ATBN

ATBN ପୁରାତନ ବିଦ୍ୟାର୍ଥୀ ପରିଷଦ

14/10/2024

I request all batches to share some group photo of your batch students to 8260981144 . So that we can enhance the decoration. If you don't have any old group photos you can share recent photos. 👍 It's not mandatory to have all students in that frame if you have 4-5 student's group photo please share that also.

13/10/2024

ଯୋଉ ଭାଇ ଭଉଣୀ ମାନେ 1987 ରୁ 2024 ପର୍ଯନ୍ତ ଆର୍ତତ୍ରାଣ ବିଦ୍ୟାନିକେତନ ସ୍କୁଲ ରେ ଅଧ୍ୟାପନା କରିସାରିଛନ୍ତି. ସମସ୍ତଙ୍କୁ ଜଣେଇଦିଆଯାଉଛି କି ଆମର ସମସ୍ତଙ୍କର ପ୍ରିୟ ସାର ଶ୍ରୀଯୁକ୍ତ ବାମଦେବ ମିଶ୍ର ସାର ଙ୍କ ଅବସର ନଭେମ୍ବର 30 ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି ତେଣୁ ସମସ୍ତଙ୍କୁ ଅନୁରୋଧ ଯିଏ ଯୋଉ ବ୍ୟାଚ ର ପିଲାମାନେ ଅଛନ୍ତି ସେମାନେ ସମସ୍ତଙ୍କୁ ଟିକେ ଆପଣ ମାନେ ଜଣାନ୍ତୁ.

13/10/2024

ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ଦଶହରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା.

Address

Alisi Sasan Khordha
Bhubaneswar
752102

Website

Alerts

Be the first to know and let us send you an email when ATBN posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category