ଆଜିର ଅନୁଭୂତି Ajira Anubhuti

ଆଜିର ଅନୁଭୂତି Ajira Anubhuti Contact information, map and directions, contact form, opening hours, services, ratings, photos, videos and announcements from ଆଜିର ଅନୁଭୂତି Ajira Anubhuti, Education Website, Basudev Pur, Bideipur.
(1)

ସାଙ୍ଗମାନେ ଆପଣ ମାନଙ୍କର ଭଲ ପାଇବା ଏହି ପରି ଆମ ସହିତ ରହିଥାଉ . ଆମେ କଥା ଦେଉଛୁ ଆପଣଙ୍କ ବିଶ୍ଵାସ ଓ ଭଲ ପାଇବାକୁ ଆଜିର ଅନୁଭୂତି Ajira Anubhuti କେବେ ବି ଭାଙ୍ଗିବନି . ଯଦି ଆପଣ ପ୍ରଥମେ ଦେଖୁଛନ୍ତି ଆମ ଚ୍ୟାନେଲ କୁ Follow କରନ୍ତୁ 🙏🙏🙏

ପ୍ରେମ ତାଙ୍କୁ ଶକ୍ତି ଦେଇପାରେ🤔🤔🤔ସଠିକ୍ ସାଥୀ ତାଙ୍କ ସ୍ୱପ୍ନକୁ ସମ୍ମାନ କରନ୍ତି🌺🙏🌺ସେ ନିଜ ପରିଚୟ ହରାଇବାକୁ ଚାହାନ୍ତି ନାହିଁ🌹🌹🌹
27/08/2026

ପ୍ରେମ ତାଙ୍କୁ ଶକ୍ତି ଦେଇପାରେ🤔🤔🤔
ସଠିକ୍ ସାଥୀ ତାଙ୍କ ସ୍ୱପ୍ନକୁ ସମ୍ମାନ କରନ୍ତି🌺🙏🌺
ସେ ନିଜ ପରିଚୟ ହରାଇବାକୁ ଚାହାନ୍ତି ନାହିଁ🌹🌹🌹

କଣ ଗୁରୁତ୍ଵପୂର୍ଣ୍ଣ ଆସନ୍ତୁ ଜାଣିବା part-2 🤔🤔🤔ବାସ କରିବା ପାଇଁ ଗୃହର ଭୂମିକା ଗୁରୁତ୍ଵପୂର୍ଣ୍ଣ 👌👌👌ଶିକ୍ଷାର୍ଜନ କରିବା ପାଇଁ ବିଦ୍ୟାଳୟରର ...
27/08/2026

କଣ ଗୁରୁତ୍ଵପୂର୍ଣ୍ଣ ଆସନ୍ତୁ ଜାଣିବା part-2 🤔🤔🤔
ବାସ କରିବା ପାଇଁ ଗୃହର ଭୂମିକା ଗୁରୁତ୍ଵପୂର୍ଣ୍ଣ 👌👌👌
ଶିକ୍ଷାର୍ଜନ କରିବା ପାଇଁ ବିଦ୍ୟାଳୟରର ଭୂମିକା ଗୁରୁତ୍ଵପୂର୍ଣ୍ଣ🌹🌹🌹

କାହା ପାଇଁ କାହାର ଭୂମିକା ଗୁରୁତ୍ୱପୂର୍ଣ🤔🤔🤔ପରିବାର ପାଇଁ ମାଆର ଭୂମିକା,🙏🌹🙏ଶିକ୍ଷା ପାଇଁ ଶିକ୍ଷକର ଭୂମିକା ଗୁରୁତ୍ଵପୂର୍ଣ🌹🌹🌹
27/08/2026

କାହା ପାଇଁ କାହାର ଭୂମିକା ଗୁରୁତ୍ୱପୂର୍ଣ🤔🤔🤔
ପରିବାର ପାଇଁ ମାଆର ଭୂମିକା,🙏🌹🙏
ଶିକ୍ଷା ପାଇଁ ଶିକ୍ଷକର ଭୂମିକା ଗୁରୁତ୍ଵପୂର୍ଣ🌹🌹🌹

କେଉଁ ମାସରେ କ'ଣ ଖାଇବା ଉଚିତ୍🤔🤔🤔ବୈଶାଖ ମାସରେ ବେଲ ପଣାକୁ ପିଇବଜ୍ୟେଷ୍ଠ ମାସରେ ନିଶ୍ଚିନ୍ତେ ଶୟନ କରିବ🌹🌹🌹Jay Jagannath 🙏🌹🙏
27/08/2026

କେଉଁ ମାସରେ କ'ଣ ଖାଇବା ଉଚିତ୍🤔🤔🤔
ବୈଶାଖ ମାସରେ ବେଲ ପଣାକୁ ପିଇବ
ଜ୍ୟେଷ୍ଠ ମାସରେ ନିଶ୍ଚିନ୍ତେ ଶୟନ କରିବ🌹🌹🌹
Jay Jagannath 🙏🌹🙏

27/08/2026

ଜଣେ ନାରୀ ପ୍ରେମରେ ସତ୍ୟତା ଖୋଜନ୍ତି,
ସେ ଚାହାନ୍ତି ତାଙ୍କ କଥାକୁ ବୁଝାଯାଉ,
ତାଙ୍କ ଭାବନାକୁ ମୂଲ୍ୟ ମିଳୁ,
ମିଛ ପ୍ରତିଶ୍ରୁତି ତାଙ୍କୁ ନିରାଶ କରେ,

27/08/2026

କେଉଁ ରାଶିର ଲୋକ
ସବୁଠାରୁ ଅଧିକ ରାଗୀ🤔🤔🤔
ସେଥିପାଇଁ କୁହାଯାଏ – ମେଷ, ସିଂହ ଓ ବିଛା
ହେଉଛନ୍ତି ସବୁଠାରୁ ଅଧୂକ ରାଗୀ ରାଶି🌹🌹🌹

ରାକ୍ଷୀ ପୁର୍ଣ୍ଣିମାର ପବିତ୍ର ଅବସରରେ ସମସ୍ତ ଭାଇ ଓ ଭଉଣୀଙ୍କୁହାର୍ଦ୍ଦିକ ଶୁଭେଛା🌺🌺🌺, Happy Rakshabandhan🎉🎉ଏହି ସ୍ନେହର ବନ୍ଧନ ସଦା ଅଟୁଟ...
27/08/2026

ରାକ୍ଷୀ ପୁର୍ଣ୍ଣିମାର ପବିତ୍ର ଅବସରରେ ସମସ୍ତ ଭାଇ ଓ ଭଉଣୀଙ୍କୁ
ହାର୍ଦ୍ଦିକ ଶୁଭେଛା🌺🌺🌺, Happy Rakshabandhan🎉🎉
ଏହି ସ୍ନେହର ବନ୍ଧନ ସଦା ଅଟୁଟ ରହୁ ଏବଂ ଆପଣଙ୍କ ଜୀବନ ଖୁସି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ ହେଉ🌹🌹🌹

26/08/2026

ସ୍ବାମୀଙ୍କ ସହିତ ସବୁବେଳେ ଝଗଡ଼ା କରୁଥିବା ସ୍ତ୍ରୀ
ମାନଙ୍କର ଲକ୍ଷଣ କଣ🤔🤔🤔
ସ୍ୱାମୀଙ୍କ ମତକୁ ଗୁରୁତ୍ୱ ଦିଅନ୍ତି ନାହିଁ
ଛୋଟ ସମସ୍ୟାକୁ ବଡ଼ କରନ୍ତି ସବୁବେଳେ🌹🌹🌹

୨୭ ଅଗଷ୍ଟ ୨୦୨୬ — ଓଡ଼ିଆ ପଞ୍ଜିକାବାର: ଗୁରୁବାର,ଓଡ଼ିଆ ମାସ: ଭାଦ୍ରବପକ୍ଷ: ଶୁକ୍ଳ ପକ୍ଷ,ତିଥି: ଶୁକ୍ଳ ଚତୁର୍ଦ୍ଦଶୀ ସକାଳ ପ୍ରାୟ ୯:୦୯ ପର୍ଯ୍...
26/08/2026

୨୭ ଅଗଷ୍ଟ ୨୦୨୬ — ଓଡ଼ିଆ ପଞ୍ଜିକା
ବାର: ଗୁରୁବାର,ଓଡ଼ିଆ ମାସ: ଭାଦ୍ରବ
ପକ୍ଷ: ଶୁକ୍ଳ ପକ୍ଷ,ତିଥି: ଶୁକ୍ଳ ଚତୁର୍ଦ୍ଦଶୀ
ସକାଳ ପ୍ରାୟ ୯:୦୯ ପର୍ଯ୍ୟନ୍ତ; ପରେ ପୂର୍ଣ୍ଣିମା
ନକ୍ଷତ୍ର: ଧନିଷ୍ଠା🌺🌺🌺
ଆଜିର ଆପଣଙ୍କ ରାଶିଫଳ ଜାଣନ୍ତୁ🌹🌹🌹
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🌺🙏🌺

ମନ୍ଦିର ଯିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବେ🤔🤔🤔ମନ୍ଦିରରେ ମୂର୍ତ୍ତିର ଠିକ୍ ସାମ୍ନାରେ ଛିଡ଼ା ହୁଅନ୍ତୁ ନାହିଁ🌺🤔🌺ପରିକ୍ରମା ସର୍ବଦା ବାମ...
26/08/2026

ମନ୍ଦିର ଯିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବେ🤔🤔🤔
ମନ୍ଦିରରେ ମୂର୍ତ୍ତିର ଠିକ୍ ସାମ୍ନାରେ ଛିଡ଼ା ହୁଅନ୍ତୁ ନାହିଁ🌺🤔🌺
ପରିକ୍ରମା ସର୍ବଦା ବାମରୁ ଡାହାଣ ଦିଗକୁ କରନ୍ତୁ🌹🤔🌹
ଜୟ ଜଗନ୍ନାଥ 🙏🌹🙏🌹🙏🌹🙏🌹

Address

Basudev Pur
Bideipur
756164

Website

Alerts

Be the first to know and let us send you an email when ଆଜିର ଅନୁଭୂତି Ajira Anubhuti posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share