Widen Academy, bolangir

Widen Academy, bolangir BANKING II RAILWAY II SSC (CGL,CHSL) II OSSSC II OSSC II DEFENCE II CT II BED & OTHERS COMPETATIVE

15/08/2026

ସ୍ୱାଧୀନତା ଦିବସର ଆନ୍ତରିକ ଶୁଭେଚ୍ଛା ! 🇮🇳

ଏହି ଗୌରବମୟ ଅବସରରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆସନ୍ତୁ, ସେମାନଙ୍କ ମହାନ୍ ଆଦର୍ଶକୁ ଅନୁସରଣ କରି ସମ୍ବିଧାନର ମର୍ଯ୍ୟାଦା ରକ୍ଷା ଓ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ସମାନତା ଓ ନ୍ୟାୟ ଆଧାରିତ ଏକ ଶାନ୍ତିପୂର୍ଣ୍ଣ ଭାରତ ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା ।

ଜୟ ହିନ୍ଦ! 🇮🇳
DEEPAK SIR
DIRECTOR, WIDEN ACADEMY BALANGIR

14/08/2026

🇮🇳 ପରିବାର ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ମୁହୂର୍ତ୍ତ 🇮🇳
"ଯେତେବେଳେ ଦେଶ ଓ ସମାଜର ସୁରକ୍ଷା ପାଇଁ ଦିନରାତି କର୍ତ୍ତବ୍ୟରତ ଜଣେ ବୀର OSAP ଯବାନ ନିଜ ଘରକୁ ଫେରନ୍ତି, ସେତେବେଳେ ପରିବାରର ଖୁସି କହିଲେ ନସରେ।"

ଦୀର୍ଘ ଦିନର କଠିନ ପରିଶ୍ରମ, ନିଷ୍ଠା ଓ କର୍ତ୍ତବ୍ୟ ପରେ ଯବାନଙ୍କ ଆଗମନ ପରିବାର ପାଇଁ କୌଣସି ପର୍ବଠାରୁ କମ୍ ନୁହେଁ। ସେମାନଙ୍କର ଏହି ହସ, ଆଖିର ଲୁହ, ଓ ଗର୍ବର ମୁହୂର୍ତ୍ତକୁ ଆମେ ସଲାମ୍ ଜଣାଉଛୁ।

✨ ୱାଇଡେନ୍ ଏକାଡେମୀ, ବଲାଙ୍ଗୀର (WIDEN ACADEMY BALANGIR) ଆମର ସାହସୀ OSAP ଯବାନଙ୍କ ବୀରତ୍ୱ ଓ ସମର୍ପଣକୁ ସଲାମ୍ ଜଣାଉଛି ଏବଂ ଏହି ଖୁସିର ମୁହୂର୍ତ୍ତରେ ସେମାନଙ୍କ ପରିବାର ସହ ସାମିଲ ଅଛି! 👏

ଜୟ ହିନ୍ଦ୍! 🇮🇳

12/08/2026

🎉 Proud Moment for Widen Academy! 🎉

Big congratulations to *DHARMENDRA BHANJA* on successfully qualifying the OSSC ATO exam! 🏆✨

Your hard work, dedication, and perseverance have paid off. You are truly a shining star of our institute! ⭐

📍 Widen Academy, Balangir

(Near Rajendra University)

📞 Contact: 9938944884

NEW VACANCIES 🔥🔥
11/08/2026

NEW VACANCIES 🔥🔥

"Your success is my biggest reward!"To all my hardworking students who have cleared the OSSSC Forester, Forest Guard & E...
11/08/2026

"Your success is my biggest reward!"

To all my hardworking students who have cleared the OSSSC Forester, Forest Guard & Excise Constable exams: THANK YOU!

💫 Hard Work + Consistency + Discipline = SUCCESS

Get ready for the next phase with the same fire and dedication!

Keep Shining, Keep Growing!

— Deepak Sir

ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍'ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ...
01/08/2026

ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍'ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍।
ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ।

ଜୟ ମା' ସମଲେଇ 🙏

Odisha CT 2026-27Exam Date- 7 Aug 2026 to 11 Aug 2026Exam Mode- CBTTotal Shifts- 20
31/07/2026

Odisha CT 2026-27

Exam Date- 7 Aug 2026 to 11 Aug 2026
Exam Mode- CBT
Total Shifts- 20

🚀 BIG OPPORTUNITY FOR RAILWAY ASPIRANTS! 🚀📢 WIDEN ACADEMY BALANGIR brings you the latest Railway Vacancy Calendar 2026 d...
30/07/2026

🚀 BIG OPPORTUNITY FOR RAILWAY ASPIRANTS! 🚀

📢 WIDEN ACADEMY BALANGIR brings you the latest Railway Vacancy Calendar 2026 details!

Over 21,901+ vacancies have been announced across various departments in Indian Railways:

🚂 Assistant Loco Pilot (ALP): 11,127 Posts

🛠️ RRB Technicians: 6,557 Posts

🚦 RRB Section Controller: 119 Posts

⚙️ RRB Junior Engineer (JE): 4,098 Posts

🎓 RRB NTPC (Graduate Level): Coming Soon

🎓 RRB NTPC (Undergraduate Level): Coming Soon

👥 RRB Group-D: Coming Soon

📍 Location: Widen Academy, Balangir

📞 Contact Us: [9938944884 ]

गुरु के आशीर्वाद से असंभव भी संभव हो जाता है। 🌼उनके मार्गदर्शन से ही सपने मंज़िल तक पहुँचते हैं।Happy Guru Purnima! 🌕🙏ଅଜ...
29/07/2026

गुरु के आशीर्वाद से असंभव भी संभव हो जाता है। 🌼
उनके मार्गदर्शन से ही सपने मंज़िल तक पहुँचते हैं।
Happy Guru Purnima! 🌕🙏

ଅଜ୍ଞାନର ଅନ୍ଧାରରେ ଗୁରୁ ହିଁ ଜ୍ଞାନର ଆଲୋକ। ଗୁରୁଙ୍କ ଆଦର୍ଶ ଦେଖାଇଥାଏ ସତ୍ୟ, ମାନବିକତା ଓ ସେବାର ପଥ।

#ଗୁରୁପୂର୍ଣ୍ଣିମା
SIR

Address

Widen Academy, Bolangir
Bolangir
767001

Telephone

+917894786549

Website

Alerts

Be the first to know and let us send you an email when Widen Academy, bolangir posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Widen Academy, bolangir:

Shortcuts

Share

Category