Ratnakar Vidya Mandir, Biribati, Cuttack

Ratnakar Vidya Mandir, Biribati, Cuttack Ratnakar Vidyamandir is a Upper Primary with Secondary School in Biribati Village of Cuttack Sadar. It was established in the year 1957.

It was established in the year 1957 and the school management is Departmentof Education. It's a Odia Medium - Co-educational school.Ratnakar Vidyamandir runs in a government school building. The school has total 4 classrooms. The lowest Class is 6 and the highest class in the school is 10. This school has 9 Male Teachers and 9 Female Teachers. There is no library facility available in this school.

This school also has a playground. Ratnakar Vidyamandir does not provide any residential facility. The school also provides meal facility and meal is prepared in school.Address:Biribati, Biribati Ps, Cuttack SadarCuttack,Odisha(IN) -754100

20/11/2025
ଏହା କୌଣସି ସଂସ୍ଥା,ସଂଗଠନ,ବ୍ୟକ୍ତିଗତ,ରାଜ ନୈତିକ,ଧାର୍ମିକ ପାଇଁ ନୁହେଁ ଏଜେଣ୍ଡା ନୁହେଁ,କେବଳ ହିଁ କେବଳ ନେତାଜୀଙ୍କ ପାଇଁ।ଯାହାଙ୍କ ପାଇଁ କଟ...
20/01/2023

ଏହା କୌଣସି ସଂସ୍ଥା,ସଂଗଠନ,ବ୍ୟକ୍ତିଗତ,
ରାଜ ନୈତିକ,ଧାର୍ମିକ ପାଇଁ ନୁହେଁ ଏଜେଣ୍ଡା ନୁହେଁ,
କେବଳ ହିଁ କେବଳ ନେତାଜୀଙ୍କ ପାଇଁ।
ଯାହାଙ୍କ ପାଇଁ କଟକ ସୁପରିଚିତ,
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ରହେ ।
Share କରନ୍ତୁ 🙏

ଆମ ପ୍ରିୟର ପତିତ ପାବନ ପତି (ପତ ସାର୍) ଙ୍କ ଦେହାନ୍ତ ଖବର ପାଇ ମୁଁ ଗଭୀର ମର୍ମାହତ ଓ ଦୁଃଖିତ।ଆପଣଙ୍କ ଆଦର୍ଶ ଓ କର୍ତ୍ତବ୍ଯ ପରାୟଣତା ଆମ୍ଭମାନ...
23/11/2022

ଆମ ପ୍ରିୟର ପତିତ ପାବନ ପତି (ପତ ସାର୍) ଙ୍କ ଦେହାନ୍ତ ଖବର ପାଇ ମୁଁ ଗଭୀର ମର୍ମାହତ ଓ ଦୁଃଖିତ।
ଆପଣଙ୍କ ଆଦର୍ଶ ଓ କର୍ତ୍ତବ୍ଯ ପରାୟଣତା ଆମ୍ଭମାନଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବେ। ଆପଣଙ୍କର ଅମରଆତ୍ମା ଚିର ଶାନ୍ତି ଲାଭ କରୁ। ଆଜିର ଦିନରେ ପଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ।
🙏🙏🙏

5t ରେ  ଆମ ବିଦ୍ୟାଳୟ  କୁ ଅନ୍ତର୍ଭୁକ୍ତ କରାଗଲା, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକ ଙ୍କୁ ଅନେକ ଅନେକ ଧନ୍ୟବାଦ
26/07/2022

5t ରେ ଆମ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରାଗଲା, ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକ ଙ୍କୁ ଅନେକ ଅନେକ ଧନ୍ୟବାଦ

Congratulations A1 Grade holder of our School  Our Pride & Our Glory.
08/07/2022

Congratulations A1 Grade holder of our School Our Pride & Our Glory.

Congratulations A1 Grade holder of our School  Our Pride & Our Glory.
07/07/2022

Congratulations A1 Grade holder of our School Our Pride & Our Glory.

ଉତ୍କଳର ବରପୁତ୍ର ବିଶିଷ୍ଟ ଦାର୍ଶନିକ ପ୍ରାବନ୍ଧିକ ଯୋଗଜନ୍ମା ବିଶିଷ୍ଟ ଶିକ୍ଷାବିତ୍ ଏବଂ ସୁନାମଧନ୍ୟ ଜନସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ...
14/04/2022

ଉତ୍କଳର ବରପୁତ୍ର ବିଶିଷ୍ଟ ଦାର୍ଶନିକ ପ୍ରାବନ୍ଧିକ ଯୋଗଜନ୍ମା ବିଶିଷ୍ଟ ଶିକ୍ଷାବିତ୍ ଏବଂ ସୁନାମଧନ୍ୟ ଜନସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜାମାତା ତଥା ରତ୍ନାକର ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପ୍ରଫେସର ୰ରତ୍ନାକର ପତି ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଉତ୍ସବ ଆଜି ରତ୍ନାକର ବିଦ୍ୟାମନ୍ଦିର, ବିରିବାଟୀ ରେ ପାଳନ କରାଯାଇଅଛି।
ରତ୍ନାକର ବିଦ୍ୟାମନ୍ଦିର ପରିସରରେ ଥିବା ଅଧ୍ୟାପକ ୰ରତ୍ନାକର ପତିଙ୍କ ପ୍ରତିମୂର୍ତ୍ତି ରେ ରତ୍ନାକର ପତି ସ୍ମୃତିସଂସଦ ସଭାପତି ଚୈତନ୍ଯ ରାଉତ, ଉପସଭାପତି ସନ୍ତୋଷ ବେହେରା, ସମ୍ପାଦକ ସମାଜସେବୀ ପ୍ରମୋଦ ଦଳାଇ, ମୋ ସ୍କୁଲ୍ ସଭାପତି ବିଧୁଭୁଷଣ ମହାନ୍ତି, ବରିଷ୍ଠ ଶିକ୍ଷକନେତା ପ୍ରଭାତ ଷଡଙ୍ଗୀ ପ୍ରମୁଖ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ
https://youtu.be/JCtZQhiEOvE

ଉତ୍କଳର ବରପୁତ୍ର ବିଶିଷ୍ଟ ଦାର୍ଶନିକ ପ୍ରାବନ୍ଧିକ ଯୋଗଜନ୍ମା ବିଶିଷ୍ଟ ଶିକ୍ଷାବିତ୍ ଏବଂ ସୁନାମଧନ୍ୟ ଜନସେବକ ଶିକ୍ଷାବିତ  ଉତ୍କଳମଣି ପଣ୍ଡିତ ଗ...
13/04/2022

ଉତ୍କଳର ବରପୁତ୍ର ବିଶିଷ୍ଟ ଦାର୍ଶନିକ ପ୍ରାବନ୍ଧିକ ଯୋଗଜନ୍ମା ବିଶିଷ୍ଟ ଶିକ୍ଷାବିତ୍ ଏବଂ ସୁନାମଧନ୍ୟ ଜନସେବକ ଶିକ୍ଷାବିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜାମାତା ତଥା ରତ୍ନାକର ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପ୍ରଫେସର ୰ରତ୍ନାକର ପତି ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଆସନ୍ତା କାଲି ଅପ୍ରେଲ ୧୪ ପଣାସଂକ୍ରାନ୍ତି ଦିନ ପଡୁଅଛି।
ରତ୍ନାକର ବିଦ୍ୟା ମନ୍ଦିରରେ ପୁରାତନ ଛାତ୍ର ସଂସଦ ତରଫରୁ ଆସନ୍ତାକାଲି ତା୧୪.୦୪.୨୦୨୨ ଗୁରୁବାର ସକାଳ ୮:୩୦ ସମୟରେ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରାଯିବ।

ଆଜି ୰ରତ୍ନାକର ପତି ଙ୍କ ଜୟନ୍ତୀ ପୂର୍ବରୁ ପୁରାତନ ଛାତ୍ର ସଂସଦ ତରଫରୁ ସମାଜସେବୀ ପ୍ରମୋଦ ଦଳାଇ ବିଦ୍ୟାଳୟ ପରିସରରେ ଥିବା ୰ରତ୍ନାକର ପତିଙ୍କ ପ୍ରତିମୂର୍ତ୍ତି କୁ ସ୍ବଚ୍ଛ କରିଥିଲେ।

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ।ଚୈତ୍ର ଶୁକ୍ଳ ପ୍ରତିପଦା।🙏🙏🙏
02/04/2022

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ।
ଚୈତ୍ର ଶୁକ୍ଳ ପ୍ରତିପଦା।
🙏🙏🙏

Address

Biribati SH-12
Cuttack
754100

Telephone

06712355258

Website

Alerts

Be the first to know and let us send you an email when Ratnakar Vidya Mandir, Biribati, Cuttack posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category