Teldia High School

Directions

Teldia High School Welcome to the official alumni page of Teldia High School, managed by the 2012 batch students. Proud to be a part of the Teldia High School family!

Reconnect with classmates, share memories, celebrate achievements, and stay updated with school activities.

ତେଲଦିଆ ଉଚ୍ଚ ବିଦ୍ୟାଳୟ ର ୭୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।
02/08/2026

ତେଲଦିଆ ଉଚ୍ଚ ବିଦ୍ୟାଳୟ ର ୭୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

🎓✨ Teldia High School  – Batch 2000 Reunion ✨🎓Let’s reconnect, relive old memories, and celebrate our school journey tog...
09/05/2026

🎓✨ Teldia High School – Batch 2000 Reunion ✨🎓

Let’s reconnect, relive old memories, and celebrate our school journey together! ❤️

📅 24th May 2026
⏰ 10:00 AM
📍 Teldia High School

Friends forever, memories forever. 🤝📚

24/02/2025
ଆମ ବିଦ୍ୟାଳୟ ର ଛାତ୍ର ଅରିଲୋ ଗ୍ରାମର ପ୍ରକାଶ ପାଣିଗ୍ରାହୀ ( ଚିଣ୍ଟୁ ନନା ) ଆଉ ଆମ ଗହଣରେ ନାହାନ୍ତି 😭🙏🙏 ଗ୍ୟାସ ଲିକ୍ ହେବା ଦ୍ବାରା ଦୁର୍ଘଟ...
11/06/2024

ଆମ ବିଦ୍ୟାଳୟ ର ଛାତ୍ର ଅରିଲୋ ଗ୍ରାମର ପ୍ରକାଶ ପାଣିଗ୍ରାହୀ ( ଚିଣ୍ଟୁ ନନା ) ଆଉ ଆମ ଗହଣରେ ନାହାନ୍ତି 😭🙏🙏 ଗ୍ୟାସ ଲିକ୍ ହେବା ଦ୍ବାରା ଦୁର୍ଘଟଣା ଘଟି ବିଗତ ଜୁନ ୪ ରୁ ଭୁବନେଶ୍ୱର ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆଜି ( ୧୧.୦୬.୨୦୨୪ , ମଙ୍ଗଳବାର) ସକାଳ ୭.୧୫ ରେ ମୃତ୍ୟୁବରଣ କରିଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ 🙏🙏🙏 ଓମ୍ ଶାନ୍ତି।

କଣ କହିବି ସହରରୁ କଣ ଆଣି ଆସିଛି ବୋଲି..?ଯୌବନ ନେଇ ଯାଇଥିଲି, ବାର୍ଦ୍ଧକ୍ୟ ଧରି ଫେରିଛି..!!!!!
04/04/2023

କଣ କହିବି ସହରରୁ କଣ ଆଣି ଆସିଛି ବୋଲି..?
ଯୌବନ ନେଇ ଯାଇଥିଲି, ବାର୍ଦ୍ଧକ୍ୟ ଧରି ଫେରିଛି..!!!!!

ଆଜି ବିଦ୍ୟାଳୟ କୁ SMC president ଓ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଆହ୍ୱାନ କ୍ରମେ ପୁରାତନ ଛାତ୍ର ସଂସଦ ର ସଦସ୍ୟ JE madam ଙ୍କ ସହ ସାକ୍ଷାତ କର...
14/10/2022

ଆଜି ବିଦ୍ୟାଳୟ କୁ SMC president ଓ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଆହ୍ୱାନ କ୍ରମେ ପୁରାତନ ଛାତ୍ର ସଂସଦ ର ସଦସ୍ୟ JE madam ଙ୍କ ସହ ସାକ୍ଷାତ କରି 5t କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। JE madam ଆମର ପ୍ରାୟ ସମସ୍ତ ଦାବୀ କୁ ପୂରଣ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି 🙏

ଆଜି ପୁରାତନ ଛାତ୍ର ଗଣେଶ ପ୍ରସାଦ ବେହେରା,ବିଶ୍ୱ ରଂଜନ ବେହେରା,ସମତ ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, ବିପ୍ଳବ ଭୂଷଣ ସ୍ୱାଇଁ ଉପସ୍ଥିତ ଥିଲେ 🙏

ଆସନ୍ତା କାଲି ବା ତା ୫-୧୦-୨୦୨୨, ବୁଧବାର ଦିନ ,ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ସଂସଦ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ...
04/10/2022

ଆସନ୍ତା କାଲି ବା ତା ୫-୧୦-୨୦୨୨, ବୁଧବାର ଦିନ ,ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ସଂସଦ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ଅପରାହ୍ନ ୩ ଟା ରେ , ସମସ୍ତେ ଉପସ୍ଥିତ ରହିବାକୁ ଅନୁରୋଧ 🙏 ବିସ୍ତାର ଭାବେ ଆଲୋଚନା କରାଯିବ ବିଦ୍ୟାଳୟ ର ଉନ୍ନତି ପାଇଁ 🙏

ଆଜି ର ପୁରାତନ ଛାତ୍ର ସଂସଦ ବୈଠକ ର କିଛି ମୁହୂର୍ତ୍ତ 🙏 ସର୍ବମୋଟ ୨୯ ଜଣ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ କୁ ଆଗକୁ ନେବା...
24/09/2022

ଆଜି ର ପୁରାତନ ଛାତ୍ର ସଂସଦ ବୈଠକ ର କିଛି ମୁହୂର୍ତ୍ତ 🙏 ସର୍ବମୋଟ ୨୯ ଜଣ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ କୁ ଆଗକୁ ନେବାପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି 🙏
ସମସ୍ତ ଙ୍କ ସାହାଯ୍ୟ ଆବଶ୍ୟକ ଏହି ସର୍ବପୁରାତନ ବିଦ୍ୟାଳୟ ର ଗାରିମା କୁ ପୁନଶ୍ଚ ଫେରେଇ ଆଣିବା ପାଇଁ 🙏

24.09.2022 Saturday

  👍 ଆସନ୍ତା କାଲି ଶନିବାର , ୨୪ ସେପ୍ଟେମ୍ବର ରେ ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରୁଣା ଛାତ୍ର ସଂସଦ ବୈଠକ ହେବ, ସମୟ ସକାଳ ୧୦ 🙏"ମୋ ସ୍କୁଲ ଅଭି...
23/09/2022

👍

ଆସନ୍ତା କାଲି ଶନିବାର , ୨୪ ସେପ୍ଟେମ୍ବର ରେ ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରୁଣା ଛାତ୍ର ସଂସଦ ବୈଠକ ହେବ, ସମୟ ସକାଳ ୧୦ 🙏

"ମୋ ସ୍କୁଲ ଅଭିଯାନ " ଯୋଜନା ଅଧିନରେ ବିଦ୍ୟାଳୟ ର ଉନ୍ନତି ପାଇଁ ବୈଠକ ହେବ 🙏

ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଆସି ଶନିବାର ସକାଳେ ୧୦ ରେ ବିଦ୍ୟାଳୟ ରେ ପହଞ୍ଚି ଯିବେ 🙏

ସୈ।ଜନ୍ୟ - ପୁରାତନ ଛାତ୍ର ସଂସଦ, ତେଲଦିଆ ଉଚ୍ଚ ବିଦ୍ୟାଳୟ 🙏

ଆସନ୍ତା ଶନିବାର ବା ୨୪ ସେପ୍ଟେମ୍ବର ରେ ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରୁଣା ଛାତ୍ର ସଂସଦ ବୈଠକ ହେବ, ସମୟ ସକାଳ ୧୦ 🙏"ମୋ ସ୍କୁଲ ଅଭିଯାନ " ଯୋ...
21/09/2022

ଆସନ୍ତା ଶନିବାର ବା ୨୪ ସେପ୍ଟେମ୍ବର ରେ ତେଲଦିଆ ଉଚ୍ଚ ବିଦ୍ୟାଳୟ ରେ ପୁରୁଣା ଛାତ୍ର ସଂସଦ ବୈଠକ ହେବ, ସମୟ ସକାଳ ୧୦ 🙏

"ମୋ ସ୍କୁଲ ଅଭିଯାନ " ଯୋଜନା ଅଧିନରେ ବିଦ୍ୟାଳୟ ର ଉନ୍ନତି ପାଇଁ ବୈଠକ ହେବ 🙏

ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ଆସି ଶନିବାର ସକାଳେ ୧୦ ରେ ବିଦ୍ୟାଳୟ ରେ ପହଞ୍ଚି ଯିବେ 🙏

ସୈ।ଜନ୍ୟ - ପୁରାତନ ଛାତ୍ର ସଂସଦ, ତେଲଦିଆ ଉଚ୍ଚ ବିଦ୍ୟାଳୟ 🙏

Address

Teldia, Somepur
Cuttack
754130

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm

Website

Alerts

Be the first to know and let us send you an email when Teldia High School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category