BNC High School, Cuttack

BNC High School, Cuttack BNC HIGH SCHOOL, CUTTACK....
(Badambadi New Colony High School)(Cuttack). Plz .. would those frnds b met? they r buzy working 2wards their goals. Miss u my frnd!

Ph:-06712312136

(This is official site for B.N.C High school on Facebook)

Head sir:- Shri Kailash Chandra Das)

ESTD:- 1978. join this community those who r pass out,or continue study from this school,so that we all school friends can connected with each other....
"♥♥♥
life has gone wth so many convertions..,
we hav left behind so many memories..,

those memories whn recollectd leaves tears..,

would those days return? where hav those days gone? time is too strong! hope v all meet again 1 day in our journy of LIFE...!"♥♥♥

Love u all ...
plz... join !!!!!!

20/08/2025

ଆମ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା, ଅମଲା ସଂଘର ନେତା ଓ ଏକ ପତ୍ରିକାର ପ୍ରତିଷ୍ଠାତା ତଥା ସଂଗ୍ରାମୀ ପୁରୁଷ ଅର୍ଜୁନ ମହାକୁଡଙ୍କର ଅମର ଆତ୍ମା ପ୍ରତି ସ୍ରଦ୍ଧା ଓ ସମ୍ମାନ ସହ ଆମ ସ୍କୁଲ ରେ ଅନ୍ତିମ ଶ୍ରଦ୍ଧାଞ୍ଜଳୀ 🙏

Very shocking news founder member Sri.Arjun Mohakul is no more with us he passed away this morning. May his soul rest in...
20/08/2025

Very shocking news founder member Sri.Arjun Mohakul is no more with us he passed away this morning. May his soul rest in peace . Om shanti om shanti 🙏🕉🙏

03/06/2025

Badambadi New Colony High School (Old Students Association)

1st Alumni Association meeting for Golden Jubulee Celebration of Badambadi New Colony High School at School premises 1st...
02/06/2025

1st Alumni Association meeting for Golden Jubulee Celebration of Badambadi New Colony High School at School premises 1st June Sunday , Media coverage ,published in 2nd June edition🙏

ପ୍ରିୟ ପୁରାତନ ଛାତ୍ରଚାତ୍ରୀ, ବାଦାମବାଡି ନ୍ୟୁ କଲୋନି ହାଇସ୍କୁଲ ପୁରାତନ ଛାତ୍ର ସଂଘ ଆପଣଙ୍କୁ ଜୁନ୍ ୧, ୨୦୨୫ (ରବିବାର) ସକାଳ ୯ଟାରେ  BNCHS...
18/05/2025

ପ୍ରିୟ ପୁରାତନ ଛାତ୍ରଚାତ୍ରୀ,

ବାଦାମବାଡି ନ୍ୟୁ କଲୋନି ହାଇସ୍କୁଲ ପୁରାତନ ଛାତ୍ର ସଂଘ ଆପଣଙ୍କୁ ଜୁନ୍ ୧, ୨୦୨୫ (ରବିବାର) ସକାଳ ୯ଟାରେ BNCHS ପରିସରରେ ଆମର ପ୍ରଥମ ମହାସମାବେଶକୁ ଆମନ୍ତ୍ରଣ କରୁଅଛୁ। ୧୯୭୮ ମସିହାରେ ପ୍ରତିଷ୍ଠା ହେବା ପରଠାରୁ, ଆମର ସ୍କୁଲ ଅଗଣିତ ଛାତ୍ରଛାତ୍ରୀଙ୍କ ଜୀବନକୁ ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି , ଏବଂ ଏହା ଆପଣଙ୍କ ପାଇଁ ପୁରୁଣା ବନ୍ଧୁମାନଙ୍କ ସହିତ ପୁନଃ ସଂଯୋଗ ସ୍ଥାପନ କରିବାର, ସ୍ମୃତି ବାଣ୍ଟିବାର ଏବଂ ଆମେ ଏକାଠି ଗଢ଼ିଥିବା ଐତିହ୍ୟକୁ ପାଳନ କରିବାର ସୁଯୋଗ। ଆମ ସହିତ ଏକତା କରୁଥିବା ବନ୍ଧନକୁ ସୁଦୃଢ଼ ​​କରିବା ସହିତ ଆନନ୍ଦ, ହସ ଏବଂ ହୃଦୟସ୍ପର୍ଶୀ ମୁହୂର୍ତ୍ତରେ ପରିପୂର୍ଣ୍ଣ ଏକ ଦିନ ପାଇଁ ଆମ ସହିତ ଯୋଗଦାନ କରନ୍ତୁ। ଆପଣଙ୍କ ଉପସ୍ଥିତି ଏହି ଐତିହାସିକ ଘଟଣାକୁ ପ୍ରକୃତରେ ଅବିସ୍ମରଣୀୟ କରିବ। BNCHS ର ପୁରୁଣା ସ୍ମୃତିକୁ ପୁନଃଜୀବିତ କରିବାର ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ! ଏବଂ ଏହି ମହାସମାବେଶରେ ଯୋଗଦେଇ ସ୍କୁଲର ଗୌରବମୟ ଇତିହାସକୁ ମାନେପକାନ୍ତୁ ।


ଆବାହକ

ବାଦାମବାଡ଼ି ନୂଆ କଲୋନୀ ପୁରାତନ ଛାତ୍ର ସଂସଦ

02/03/2025

ଗୋଟେ ସମୟ ଥିଲା ବର୍ତ୍ତମାନ ଆମେ ଏହି ଗ୍ରୁପରେ ଥିବା ସମସ୍ତ ସଦସ୍ୟମାନେ ଦିନେ ସେହି ସ୍କୁଲକୁ ଯାଉଥିଲୁ । ସମୟର କଷଟି ପାହାଚରେ ଓ ପରିବର୍ତ୍ତିତ ପରିସ୍ଥିତିରେ ଆମେ ବର୍ତ୍ତମାନ ଜୀବନର ଗୋଟେ ସ୍ତରରେ ପହଞ୍ଚି ଯାଇଛୁ । ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଆମ୍ଭମାନଙ୍କ ଭିତରୁ ଅନେକ ଇଂଜିନିୟର, ଡାକ୍ତର, ଅଫିସର ବ୍ୟବସାୟୀ ଓ ସମାଜସେବୀ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ଆଜି ଆମେ ଯାହା ବି ହୋଇଛୁ ସେସବୁ ଗୁରୁ , ଗୁରୁଜନ ଓ ବାପା ମାଙ୍କ ଆଶୀର୍ବାଦ ଫଳରେ ସମ୍ଭବ ହୋଇଛି ।

ଏହି ଗ୍ରୁପ କରାଯିବାର ମୂଳ ଉଦ୍ଦେଶ୍ୟ ହେଉଛି କିପରି ଆମେ ସମସ୍ତେ ମିଳିମିଶି 2027 ମସିହାରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ ସେ ବିଷୟରେ ଚର୍ଚ୍ଚା ଆଲୋଚନା କରିବା । ବାଦାମବାଡ଼ିକୁ ଛାଡି କଟକ ସହର ବିଷୟରେ କଳ୍ପନା କରାଯାଇପାରେନା ଯେହେତୁ ବାଦାମବାଡ଼ି କଥା ଏଠି ଆସୁଛି ବାଦାମବାଡ଼ି ସ୍କୁଲର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଆଜିର ଦିନରେ ବାଦାମବାଡ଼ି ନୂଆ କଲୋନୀ ହାଇସ୍କୁଲ କଟକ ସହରର ଏକ ଅଗ୍ରଣି ଶିକ୍ଷାନୁଷ୍ଠାନ ତେଣୁ ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀ ଯେଉଁମାନେ ଏଠି ଶିକ୍ଷାଲାଭ କରି ଯାଇଛନ୍ତି ସେମାନେ ସେମାନେ ନିଜକୁ ଗୌରବାନ୍ୱିତ କରିବା ଉଚିତ । ଏଠି ଗର୍ଵ ଅହଂକାରର କୌଣସି ସ୍ଥାନ ନାହିଁ ସମସ୍ତେ ସମାନ । ଏଠି ଏକଥା ଲେଖାଯିବାର ଉଦ୍ଦେଶ୍ୟ ଏହିକି ଯେ ଅନ୍ୟ କିଛି ପୋଷ୍ଟ ନ କରି ସ୍କୁଲ ସହିତ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ବନ୍ଧିତ କୌଣସି ଜିନିଷକୁ ପୋଷ୍ଟ କରନ୍ତୁ କିମ୍ବା ଆଲୋଚନା କରନ୍ତୁ । ତେଣୁ ମୋର ପ୍ରତ୍ୟେକ ବ୍ୟାଚର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ ଯେ ଗ୍ରୁପର ମହତ୍ତ୍ଵ ଓ ମର୍ଯ୍ୟାଦା ରଖନ୍ତୁ । ଯେଉଁମାନେ admin ଅଛନ୍ତି ତାଙ୍କର ବି ଗୁରୁ ଦାୟିତ୍ୱ ରହିଛି ସେମାନେ ଯେତେବେଳେ ଅନ୍ୟ ସାଙ୍ଗମାନଙ୍କୁ ad କରୁଛନ୍ତି ଗ୍ରୁପର ବିଶେଷତ୍ୱ ବିଷୟରେ ତାଙ୍କୁ ପ୍ରଥମେ ଜଣାନ୍ତୁ । ମୁଁ ଭାବୁଛି ଆସ୍ତେ ଆସ୍ତେ ସବୁ ଠିକ ଠାକ ହୋଇଯିବ । 1984ବ୍ୟାଚ 1998, 1999 ବ୍ୟାଚ, ଓ 2000 ବ୍ୟାଚରୁ କୌଣସି ପିଲା ଗ୍ରୁପରେ ad ହୋଇ ନାହାନ୍ତି ।
ଆମର ଏକମାତ୍ର ଉଦ୍ଦେଶ୍ୟ ଯେ ଆମେ କିପରି ଧୁମ ଧାମ ରେ ବାଦାମବାଡ଼ି ନୂଆ କଲୋନୀ ହାଇସ୍କୁଲର 50 ବର୍ଷ ପୂର୍ତ୍ତି ଉତ୍ସଵ ପାଳନ କରିବା ସାରା କଟକ ସହର ଦେଖିବ ।

ସବୁ ପୁରାତନ ଛାତ୍ରୀମାନଙ୍କୁ ଅନୁରୋଧ ଯେ ସେମାନେ ଆମର facebook group ରେ ଯୋଗ ଦିଅନ୍ତୁ ।

ଜୟ ଜଗନ୍ନାଥ
ପ୍ରକାଶ ଚନ୍ଦ୍ର ପଣ୍ଡା (1987 ବ୍ୟାଚ)

Request all to register:

Happy Teachers day ❤️ 🙏
05/09/2024

Happy Teachers day ❤️ 🙏

Address

LIC Colony
Cuttack

Website

Alerts

Be the first to know and let us send you an email when BNC High School, Cuttack posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category