Prerana ABC Montessori School,BHUKTA

Prerana ABC Montessori School,BHUKTA we win the race

प्रेरणा परिवार की ओर से हमारा सादर निमंत्रण स्वीकार करें।इस बार्षिक उत्सब पर आप सभी को उपस्थिति रहने हेतु अनुरोध🙏🙏🙏
19/04/2025

प्रेरणा परिवार की ओर से हमारा सादर निमंत्रण स्वीकार करें।
इस बार्षिक उत्सब पर आप सभी को उपस्थिति रहने
हेतु अनुरोध🙏🙏🙏

12/02/2025
Students of Prerana at Girls high school Bargarh on dt.20.01.2025 for Quiz competition
20/01/2025

Students of Prerana at Girls high school Bargarh on dt.20.01.2025 for Quiz competition

Congratulations!!!
12/06/2023

Congratulations!!!

Our great achiver
12/06/2023

Our great achiver

ପ୍ରେରଣା ଏବିସି ମଣ୍ଟେସରି ସ୍କୁଲ,ଭୁକ୍ତାAdmission is going on, hurry up. Limited seat are available.
12/06/2023

ପ୍ରେରଣା ଏବିସି ମଣ୍ଟେସରି ସ୍କୁଲ,ଭୁକ୍ତା
Admission is going on, hurry up. Limited seat are available.

24/10/2022

May the celebrations of Diwali fill your heart with eternal joys. May the festivities of Diwali brighten your life. A very Happy Diwali to all our students and parents.

30/08/2022

Prerana ABC Montessori School,Bhukta announce FREE admission on account of Ganesh Pooja from Class- Nursery to Class-VIII for the session 2022-23 .
Intrested parents can contact us:- 9937999114
N.B-This offer is valid from 31st August to 9th September 2022.

💐🇮🇳ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଓ ଶୁଭ କାମନା🇮🇳💐ଆଜି ଭାରତ ବର୍ଷ ନିଜ ସ୍ୱାଧୀନତାର...
15/08/2022

💐🇮🇳ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଓ ଶୁଭ କାମନା🇮🇳💐

ଆଜି ଭାରତ ବର୍ଷ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରି ଗୌରବମୟ ୭୬ବର୍ଷରେ ପାଦ ଦେଇଛି l ସମଗ୍ର ବିଶ୍ୱରେ ଭାରତ ବର୍ଷକୁ ଏକ ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ସାର୍ବଭୌମତ୍ୱ ରାଷ୍ଟ୍ର ଭାବେ ଗଢି ତୋଳିବାକୁ ପ୍ରାଣବଳି ଦେଇଥିବା ମହାପୁରୁଷ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏

ପ୍ରେରଣା ଏବିସି ମଣ୍ଟେସରି ବିଦ୍ୟାଳୟରେ 76 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା | ଉକ୍ତ ବିଦ୍ୟାଳୟରେ ମୁଖ୍ୟ ଅତିଥି ଅମ୍ବIଭୋନା ବ୍ଲକ୍ ର ଚେୟାରମେନ ବରେଣ୍ୟ ଶ୍ରୀଯୁକ୍ତ କିର୍ତିଚନ୍ଦ୍ର ଦୁଆନ, ଅନ୍ୟାନ୍ୟ ଅତିଥି ଶ୍ରୀ ଠାକୁର ରାମ ପଟେଲ, ଶ୍ରୀ ଗୌରିଶଙ୍କର ଅଗ୍ରୱାଲ,ଶ୍ରୀ କୁମାର ପଟେଲ ,ଶ୍ରୀ/ଶ୍ରୀମତୀ ଗୋପାଳ ରଥ ,ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ , ଛୋଟ ଛୋଟ କୁନି ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ଉତ୍ସବ କରାଯାଇଥିଲା। ଶିଶୁ ଓ ଅଭିଭାବକମାନଙ୍କର ଆଗ୍ରହ ଓ ଶିଶୁମାନେ ବିଭିନ୍ନ ପୋଷାକ ପିନ୍ଧି ତଥା ଚିତ୍ରିତ ହୋଇ, ମୁଖ୍ୟ ଅତିଥି ଓ ସ୍କୁଲ ଅଧ୍ୟକ୍ଷ ଭାରତ ମାଆ ର ସୁଯୋଗ୍ୟ ସନ୍ତାନମାନଙ୍କର ଦିଗ ଦର୍ଶନ ନେବାପାଇଁ ଆହ୍ବାନ ଦେଇଥିଲେ।
ପ୍ରବଳ ବର୍ଷା ସତ୍ବେ ଏତେ ସଂଖ୍ୟା ରେ ଛାତ୍ର ଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ଅତ୍ୟନ୍ତ ପ୍ରେରଣା ଦାୟକ ଅଟେ।
ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ସାହୁ ସମସ୍ତ ଙ୍କୁ ପ୍ରେରଣା ପରିବାର ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ ଦେଇଥିଲେ।
ବନ୍ଦେ ମାତରମ । ବନ୍ଦେ ମାତରମ । ବନ୍ଦେ ମାତରମ ।
ଭାରତ ମାତା କି ଜୟ | ଭାରତ ମାତା କି ଜୟ | ଭାରତ ମାତା କି ଜୟ |

31/12/2021

ଇଂରାଜୀ ନୂଆବର୍ଷ ଆପଣ ଓ ଆପଣଙ୍କ ପରିବାର ପାଇଁ ସୁଖ,ଶାନ୍ତି,ସମୃଦ୍ଧି ର ବର୍ଷ ହେଉ |

World Environment Day
05/06/2021

World Environment Day

Address

Bhukta
768045

Telephone

+919938227197

Website

Alerts

Be the first to know and let us send you an email when Prerana ABC Montessori School,BHUKTA posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Prerana ABC Montessori School,BHUKTA:

Shortcuts

Share

Category