25/04/2026
Attended the PUBLIC ACCOUNTS COMMITTEE Meeting at Shimla today.
Examined the Comptroller and Auditor General Audit Reports pertaining to
Ministry of Textiles &
Handloom, GoI and Central Board of Direct Taxes.( CBDT).
Also, I spoke at length about the Policy Measures for transition in the Energy Sector.
Officials from Central and State Govt of Himachal Pradesh were present.
Very engaging discussion, indeed !
PMO India
Om Birla
25/04/2026
Arrived in Shimla today to attend the PUBLIC ACCOUNTS COMMITTEE ( PAC)Meeting with Hon’ble Sri K.C. Venugopal, Chairman , PAC, and Hon’ble MP ,Sri Vallabhaneni Balashowry.
I convey my deep sense of gratitude to Hon’ble Chief Minister, Himachal Pradesh,Sri Sukhvinder Singh Sukhu for according a warm reception to us on our arrival.
PMO India
Om Birla
23/04/2026
Chaired the Sub Committee (Defence) of PUBLIC ACCOUNTS COMMITTEE today.
Officials of the Ministry of Defence and office of Comptroller & Auditor General (C& AG) were present.
We discussed the Audit Reports pertaining to the Ordnance Factories .
Noted the viewpoints of all.
Proper planning, regular monitoring and adoption of rectification measures, wherever needed, are the key to the success of any organisation.
PMO India
Lok Sabha Secretariat
Om Birla
23/04/2026
Chaired the 8th Sitting of the JOINT PARLIAMENTARY COMMITTEE on 130th Constitution Amendment Bill , 2025, and other related Bills in the Parliament premises in Delhi today.
National Judicial Academy, Bhopal was the Prime Witness.
We heard the Organisation at length. Took its views on the subject.
So far, the Committee has heard out 20 Entities in the matter.
Useful discussion, indeed !
PMO India
Amit Shah
Om Birla
23/04/2026
ସମ୍ବଲପୁରରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ।
22/04/2026
ଆଜି ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ସମ୍ବଲପୁରର ଆରାଧ୍ୟ୍ୟ ମା ସମଲେଶ୍ୱରୀଙ୍କୁ ପୂଜା କରି ସମସ୍ତଙ୍କ ପାଇଁ ଆଶୀର୍ବାଦ କାମନା କଲୁ l
ଏହି ଅବସରରେ ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ପୂର୍ବ ବିଧାୟକ ଶ୍ରୀ @ନାଉରି ନାୟକ ଏବଂ ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
PMO India
21/04/2026
ଆଜି ସମ୍ବଲପୁର ଠାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଲା l
ମହିଳା ସଶକ୍ତିକରଣ ବିଷୟରେ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିରୋଧୀଙ୍କ ନକାରାତ୍ମକ ମନୋଭାବକୁ ଉପସ୍ଥାପନ କଲୁ l
PMO India
20/04/2026
ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ l
ଆଜି ଉତ୍ତର ଭୁବନେଶ୍ୱର ଦାଢ଼ା ପଞ୍ଚାୟତ ମରୀଚିଆ ଗ୍ରାମରେ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା l
ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ Priyadarshi Mishra ସମସ୍ତ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
PMO India
20/04/2026
ମଧ୍ୟ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଲୁ l
ଏହି ଅବସରରେ ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
PMO India
19/04/2026
#ସାଂସଦ_ଚିକିତ୍ସା_ଶିବିର
ଆଜି ଭୁବନେଶ୍ୱର ଲୋକସଭା ଖୋର୍ଦ୍ଧା ବିଧାନସଭା ଟାଙ୍ଗୀ ବ୍ଲକ ଠାରେ ସାଂସଦ ଚିକତ୍ସା ଶିବିର ଅନୁଷ୍ଠିତ ହେଲା l
➡️ପ୍ରତେକ ମାସ ତୃତୀୟ ରବିବାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ନିୟମିତ ଭାବେ ଅନୁଷ୍ଠିତ ହେଉଛି l
➡️ଦୂର ଦୁରାନ୍ତ ଗ୍ରାମାଞ୍ଚଳରେ ଏହା ସ୍ୱାସ୍ଥ୍ୟ ସେବା ସୁଦୃଢ ଏବଂ ସୁନିଶ୍ଚିତ କରୁଛି l
➡️ପ୍ରତି ଶିବିରରେ 500 ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଦିଆ ଯାଉଛି l
➡️ସାଂସଦ ଭାବେ ମୁଁ ସମସ୍ତଙ୍କୁ ନିଶୁକ୍ଳ ଔଷଧ ମଧ୍ୟ ଯୋଗାଇ ଦେଉଛି l
➡️ପ୍ରାୟତଃ ସମସ୍ତ ବିଭାଗର ଚିକିତ୍ସା ପହଞ୍ଚିବା ପାଇଁ ପ୍ରୟାସ କରୁଛୁ l
ଏହି ଅବସରରେ ବିଧାୟକ ଶ୍ରୀ Prasant Kumar Jagadev ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
PMO India
19/04/2026
ଆଜି ଓଡିଶା ମୋଟର ଚାଳକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଲୁ l
ଏହି ଅବସରରେ ସମସ୍ତ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l
PMO India
16/04/2026
Natural Gas Pipeline ( PNG) is proactively been encouraged to be laid by Gas Authority of India Ltd in Bhubaneswar City.
As Cooking Gas it is much more economical than LPG Cylinder and much safer.
It is pleasure to request the housewives to be safe and hassle - free.
I had the pleasure of lighting up Cooking Gas Stoves in a few kitchens in Nayapalli area of Bhubaneswar yesterday.
I do it because it is good for our residents.
I personally monitor the progress of laying the pipeline and getting the households connected.
PMO India