Sai Aaradhya

Sai Aaradhya official page of sai Aaradhya

19/08/2026

ଚୋର ନେଇଥିଲା ପୋଲିସ ଫେରାଇଲା ୧୧୦ ଟି ଚୋରି ମୋବାଇଲ.

19/08/2026

जिनका नाम है जगत का आधार, ऐसे महाप्रभु श्री जगन्नाथ जी को कोटि-कोटि प्रणाम। 🌺

जय जगन्नाथ! 🙏

ଏହି ବନ୍ୟା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ଆଶାକର୍ମୀ ମିନତୀ ସାହୁଙ୍କ ପରି ଆପଣମାନେ ବି ଆଗକୁ ଆସି ନିରୀହ ଲୋକଙ୍କୁ ସହଯୋଗ କରନ୍ତୁ...
19/08/2026

ଏହି ବନ୍ୟା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ଆଶାକର୍ମୀ ମିନତୀ ସାହୁଙ୍କ ପରି ଆପଣମାନେ ବି ଆଗକୁ ଆସି ନିରୀହ ଲୋକଙ୍କୁ ସହଯୋଗ କରନ୍ତୁ।

18/08/2026

ପିଲାଟି ତା ମାଆଙ୍କୁ ଖୋଜି ପାଇବା ଯାଏଁ ସେୟାର କରନ୍ତୁ I🙏

18/08/2026

ରଖେ ହରିତ ମାରେ କିଏ

ବିନା ଖାଦ୍ୟ ଓ ପାଣିରେ ଲଗାତାର ୫ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହି, କେବଳ ଏକ ବରଡ଼ା ଗଛକୁ ଆଶ୍ରୟ କରି ଜୀବନ ଯୁଦ୍ଧରେ ବିଜୟୀ ହେବାର ଏକ ଅବିଶ୍ୱସନୀୟ କାହାଣୀ।

ଯାହାଙ୍କୁ ରଖିବାକୁ ଇଚ୍ଛା କରନ୍ତି ଭଗବାନ, ମୃତ୍ୟୁ ମଧ୍ୟ ତାଙ୍କର କିଛି କରିପାରେ ନାହିଁ। ଅଟଳ ବିଶ୍ୱାସ ଏବଂ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ବଡ଼ରୁ ବଡ଼ ବିପଦ।

18/08/2026

ବନ୍ୟା ସମୟରେ ପ୍ରଖର ସ୍ରୋତ ଥିବା ରାସ୍ତା କିମ୍ବା ପୋଲ ପାର ହେବା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ଆଜିର ଆରଡି–ତିନିତର ରାସ୍ତାର ଏହି ଅଭାବନୀୟ ଦୃଶ୍ୟ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ।

ଜୀବନ ଅମୂଲ୍ୟ, ତେଣୁ ସାମାନ୍ୟ ଭିୟୁଜ୍ କିମ୍ବା ଶିଘ୍ର ଯିବା ଆଶାରେ ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ। ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। 🙏

Address

Tulasipur
Cuttack
753008

Alerts

Be the first to know and let us send you an email when Sai Aaradhya posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share