସରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଉଭଦ୍ରା ନିଜ ବନ୍ଧୁବାନ୍ଧବଙ୍କ ସହିତ ମାଉସି ଘର ଯାଉଛନ୍ତି। ଏହି ଶୁଭ ଦିନରେ ଆସନ୍ତୁ ଆମେ ଭଗବାନଙ୍କ ଚରଣରେ ପ୍ରାର୍ଥନା କରିବା - ତାଙ୍କର କୃପା ଓ ଆଶୀର୍ବାଦ ଆମ ସମସ୍ତଙ୍କୁ ମିଳୁ।

🙏 ଏହି ରଥଯାତ୍ରା ଆମ ଜୀବନରେ ନୂଆ ଆଶା, ଆଲୋକ ଓ ଶୁଭତା ଆଣୁ। ଭଗବାନ ଆପଣଙ୍କ ଓ ଆପଣଙ୍କ ପରିବାରକୁ ସଦା ସୁଖୀ ଓ ସୁସ୍ଥ ରଖୁନ୍।

🏫 Ahwaan Higher Secondary School ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ରଥଯାତ୍ରା ଶୁଭେଚ୍ଛା।
🎓 Creating Career with Character

📍 ଠିକଣା: ଏପେକ୍ସ୍ ଏମ୍‌ଆର୍‌ଆଇ ସେଣ୍ଟର୍‌ ନିକଟରେ, କଲେଜ୍ ସ୍କୁଏର୍‌, କଟକ
📞 7008 312 325 | 7894 285 602
📲 ଅନୁସରଣ କରନ୍ତୁ: Qubit.isc

#ଶୁଭ_ରଥଯାତ୍ରା #ଓଡ଼ିଶାର_ଗୌରବ

Address

Near Apex MRI Center College Square
Cuttack
753003

Opening Hours

Monday 9am - 6pm
Tuesday 9am - 6pm
Wednesday 9am - 6pm
Thursday 9am - 6pm
Friday 9am - 6pm
Saturday 9am - 6pm

Website

Alerts

Be the first to know and let us send you an email when Ahwaan Higher Secondary School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category