Ahemmed Bux High School Nischintakoili

Ahemmed Bux High School Nischintakoili The school is very nearer to Nischintakoili Market,Its one of the landmarks of Nischintakoili.....

।।ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଥକା , ନିଶ୍ଚିନ୍ତକୋଇଲି।।ଏହା ସ୍କୁଲର ଅଫିସିଆଲ୍ ପେଜ୍ ନୁହେଁ ବରଂ ନୂତନ ଏବଂ ପୁରାତନ ଛାତ୍ର ମାନଙ୍କୁ ବାନ୍ଧି ରଖିବାର ଏକ ପ୍ରୟାସ, ଏହା ଏକ ଫ୍ୟାନ୍ ପେଜ।ସ୍କୁଲର ୨୦୦୭ 10thବ୍ୟାଚର ଛାତ୍ର ଆଶିଷ୍ କୁମାର ନାୟକଙ୍କ ଦ୍ଵାରା ପରିଚାଳିତ ଏହି ଫ୍ୟାନ୍ ପେଜ

08/03/2026
31/12/2025

" ନୂତନ ବର୍ଷର ଅଭିନନ୍ଦନ "
୨୦୨୬

Thanks for being a top engager and making it on to my weekly engagement list! 🎉 Sudhansu Bej, Pramodini Khandai, Sudhans...
23/12/2025

Thanks for being a top engager and making it on to my weekly engagement list! 🎉 Sudhansu Bej, Pramodini Khandai, Sudhansu Bhuyan, Er Susanta Kumar Sahoo, Anu Bhai, Sonu Rout, Kalyani Pradhan, Pabitra Mohan Swain, Sai Creaction, Kalpanakumari Rao, Pramod Kumar Pati, Pankajini Swain, Rabindra Kumar Panda, Ashok Sahoo, Digambar Biswal, Ranjan Chini

Big shout out to my new rising fans! Bikash Kumar Sahoo
20/12/2025

Big shout out to my new rising fans! Bikash Kumar Sahoo

ପ୍ରତିବର୍ଷ ଗୁରୁଦିବସ ଅବସରରେ Sudhansu Bej  ସାର ଶରତ ସାରଙ୍କୁ ଭେଟି ତାଙ୍କ ଆଶିର୍ବାଦ ନେବାକୁ ଭୁଲନ୍ତି ନାହିଁ କିନ୍ତୁ ଏ ବର୍ଷ ଠାରୁ ସେ ସ...
14/12/2025

ପ୍ରତିବର୍ଷ ଗୁରୁଦିବସ ଅବସରରେ Sudhansu Bej ସାର ଶରତ ସାରଙ୍କୁ ଭେଟି ତାଙ୍କ ଆଶିର୍ବାଦ ନେବାକୁ ଭୁଲନ୍ତି ନାହିଁ କିନ୍ତୁ ଏ ବର୍ଷ ଠାରୁ ସେ ସୁଯୋଗ ଆଉ ଛାତ୍ର ହିସାବରେ ସେ ପାଇବେନି, କିନ୍ତୁ ଶରତ ସାର ଙ୍କ ଛାତ୍ର ହିସାବରେ ତାଙ୍କର କ୍ରୀଡା ଶିକ୍ଷକ ପ୍ରଫେସନ୍ କୁ ଆପଣେଇ ଜଣେ ଏ ଅଞ୍ଚଳର ସୁନାମ ଧନ୍ୟ କ୍ରୀଡା ଶିକ୍ଷକ ହୋଇପାରିଛନ୍ତି ଏହାହିଁ ତାଙ୍କ ଗୁରୁଙ୍କ ପାଇଁ ବଡ଼ ଗୁରୁ ଦକ୍ଷିଣା ଓ ଗୌରବର ବିଷୟ । ଗୁରୁଦିବସ ଏବଂ କିଛି ବିଶେଷ ମୁହୂର୍ତ୍ତରେ ଶରତ ସାର ଙ୍କ ସହ ସୁଧାଂଶୁ ସାର

ବଡ଼ ଦୁଃଖ ର ସହ କହିବାକୁ ପଡୁଛି ଯେ ଅହମ୍ମଦ ବକ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ PET ସାର୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଆମ ମାନଙ୍କ...
14/12/2025

ବଡ଼ ଦୁଃଖ ର ସହ କହିବାକୁ ପଡୁଛି ଯେ ଅହମ୍ମଦ ବକ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ PET ସାର୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ଆମ ମାନଙ୍କୁ ଛାଡି ସ୍ଵର୍ଗାରୋହଣ କରିଛନ୍ତି, ଅମର ଆତ୍ମା ସ୍ୱର୍ଗ ପ୍ରାପ୍ତ ହେଉ ଏହା ହିଁ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଓଁ ଶାନ୍ତିଃ 🙏🙏🙏@ Susanta Kumar Mohapatra Sudhansu Bej ଙ୍କ ଫେସବୁକ ପୋଷ୍ଟରୁ ଖବରଟି ହସ୍ତଗତ ହୋଇଛି ।

28/11/2025

ବର୍ତ୍ତମାନ ପରିସ୍ଥିତିରେ ଆମ ସ୍କୁଲରେ କେଉଁଟିର ଅଭାବ ରହିଛି ବୋଲି ଆପଣ ଅଭିଭାବକ କିମ୍ବା ପଢୁଥିବା ଛାତ୍ର ହିସାବରେ ଅନୁଭବ କରୁଛନ୍ତି
୧. ଶିକ୍ଷକ ୨.ଶୃଙ୍ଖଳା ୩.ଶ୍ରେଣୀଗୃହ ୪.ଖେଳପଡିଆ ୫.ସମନ୍ୱୟ ୬. ଅନ୍ୟାନ୍ୟ
Comment Boxରେ ଲେଖନ୍ତୁ

27/11/2025

ବିଷ୍ନୁଭାଇଙ୍କ ଦହିବରା କେଉଁ ମାନେ ଖେଳ ଛୁଟିରେ ଖାଉଥିଲେ?

23/11/2025

Last benchers: 👉 ସବୁ ବିଷୟରେ zero
କିନ୍ତୁ
👉 ସବୁ ଗସିପ୍‌ରେ hero!

Address

Daily Market Road , Nischintakoili
Cuttack
754207

Opening Hours

Monday 9:30am - 5pm
Tuesday 9:30am - 5pm
Wednesday 9:30am - 5pm
Thursday 9:30am - 5pm
Friday 9:30am - 5pm
Saturday 9:30am - 5pm

Alerts

Be the first to know and let us send you an email when Ahemmed Bux High School Nischintakoili posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Ahemmed Bux High School Nischintakoili:

Shortcuts

Share

Category