Sishu Shreeram

Sishu Shreeram ଶିଶୁ ଶ୍ରୀରାମ : ଶୈଶବର ଅନନ୍ୟ ଅଭିଯାନ

28/09/2024
26/09/2024

ଶିଶୁ ଶ୍ରୀରାମର ଶ୍ରୀଗଣେଶ ଛବିବହି

ଶିଶୁ ମାରୀଚ ତ ଲାଗଇ ସୁନ୍ଦର    ଦେହ ତାର ସୁନାପରି,ଶିଶୁ ଶ୍ରୀରାମ ବି ଆହୁରି ଚତୁର  ଖେଳେ ମାୟା ବୁଝିପାରି!
22/09/2024

ଶିଶୁ ମାରୀଚ ତ ଲାଗଇ ସୁନ୍ଦର
ଦେହ ତାର ସୁନାପରି,
ଶିଶୁ ଶ୍ରୀରାମ ବି ଆହୁରି ଚତୁର
ଖେଳେ ମାୟା ବୁଝିପାରି!

ବାପାଙ୍କ କୋଳରେ ଝଲସିଯାଏ ଶିଶୁ ଶ୍ରୀରାମ,କିଶଳୟ ଶୋଭା ବଢ଼ାଏ ଯଥା ସଜ କୁସୁମ !
20/09/2024

ବାପାଙ୍କ କୋଳରେ ଝଲସିଯାଏ ଶିଶୁ ଶ୍ରୀରାମ,
କିଶଳୟ ଶୋଭା ବଢ଼ାଏ ଯଥା ସଜ କୁସୁମ !

ଲେଖିବାର ଭାଷା     ଲାଗଇ ସୁନ୍ଦର          କବିଙ୍କ କଲମ ଛନ୍ଦରେ, ଦେଖିବାର ନିଶା     ଲାଗଇ ମଧୁର     ବସିଲେ ବାପାଙ୍କ କାନ୍ଧରେ !
14/09/2024

ଲେଖିବାର ଭାଷା ଲାଗଇ ସୁନ୍ଦର
କବିଙ୍କ କଲମ ଛନ୍ଦରେ,
ଦେଖିବାର ନିଶା ଲାଗଇ ମଧୁର
ବସିଲେ ବାପାଙ୍କ କାନ୍ଧରେ !

01/09/2024

ମୁଁ ତାଳରେ ବଜାଉଛି, ହେଲେ ବାପା ମୋ ତାଳ ଅନୁସାରେ ଗାଇ ପାରୁନାହାଁନ୍ତି !

ଧନୀ ବା ଗରିବ ବାତ୍ସଲ୍ୟର ଭାବ       ବୁଝାଏ ସମାନ ମରମ,ସଭିଙ୍କ ଆଶିଷ   ବିତରୁ ପୀୟୂଷ     ମଙ୍ଗଳ କରନ୍ତୁ ଶ୍ରୀରାମ...
18/04/2024

ଧନୀ ବା ଗରିବ ବାତ୍ସଲ୍ୟର ଭାବ
ବୁଝାଏ ସମାନ ମରମ,
ସଭିଙ୍କ ଆଶିଷ ବିତରୁ ପୀୟୂଷ
ମଙ୍ଗଳ କରନ୍ତୁ ଶ୍ରୀରାମ...

Address

Department Of Earth Sciences
Burla
768019

Telephone

+918756009422

Website

Alerts

Be the first to know and let us send you an email when Sishu Shreeram posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Sishu Shreeram:

Shortcuts

Share

Category