15/08/2024
The girl students of our school have got Dr. Ambedkar Bidya Jyoti study Scholarship sponsored by Canara Bank . Lots of Congratulations.
The Secondary Board High School, Cuttack is an Indian public high school in Cuttack, Odisha. The school has classes only from Std VI to X. B. H. S. C. Scribd.
It is situated at the Bajrakabati Road of Cuttack on the same campus as the Board of Secondary Education, Odisha (BSE). Established in 1959 by the BSE, the school was created as a model high school for imparting education in the Odisha state board system. Secondary Board High School, Cuttack
ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ, କଟକ
Secondary Board High School.png
ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ, କଟକ
Location
Wi
15/08/2024
The girl students of our school have got Dr. Ambedkar Bidya Jyoti study Scholarship sponsored by Canara Bank . Lots of Congratulations.
25/08/2023
A Science Hackathon has been organized in our school under the supervision of Principal Mr. Ashok Kumar Satapathy and Senior Teachers Mrs. Pushpita Nayak and Smt. Anjana Bose.
Various projects made by our school students were presented in this science hackathon.
17/08/2023
ଆମ ବିଦ୍ୟାଳୟ ପରିସରରେ ୭୭ତମ ସ୍ଵାଧୀନତା ଦିବସ ଖୁବ୍ ଆଡମ୍ବରର ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ଶତପଥୀଙ୍କ ପୌରହିତ୍ୟ ରେ ପାଳନ କରାଯାଇଥିଲା।
ସବୁ ବର୍ଷ ପରି ସକାଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଭାତ ଫେରିରେ ଯୋଗ ଦାନ ଦେଇଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା। ସ୍ଵାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ଚିତ୍ତାକର୍ଷକ ପ୍ୟାରେଡ ସହିତ ଏକ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂରାତନ ଛାତ୍ର ସଂସଦ ମଧ୍ୟ ଯୋଗଦାନ ଦେଇଥିଲେ ଏବଂ ସବୁ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ନିର୍ବାହ କରିଥିଲେ।
Jayashree Sahu
Jeevan Bai
Madanmohan Behera
sahoo
02/08/2023
It is our pleasure & privilege to cordially invite you to grace the occasion of
64th FOUNDATION DAY CEREMONY of our school on 3rd August 2023(Thursday)
from 9AM onwards in our school premises.
Your esteemed presence will make this auspicious
occasion more memorable for us.
Headmaster, Staff & the students
Secondary Board High School, Cuttack
31/07/2023
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଆଡ଼ମିଶନ କରିଥିବା ନୂତନ ଛାତ୍ରଛାତ୍ରୀ ତଥା କଳିକା ମାନଙ୍କ ପାଇଁ ସ୍ଵାଗତ ସମାରୋହ ଆମ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ଶତପଥୀଙ୍କ ପୌରହିତ୍ୟ ରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ପ୍ରଥମେ ଜାତିର ପିତା ଶ୍ରୀ ମହାତ୍ମା ଗାନ୍ଧୀ ଏବଂ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ସ୍ଵାଗତ ସମାରୋହ ରେ ନୂତନ କଳିକା ମାନଙ୍କୁ ଫୁଲ ଏବଂ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଏହି ସମାରୋହ ରେ ଚଳିତ ବର୍ଷ ବାର୍ଷିକ ମାଟ୍ରିକ ପରୀକ୍ଷା ରେ ଉତ୍ତମ ଗ୍ରେଡ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା।
08/07/2023
ବୃକ୍ଷ ହିଁ ଜୀବନ। ଗତ ୭ ତାରିଖ ଦିନ ବନ ମହୋତ୍ସବ ଅବସରରେ ଆମ ବିଦ୍ୟାଳୟର ଇକୋ କ୍ଲବ, ପୂରାତନ ଛାତ୍ର ସଂସଦ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସିଟି ବ୍ରାଞ୍ଚ, କଲେଜଛକ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ଆମର ପ୍ରିୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସମୂହ ବୃକ୍ଷରୋପଣ କାର୍ଯ୍ୟ କ୍ରମ ରେ ମାଧ୍ୟମିକ ଶିକ୍ଷା ପରିଷଦ ର ସମ୍ପାଦକ ସୁମିତା ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂରାତନ ଛାତ୍ର ସଂସଦର ସଭାପତି ରଞ୍ଜିତାଭ ମହାନ୍ତି, ସମ୍ପାଦକ ଅଶ୍ଵିନୀ ମହାନ୍ତି ଏବଂ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମ୍ୟାନେଜର ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହିତ ବୃକ୍ଷରୋପଣ କରିଥିଲେ।
05/07/2023
The seventh edition of Team Quizzard’s yearly premier quiz event, Synapse-The Junction of Qriosity, took place at Saheed Bhawan here on Sunday.
“Dambaruu – learning made fun” presented the event, which was powered by “FaarmB” and “Ruchi Tea”. In defiance of custom, Synapse continued its special Odia Quiz alongside the standard English edition for the second year in a row. The Odia quiz was offered to students from grades 7to 10 and the English quiz was for 7-12 from all around the state.
In the Odia and English Quiz, the winning teams for the Best Girls’ team were Hapili Pradhan and Priti Prajojita Sahoo of Kalinga Nodal Vidyapitha, Choudwar and Johanna Mohapatra, and Shree Jena of DAV Rajabagicha. Stewart School was the best participating school for the English quiz, while our school won it in the Odia quiz.
Ankit Kumar Swain and Koustav Kumar Sahoo of DAV Public School, CDA won the English Quiz. Tathagata Mondal and Adidev Dash of DPS Kalinga came in second whereas Divya Jyoti Senapati and Priyank Jena of DAV Public School, Unit-8 placed third. In a similar vein, Swayam Swaroop Dash and Mahesh Acharya of our school were named the winners of the Odia Quiz. Arman Swain and Chandrabhanu Rout of SSVM Markat Nagar Sec-9 , Jagannath Mallick and Satyajit Mohanty of our school respectively took the remaining two positions.
03/07/2023
गुरुर्ब्रम्हा गुरुर्विष्णु गुरुर्देवो महेश्वरः
गुरुः साक्षात्परब्रह्मा तस्मै श्री गुरुवे नमः
May your guru always shower their blessings on you. Wish you a very Happy Guru Purnima.
22/06/2023
ଗତକାଲି ଦୀର୍ଘ ଦୁଇ ମାସର ଗ୍ରୀଷ୍ମ ଅବକାଶ ପରେ ଆମ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା। ଏଥି ସହିତ ଗତକାଲି ବିଶ୍ଵ ଯୋଗ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ପ୍ରାଙ୍ଗଣ ରେ ବୃକ୍ଷରୋପଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପରୀକ୍ଷାଗାର ରେ ପରୀକ୍ଷଣ ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ଶ୍ରୀ ରଞ୍ଜନ କୁମାର ବିଶ୍ଵାଳ (Ranjan Kumar Biswal) ଯୋଗ ଦେଇଥିଲେ।
❤️
20/06/2023
नीलांचल निवासाय नित्याय परमात्मने।
बलभद्र सुभद्राभ्याम् जगन्नाथाय ते नमः।।
Let’s Celebrate The Day of Glory of Lord Jagannath. Happy Jagannath Rath Yatra 2023!
18/06/2023
पिता धर्मः पिता स्वर्गः पिता हि परमं तपः।
पितरि प्रीतिमापन्ने प्रीयन्ते सर्वदेवताः॥
“No matter how tall you become, your father will always be the one you look up to”.
14/06/2023
May you have a memorable time with your family members and friends as you celebrate this amazing festival. Happy Raja!
| Monday | 9am - 5pm |
| Tuesday | 9am - 5pm |
| Wednesday | 9am - 5pm |
| Thursday | 9am - 5pm |
| Friday | 9am - 5pm |
| Saturday | 9am - 5pm |