Shikhya Sanskar Gurukul,Brahmapur

Shikhya Sanskar Gurukul,Brahmapur coaching for class 3 rd to +2 on all subjects

  Annual function....Odisha coaching and training academy association
28/04/2025

Annual function....
Odisha coaching and training academy association

"Every new beginning comes from some other beginning's end."
06/03/2025

"Every new beginning comes from some other beginning's end."

Big shout-out to my newest top fans!  Patro
23/05/2022

Big shout-out to my newest top fans!

Patro

10 years ago we started a dream.This is only the first decade of us celebrating our institution's success , here’s to th...
11/05/2022

10 years ago we started a dream.
This is only the first decade of us celebrating our institution's success , here’s to the many more decades to come.
Happy 10th anniversary
SANSKAR GURUKUL

18/02/2022

coaching for class 3 rd to +2 on all subjects

   SANSKAR GURUKULSRI Ganesh Puja2021
01/10/2021

SANSKAR GURUKUL
SRI Ganesh Puja
2021

  2020
24/03/2021

2020

03/09/2020

ଗୁରୁ ଦକ୍ଷିଣା !!
💗●●●●💗
ବର୍ଷା ହେଉଥିବା ଯୋଗୁଁ ପିଲା ମାନେ ଖେଳିବାକୁ ଯାଇ ପାରିଲେ ନାହିଁ। ହଠାତ କ୍ଲାସ ଭିତରକୁ ପଶି ଆସିଲେ
ସାହିତ୍ୟ ସାର। ସେ ପିଲା ମାନଙ୍କୁ ପଚାରିଲେ ମୁଁ ଯଦି ୧୦୦ଟଙ୍କା ତୁମକୁ ଦିଏ ତୁମେ ମାନେ କଣ କରିବ? କିଏ କହିଲା କ୍ରିକେଟ ବ୍ୟାଟ କିଣିବ, କିଏ କହିଲା ଗପ ବହି କିଣିବ, ଆଉ କିଛି କହିଲେ ମିଠା ବା ଚକଲେଟ ଖାଇବେ। ଏମିତି କିଏ କେତେ କଥା ସବୁ କହିଲେ। ହେଲେ ଗୋଟେ ପିଲା ଚୁପଚାପ ବସି ଥାଏ। ସାର ତାକୁ ପଚାରିଲେ ଆରେ ତୁ କଣ କିଣିବୁ ସେ କହିଲା ସାର ମୁଁ ମୋ ମା ପାଇଁ ଗୋଟେ ଚଷମା କିଣିବି। କାରଣ
ମାଙ୍କୁ ଆଉ ଭଲ ଦିଶୁ ନାହିଁ। ସାର ପୁଣି ପଚାରିଲେ ତୁମ ବାପା ତ ତୁମ ମା ପାଇଁ ଚଷମା କିଣି ଦେବେ। ତୁ ତୋ ପାଈଁ କଣ କିଣିବୁ କହ?
ପିଲାଟି ଦରଦୀ ଗଳାରେ କହିଲା ସାର ବାପାଙ୍କ ଦେହାନ୍ତ ପରେ ମା ଲୁଗାପଟା ସିଲେଇ କରି ଘର ଓ ମୋ ପାଠ ପଢା ଖର୍ଚ୍ଚ ତୁଲାଉଛନ୍ତି । ତାଙ୍କୁ ଏବେ ଭଲ ଦିଶୁ ନାହିଁ ,ଡାକ୍ତର କହିଛନ୍ତି ଚଷମା ଲଗାଇ ସିଲାଇ କରିବାକୁ। ଭଲ ଦିଶିଲେ ବେଶୀ କାମ ମିଳିବ ଓ ଆଉ କିଛି ରୋଜଗାର ହେବ। ମୁଁ ଆଗକୁ ଆହୁରି
ପଢ଼ି ପାରିବି।ପାଠ ପଢି ବଡ଼ ଚାକିରୀ କରିବି । ମା ର ଦୁଃଖ ଯିବ। ସାର ଏ କଥା ଶୁଣି ସ୍ତମ୍ଭିଭୁତ ହୋଇଗଲେ, ଆଖିରୁ ଧାର ଧାର ଲୁହ ବୋହି ଗଲା
ସାର ଖୁସି ହୋଇ ସଂଗେ ସଂଗେ ୧୦୦ ଟଙ୍କା ଦେଲେ ଓ ଆଉ
୧୦୦ଟଙ୍କା ଦେଲେ। କହିଲେ ତୋତେ
୧୦୦ଟଙ୍କା ଉଧାର ଦେଲି ବଡ଼ ହେଲେ ଚାକିରୀ କଲେ ମୋତେ ଶୁଝି ଦେବୁ।
ଏହାରି ଭିତରେ ୧୫ ବର୍ଷ ବିତି ଯାଇଛି। ହଠାତ ଜିଲ୍ଲା କଲେକ୍ଟର ଙ୍କ
ନାଲିବତୀ ଗାଡି ଆସି ସ୍କୁଲ ଫାଟକ
ଆଗରେ ରହିଲା। ସ୍କୁଲର ସମସ୍ତ ସାର ଓ ଷ୍ଟାଫ ଛାନିଆ ହୋଇ ଗଲେ।ଗାଡିରୁ ଓଲାହି ଲେ ଯୁବ କଲେକ୍ଟର ,
ସେ ସିଧା ପଶି ଜଣେ ବୃଦ୍ଧ ସାରଙ୍କୁ ପାଦ ଛୁଇଁ ପ୍ରଣାମ କଲେ ଓ କହିଲେ ସାର ମୁଁ ଆପଣଙ୍କ ଠାରୁ ଉଧାର ନେଇ ଥିବା ୧୦୦ଟଙ୍କା ଫେରାଇବାକୁ
ଆସିଛି। ମୁଁ ଆପଣଙ୍କ ପୁରୁଣା ଛାତ୍ର ରାମୁ***** ରମାକାନ୍ତ ପଣ୍ଡିତ। ସାରଙ୍କ ପୁରୁଣା କଥା ସବୁ ମନେ ପଡି ଗଲା , ଖୁସିରେ ସାର ଆତ୍ମହରା ହୋଇ ଛାତିରେ ଭିଡି ଧରି ଆଶିର୍ବାଦ କରି କୋହ ଭରା ଗଳା ରେ କହିଲେ ଆରେ ରାମୁ ଏ ଉଧାର ଟଙ୍କା ନୁହେଁ ରେ ଏ ମୋର ଗୁରୁଦକ୍ଷିଣା ।।
💗●●●●●●●●●●●●●●💗

   2019🎂🎊🎉
10/03/2019


2019
🎂🎊🎉

Address

Diamond Tank Road
Brahmapur
760002

Alerts

Be the first to know and let us send you an email when Shikhya Sanskar Gurukul,Brahmapur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category