24/09/2026
B.Ed Certificate Verification ପାଇଁ କେଉଁ କେଉଁ Documents ଦରକାର?
ଆପଣ Other State ରୁ B.Ed କରିଛନ୍ତି ଏବଂ Odisha ରେ Teacher Recruitment ପାଇଁ prepare କରୁଛନ୍ତି କି? 👩🏫📄
ତାହେଲେ Certificate Verification ସମୟରେ କୌଣସି document ପାଇଁ confusion ରଖନ୍ତୁ ନାହିଁ। ଆଗରୁ ନିଜର ସମସ୍ତ Educational Certificates & Mark Sheets ready ରଖନ୍ତୁ।
✅ 10th Certificate & Marksheet
✅ +2 Certificate & Marksheet
✅ Graduation Certificate & Marksheet
✅ B.Ed Certificate & Marksheet
✅ Recognition / Equivalency related Documents
✅ ଆବଶ୍ୟକୀୟ Other Documents
🎯 B.Ed ପରେ Odisha ରେ Teacher Recruitment ରେ apply କରିବାକୁ ଚାହୁଁଛନ୍ତି?
ତେବେ Exam Preparation ସହିତ Document Verification ପାଇଁ ମଧ୍ୟ ଆଗରୁ ପ୍ରସ୍ତୁତ ରୁହନ୍ତୁ।
📚 NASA B.Ed Academy ରେ B.Ed Admission ଠାରୁ Exam Preparation ପର୍ଯ୍ୟନ୍ତ ପାଇଁ ପାଆନ୍ତୁ proper guidance ଓ quality education.
✨ ଆପଣଙ୍କ Success ହେଉଛି ଆମର Achievement!
📍 NASA B.Ed Academy, Cuttack, Odisha
📞 7978312603 | 9437878520