ବଜରଙ୍ଗ ଦଳ କଟକ ମହାନଗର

ବଜରଙ୍ଗ ଦଳ କଟକ ମହାନଗର Religious organization

ବନ୍ଦେ ମାତରଂ 🙏ଭାରତ ମାତା କି ଜୟ ଆଜି ୮୦ ତମ ସ୍ଵାଧୀନତା ଦିବସ ଉପଲକ୍ଷେ କଟକ ବଜ୍ରକବାଟି ଛକ ରେ "ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନ...
15/08/2026

ବନ୍ଦେ ମାତରଂ 🙏
ଭାରତ ମାତା କି ଜୟ

ଆଜି ୮୦ ତମ ସ୍ଵାଧୀନତା ଦିବସ ଉପଲକ୍ଷେ କଟକ ବଜ୍ରକବାଟି ଛକ ରେ "ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର" ଜିଲ୍ଲା ତରଫରୁ ଜାତୀୟ ପତକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଛି।



🇮🇳
🇮🇳✊♥️

14/08/2026
ଜୟ ଶ୍ରୀ ରାମ 🙏ପ୍ରତି ସପ୍ତାହ ପରି ଆଜି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ "ମହାନଦୀ ପ୍ରଖଣ୍ଡ" ଅନ୍ତର୍ଗତ...
11/08/2026

ଜୟ ଶ୍ରୀ ରାମ 🙏
ପ୍ରତି ସପ୍ତାହ ପରି ଆଜି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ "ମହାନଦୀ ପ୍ରଖଣ୍ଡ" ଅନ୍ତର୍ଗତ "ମାଛୁଆ ବଜାର ଖଣ୍ଡ" ଅନ୍ତର୍ଗତ ଜଗନ୍ନାଥ ପାଠାଗାର ରେ ,"ଯୋବ୍ରା ଖଣ୍ଡ "ରେ ବୁଢ଼ୀ ମଙ୍ଗଳା ମନ୍ଦିର ରେ ଓ "ବାଈମୁଣ୍ଡି ପ୍ରଖଣ୍ଡ" କୃଷକ ବଜାର ସ୍ଥିତ ନାଗଦେବି ହନୁମାନ ମନ୍ଦିର ରେ ସପ୍ତାହିକ ମିଳନ କେନ୍ଦ୍ର ଏବଂ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଯାଇଛି l




06/08/2026




05/08/2026

ଜୟ ଶ୍ରୀ ରାମ 🙏
ଗତ କାଲି ଚୌଦ୍ବାର ଦେବୀ ନଗର ନିକଟରେ ଗୋମାତା ଜଣଙ୍କ ଦୁର୍ଘଟଣା ରେ ମୃତ୍ୟୁବରଣ କରି ପଡ଼ିଥିଲେ,ଏହି ବିଷୟରେ ଅବଗତ ହେବା ପରେ ଆମ ଚୌଦ୍ବାର ପ୍ରଖଣ୍ଡ କାର୍ଯ୍ୟକର୍ତ୍ତା ଭାଇ ମାନେ ସଙ୍ଗେ ସଙ୍ଗେ ଯାଇ ଗୋମାତା ଙ୍କ ଶେଷକୃତ୍ୟ କିଭଳି ସମ୍ପାଦନ ହେବ ତାହା କରିଥିଲେ। ପ୍ରତି ଦିନ ଏହି ପରି ରାସ୍ତାରେ ଗୋମାତା ନନ୍ଦୀ ବାବାଙ୍କର ମୃତ୍ୟୁ ଘଟୁଛି ହେଲେ ପ୍ରଶାସନ ଓ ସରକାର ଚୁପ୍ ତାଙ୍କର ସ୍ଥାୟୀ ବ୍ୟବସ୍ଥା କରା ନ ଗଲେ ଆଗକୁ ବହୁତ୍ ଖରାପ ଦିନ ଦେଖିବାକୁ ମିଳିବ । ଆମେ ମଣିଷ ହିସାବରେ ଆମ ଦ୍ଵାରା ଯାହା ସମ୍ଭବ ଆମେ କରୁଛୁ ହେଲେ ଏମିତି କେତେ ଦିନ ?
ଗୋମାତା ଆମ ବିଶ୍ବ ର ମାତା ଯିଏ ବିଶ୍ଵ ର ମାତା ତାର ଅବସ୍ଥା ଏହିଭଳି ରହିବ କେବେ ଏହା ସହ୍ୟ ନୁହେଁ 😢।





ଜୟ ଶ୍ରୀ ରାମ 🙏ପ୍ରତି ସପ୍ତାହ ପରି ଆଜି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ  "ମହାନଦୀ ପ୍ରଖଣ୍ଡ" ଅନ୍ତର୍ଗ...
04/08/2026

ଜୟ ଶ୍ରୀ ରାମ 🙏
ପ୍ରତି ସପ୍ତାହ ପରି ଆଜି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ "ମହାନଦୀ ପ୍ରଖଣ୍ଡ" ଅନ୍ତର୍ଗତ "ଯୋବ୍ରା ଖଣ୍ଡ "ରେ ବୁଢ଼ୀ ମଙ୍ଗଳା ମନ୍ଦିର ରେ ଓ "ବାଈମୁଣ୍ଡି ପ୍ରଖଣ୍ଡ" କୃଷକ ବଜାର ସ୍ଥିତ ନାଗଦେବି ହନୁମାନ ମନ୍ଦିର ରେ ସପ୍ତାହିକ ମିଳନ କେନ୍ଦ୍ର ଏବଂ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଯାଇଛି l ଆଜି ର ମିଳନ କେନ୍ଦ୍ର ରେ ଅଥିତି ଭାବରେ "ଓଡିଶା ପୃର୍ବ ପ୍ରାନ୍ତ" ବଜରଙ୍ଗ ଦଳ "ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା"ଏବଂ "ଇନ୍ଦ୍ରପ୍ରସ୍ଥ ପ୍ରାନ୍ତ" (ଦିଲ୍ଲୀ )ଉତ୍ତମ ନଗର "ଜିଲ୍ଲା ସହ-ସହଂଯୋଜକ" ଦୀପକ ଶୁକ୍ଲା ଭାଇ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନ ଙ୍କୁ ମାର୍ଗ ଦର୍ଶନ କରିଥିଲେ




Address

Odisha
Cuttack
753004

Opening Hours

9am - 5pm

Telephone

+917008557914

Alerts

Be the first to know and let us send you an email when ବଜରଙ୍ଗ ଦଳ କଟକ ମହାନଗର posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ବଜରଙ୍ଗ ଦଳ କଟକ ମହାନଗର:

Shortcuts

Share