30/05/2025
NIJUKTI BULLETIN | 30 ମଇ 2025 | Today’s Job News in Odia
ସକାଳ ସାଢ଼େ ତିନିଟାରେ ଆସିଗଲା ଆଜିର ନିଯୁକ୍ତି ବୁଲେଟିନ୍!
ଦେଶ ଓ ରାଜ୍ୟର ନୂଆ ନିଯୁକ୍ତି ଖବର, ନିଜ ଜିଲ୍ଲାରେ ଚାକିରି ଅବସର, ନୂଆ ଜବ ନୋଟିଫିକେସନ୍, ଓ ଆବେଦନ ତାରିଖ ସହ ଆଜିର 30ଟି ମୁଖ୍ୟ ନିଯୁକ୍ତି ସମ୍ବାଦ।