Saraswati shishu vidyamandir markatnagar

Saraswati shishu vidyamandir markatnagar SSVM, MARKATNAGAR, SECTOR-9

ବର୍ତ୍ତମାନ ସ୍କୁଲର  ଉପର ମହଲାର ଘର କାମ ଚାଲୁଅଛି । ଗତକାଲି (୪.୦୮.୨୦୨୪) ତାରିଖ ରାତି ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ସ୍କୁଲର ଛାତ ଉପରେ ଜଣେ ଶ୍...
05/08/2024

ବର୍ତ୍ତମାନ ସ୍କୁଲର ଉପର ମହଲାର ଘର କାମ ଚାଲୁଅଛି । ଗତକାଲି (୪.୦୮.୨୦୨୪) ତାରିଖ ରାତି ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ସ୍କୁଲର
ଛାତ ଉପରେ ଜଣେ ଶ୍ରମିକ ବୁଲିବୁଲି ମେଳା ଦେଖୁଥିଲେ ଓ ଆଉ ଜଣେ ଶ୍ରମିକ ଦୁଇ ପାଣି ଟାଙ୍କିର ମଝିରେ ବସି ମେଳା କୁ ଉପଭୋଗ କରୁଥିଲେ ।
ତେଣୁ ଯେଉଁ ବନ୍ଧୁମାନେ ଏହି ଫଟଟିକୁ ଉଠାଇଛନ୍ତି ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ, କାରଣ ସେ ହେଉଛନ୍ତି ଏହି ବିଦ୍ୟାଳୟର
ପ୍ରକୃତ ବନ୍ଧୁ । ଏହାକୁ ଭୁତ ଭାବି ଡରିବାର କୌଣସି କାରଣ ନାହିଁ । ଧନ୍ୟବାଦ

Our Pride
26/05/2024

Our Pride

ଆମ ବିଦ୍ୟାଳୟର ସୁଶ୍ରୀ ଗୀତା ସାହୁ କଟକ ମହାନଗର ନିଗମରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ ବେଶ ସଫଳତା ହାସଲ କରିଛନ୍ତି | ସ...
23/02/2024

ଆମ ବିଦ୍ୟାଳୟର ସୁଶ୍ରୀ ଗୀତା ସାହୁ କଟକ ମହାନଗର ନିଗମରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ ବେଶ ସଫଳତା ହାସଲ କରିଛନ୍ତି | ସେଥିପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସେକ୍ଟର-୯, ମର୍କତନଗର ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି ।

ସରକାରୀ ୨୦୨୨-୨୩ ବୃତ୍ତି ପରୀକ୍ଷାରେ ଆମ ବିଦ୍ୟାଳୟର ସଫଳତା
23/12/2023

ସରକାରୀ ୨୦୨୨-୨୩ ବୃତ୍ତି ପରୀକ୍ଷାରେ ଆମ ବିଦ୍ୟାଳୟର ସଫଳତା

ତ୍ରୟୋବିଂଶ ବାର୍ଷିକ ଉତ୍ସବ (୨୦୨୨-୨୩) ର  କିଛି ଝଲକ ମାତ୍ର
15/04/2023

ତ୍ରୟୋବିଂଶ ବାର୍ଷିକ ଉତ୍ସବ (୨୦୨୨-୨୩) ର କିଛି ଝଲକ ମାତ୍ର

21/12/2021
MATRU KARMASALA,  SSVM, SECTOR -9, MARKATNAGAR, CUTTACK
23/11/2019

MATRU KARMASALA, SSVM, SECTOR -9, MARKATNAGAR, CUTTACK

Address

Sector-9, Markatnagar, CDA
Cuttack
753014

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 6:30am - 5pm
Friday 6:30am - 5pm
Saturday 6:30am - 5pm

Telephone

+918249666652

Alerts

Be the first to know and let us send you an email when Saraswati shishu vidyamandir markatnagar posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Saraswati shishu vidyamandir markatnagar:

Shortcuts

Share

Category