08/05/2026
ଦଶମ ପରେ କଣ କରିବେ? — ସମ୍ପୂର୍ଣ୍ଣ ମାର୍ଗଦର୍ଶିକା
ଦଶମ ଶ୍ରେଣୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଏହା ପରେ ନିଆଯାଇଥିବା ସଠିକ୍ ସିଦ୍ଧାନ୍ତ ଭବିଷ୍ୟତ କ୍ୟାରିୟରକୁ ଗଢ଼ିଥାଏ। ସେଥିପାଇଁ ଅନ୍ୟଙ୍କୁ ଦେଖି ନୁହେଁ, ନିଜ ରୁଚି ଓ ଲକ୍ଷ୍ୟ ଅନୁସାରେ ଚୟନ କରିବା ଉଚିତ।
୧. +୨ Science
ଯଦି ଆପଣଙ୍କୁ ଗଣିତ କିମ୍ବା ବିଜ୍ଞାନ ଭଲ ଲାଗେ, ତେବେ Science ଭଲ ବିକଳ୍ପ।
PCM (Physics, Chemistry, Mathematics)
ଏହା ନେଲେ ଆପଣ —
Teacher
Engineer
Software Developer
Architect
Data Scientist
NDA ହୋଇପାରିବେ।
PCB (Physics, Chemistry, Biology)
ଏହା ନେଲେ —
Doctor
Nurse
Pharmacist
Lab Technician
Agriculture Officer ହେବାର ସୁଯୋଗ ରହିଛି।
୨. +୨ Arts
Arts କେବଳ “ଦୁର୍ବଳ ଛାତ୍ର” ପାଇଁ ନୁହେଁ। ଏହାରେ ବହୁତ ଭଲ କ୍ୟାରିୟର ଅଛି।
ଭବିଷ୍ୟତ ସୁଯୋଗ
IAS / OAS
Teacher
Lawyer
Journalist
Social Worker
Police Officer
ବିଷୟ
History
Political Science
Geography
Economics
Odia
English
୩. +୨ Commerce
ଯଦି ବ୍ୟାପାର, ବ୍ୟାଙ୍କିଂ କିମ୍ବା ହିସାବ ଭଲ ଲାଗେ ତେବେ Commerce ଭଲ।
ଭବିଷ୍ୟତ କ୍ୟାରିୟର
CA
Accountant
Banker
Businessman
Financial Advisor
୪. ITI (Industrial Training Institute)
ଯେଉଁମାନେ ଶୀଘ୍ର ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ITI ଭଲ।
କୋର୍ସ
Electrician
Fitter
Welder
COPA
Mechanic
ସୁବିଧା
✅ କମ ଖର୍ଚ୍ଚ
✅ ଶୀଘ୍ର ଚାକିରି
✅ ସରକାରୀ ଓ ବେସରକାରୀ ସୁଯୋଗ
୫. Diploma Engineering
ଦଶମ ପରେ ସିଧା Engineering ର ଆରମ୍ଭ।
Branch
Civil
Mechanical
Electrical
Computer Science
ସୁବିଧା
୩ ବର୍ଷର କୋର୍ସ
ପରେ B.Tech ରେ lateral entry
୬. Computer Courses
ଆଜିର ଯୁଗରେ କମ୍ପ୍ୟୁଟର ଜ୍ଞାନ ଅତ୍ୟନ୍ତ ଦରକାର।
ଜଣପ୍ରିୟ କୋର୍ସ
DCA
PGDCA
Tally
Graphic Designing
Web Designing
୭. Skill Based Courses
Hotel Management
Fashion Designing
Photography
Animation
Digital Marketing
Spoken English
କେଉଁ Stream କାହା ପାଇଁ?
ଆଗ୍ରହ
ଭଲ ବିକଳ୍ପ
Doctor
Science (Biology)
Engineer
Science (Math)
Teacher
Arts
CA/Bank
Commerce
ଶୀଘ୍ର Job
ITI
Technical Field
Diploma