25/08/2026
🌸🪢 **ରାକ୍ଷୀ ବନ୍ଧନର ଅନେକ ଅନେକ ଶୁଭେଚ୍ଛା** 🪢🌸
ଭାଇ-ଭଉଣୀର ପବିତ୍ର ସମ୍ପର୍କ, ଭଲପାଇବା ଓ ସ୍ନେହର ଏହି ସୁନ୍ଦର ପର୍ବକୁ ଆମ **Little Stepz Play School** ର ଛୋଟ ଛୋଟ ପିଲାମାନେ ଆନନ୍ଦ ଓ ଉତ୍ସାହର ସହ ପାଳନ କଲେ। ❤️✨
ଏହି ରାକ୍ଷୀର ସୂତା ସବୁବେଳେ ସ୍ନେହ, ଖୁସି ଓ ଭାଇ-ଭଉଣୀର ଅଟୁଟ ବନ୍ଧନକୁ ମଜବୁତ କରୁ। 🥰🪢
#ରାକ୍ଷୀବନ୍ଧନ #ଭାଇଭଉଣୀରବନ୍ଧନ