Dipti’s Legal Tips

Dipti’s Legal Tips ⚖️ Advocate | Orissa High Court
📚 Simplifying Legal Rights in Odia
🎥 Legal Awareness & Education

17/08/2026

Arrest ପରେ Police Custody ନା Judicial Custody? 🤔
ଦୁଇଟି ମଧ୍ୟରେ ପ୍ରକୃତ ଫରକ କ’ଣ? Police Custody କ’ଣ ଏବଂ Judicial Custody କ’ଣ — ଜାଣନ୍ତୁ ଏହି Reel ରେ। ⚖️

ଏଭଳି ସହଜ ଭାଷାରେ Legal Awareness ପାଇଁ Follow କରନ୍ତୁ 👉 ****

#ଓଡ଼ିଆଆଇନ #ଆଇନଜ୍ଞାନ #ଗିରଫ #ନାଗରିକଙ୍କଅଧିକାର

16/08/2026

ପୋଲିସ୍ ଯଦି କହନ୍ତି “ଏଠି Sign କରନ୍ତୁ!” — ତୁରନ୍ତ Sign କରିଦେବେ କି? ⚠️✍️

କୌଣସି Police Paper କିମ୍ବା Statement ରେ Sign କରିବା ପୂର୍ବରୁ କ’ଣ ଜାଣିବା ଦରକାର? କେଉଁ ପରିସ୍ଥିତିରେ ସାବଧାନ ହେବା ଉଚିତ?

ଏହି Short ରେ ସହଜ ଭାଷାରେ ଜାଣନ୍ତୁ Police Statement ଓ Signature ସମ୍ବନ୍ଧୀୟ ଆଇନଗତ ସୂଚନା। ⚖️

📌 ଏଭଳି Odia Legal Awareness content ପାଇଁ Dipti’s Legal Tips Follow କରନ୍ତୁ।

#ଓଡ଼ିଆଆଇନ #ଆଇନଜ୍ଞାନ #ପୋଲିସ #ନାଗରିକଙ୍କଅଧିକାର

15/08/2026

ପୋଲିସ୍ ଯଦି ଆପଣଙ୍କୁ “Phone Unlock କର” ବୋଲି କହନ୍ତି, ତେବେ ଆପଣଙ୍କର କଣ ଅଧିକାର ଅଛି? 📱⚖️

ପୋଲିସ୍‌କୁ ଫୋନ୍ ଦେବାକୁ ପଡ଼ିବ କି? Password କିମ୍ବା PIN କହିବା ବାଧ୍ୟତାମୂଳକ କି? ଏଭଳି ପରିସ୍ଥିତିରେ ଆପଣ କଣ କରିବେ?

ଏହି Short ରେ ସହଜ ଭାଷାରେ ଜାଣନ୍ତୁ ଆପଣଙ୍କ Legal Rights।

📌 ଏଭଳି Legal Awareness Videos ପାଇଁ Dipti’s Legal Tips Follow କରନ୍ତୁ।

#ଓଡ଼ିଆଆଇନ #ଆଇନଜ୍ଞାନ

14/08/2026

Know Your Rights During Police Arrest 🚨⚖️ | Police Arrest Rights in India

Do you know what your legal rights are if the police arrest you?

In this video, we explain the important rights of an arrested person in India and what you should know during a police arrest.

From the reason for arrest to important safeguards available to an arrested person, understanding your rights can help you stay informed and protect yourself legally.

👉 Watch the full video and share it with your family and friends.
👉 Save this video so you can refer to it when needed.

⚖️ Know the law. Know your rights. Stay informed.

Disclaimer: This video is for general legal awareness and educational purposes only. It does not constitute legal advice. For advice regarding your specific situation, consult a qualified legal professional.

13/08/2026

⚠️ FIR କରିବା ବେଳେ… ଏହି 4 ଭୁଲ କରନ୍ତୁନି!

FIR ଦେବା ସମୟରେ କରୁଥିବା କିଛି ସାଧାରଣ ଭୁଲ ପରେ ସମସ୍ୟା ସୃଷ୍ଟି କରିପାରେ।

👉 ସେହି 4ଟି ଭୁଲ କଣ? ଜାଣନ୍ତୁ ଏହି Reel ରେ। ⚖️

📌 Save କରନ୍ତୁ
📤 Share କରନ୍ତୁ
⚖️ Follow କରନ୍ତୁ — Legal Awareness ପାଇଁ

12/08/2026

⚠️ ମିଛ FIR କଲେ କଣ ହୁଏ?

କାହା ବିରୋଧରେ ଜାଣିଶୁଣି ମିଛ FIR କିମ୍ବା ଭୁଲ ଅଭିଯୋଗ କଲେ କଣ ଆଇନଗତ ପରିଣାମ ହୋଇପାରେ? ⚖️

ଏହି Short Video ରେ ଜାଣନ୍ତୁ।

📌 Save କରନ୍ତୁ
📤 Share କରନ୍ତୁ
⚖️ Follow କରନ୍ତୁ — Legal awareness ପାଇଁ

#ମିଛFIR

11/08/2026

📱 Online FIR କେମିତି କରିବେ?
ଘରେ ବସି! ⚖️

ଥାନାକୁ ଯିବା ପୂର୍ବରୁ Online FIR/Complaint ସମ୍ପର୍କରେ ଏହି ଜରୁରୀ ସୂଚନା ଜାଣନ୍ତୁ।

📌 Save କରନ୍ତୁ — ପରେ କାମରେ ଆସିପାରେ।
📤 Share କରନ୍ତୁ — ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ।

⚖️ Odia Legal Awareness

10/08/2026

⚠️ FIRରେ ସାଇନ୍ କରିବା ପୂର୍ବରୁ… ଏହା ଜାଣନ୍ତୁ!

FIRରେ ସାଇନ୍ କରିବା ପୂର୍ବରୁ କେଉଁ କଥା ଧ୍ୟାନ ଦେବା ଦରକାର? ⚖️

ଏହି Video ଟି Save କରନ୍ତୁ ଏବଂ ଆବଶ୍ୟକ ଥିବା ଲୋକଙ୍କ ସହ Share କରନ୍ତୁ।

⚖️ Odia Legal Awareness

09/08/2026

🚨 Zero FIR କଣ? ⚖️

ଘଟଣା ଅନ୍ୟ ଥାନା ଅଞ୍ଚଳରେ ହୋଇଥିଲେ ମଧ୍ୟ FIR କରିପାରିବେ କି?

Zero FIR ବିଷୟରେ ଜାଣନ୍ତୁ ଏହି Short Video ରେ। 👆

📌 Save କରନ୍ତୁ
📤 Share କରନ୍ତୁ
⚖️ Legal awareness ପାଇଁ Follow କରନ୍ତୁ

08/08/2026

Complaint କଲେ FIR ହୋଇଯାଏ କି? 🤔⚖️

Complaint ଏବଂ FIR କ'ଣ ଏକା? ନା ଦୁଇଟି ଭିନ୍ନ?

ଏହି Short ରେ ସରଳ ଭାବରେ ବୁଝନ୍ତୁ।
📌 Save କରନ୍ତୁ | Share କରନ୍ତୁ | Follow କରନ୍ତୁ

Address

Cuttack
754005

Opening Hours

Monday 10:30am - 8pm
Tuesday 10:30am - 8pm
Wednesday 10:30am - 8pm
Thursday 10:30am - 8pm
Friday 10:30am - 8pm

Website

Alerts

Be the first to know and let us send you an email when Dipti’s Legal Tips posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category