All Odisha BPUT Students Association

All Odisha BPUT Students Association ALL ODISHA BPUT STUDENTS ASSOCIATION(AOBSA) IS AN ASSOCIATION FORMED BY TAKING AIM THAT WE WILL FIGH HELP LINE NO-9853500090

ALL ODISHA BPUT STUDENTS ASSOCIATION(AOBSA) IS AN ASSOCIATION FORMED BY TAKING AIM THAT WE WILL FIGHT FOR BPUT STUDENTS RIGHTS.AS NOW A DAYS IT IS OBSERVED THAT MOST OF THE STUDENTS ARE BEING EXPLOITED BY PRIVATE COLLEGE MANAGEMENT AND THEIR FACULTY MEMBERS...IF SO ALL ODISHA BPUT STUDENTS ASSOCIATION(AOBSA) IS WITH YOU.

ଅଲ୍ ଓଡିଶା ବିପିୟୁଟି ଛାତ୍ରସଂଘ ପରିବାର ତରଫରୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭାଇ..Biswajit JenaAobsa Parivar
05/09/2020

ଅଲ୍ ଓଡିଶା ବିପିୟୁଟି ଛାତ୍ରସଂଘ ପରିବାର ତରଫରୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭାଇ..
Biswajit Jena
Aobsa Parivar

ଅଲ୍ ଓଡିଶା ବିପିୟୁଟି ଛାତ୍ରସଂଘ ପରିବାର ତରଫରୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭାଇ..Abhisek AcharyaAobsa Parivar
02/09/2020

ଅଲ୍ ଓଡିଶା ବିପିୟୁଟି ଛାତ୍ରସଂଘ ପରିବାର ତରଫରୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭାଇ..
Abhisek Acharya
Aobsa Parivar

ଏକ ବ୍ୟକ୍ତିତ୍ୱ ଯିଏ ଟାଣି ଦେଇ ପାରୁଥିଲେ ବିରୋଧୀ ସ୍ଵର ରେ ବନ୍ଧୁତ୍ବ ର ଗାର, ଯିଏ ନଷ୍ଟ କରିଦେଇ ପାରୁଥିଲେ ଶତୃ ମାନଙ୍କର ସମସ୍ତ କୁଟନୀତି କୁ...
25/12/2019

ଏକ ବ୍ୟକ୍ତିତ୍ୱ ଯିଏ ଟାଣି ଦେଇ ପାରୁଥିଲେ ବିରୋଧୀ ସ୍ଵର ରେ ବନ୍ଧୁତ୍ବ ର ଗାର, ଯିଏ ନଷ୍ଟ କରିଦେଇ ପାରୁଥିଲେ ଶତୃ ମାନଙ୍କର ସମସ୍ତ କୁଟନୀତି କୁ , ଆଉ ଅନେକ ଭାବ ଭରା ସ୍ଵର ରେ କିଣି ଦେଇ ପାରୁଥିଲେ ପୁରା ବିଶ୍ଵ ର ମନ କୁ...ଜନ୍ମ ଦିନ ର ଅନେକ ଶୁଭେଛା ଆମର ପ୍ରିୟ ଅଟଳ ଜୀ ଙ୍କୁ.

WELCOME NEW VC OF BPUT Shri D.V.Swamy.
16/07/2018

WELCOME NEW VC OF BPUT Shri D.V.Swamy.

28/05/2018

ଆର୍ଥିକ ଅନିୟମିତତା ଅଭିଯୋଗ ପରେ ବିଦା ହେଲେ BPUT କୁଳପତି ଚିତ୍ତରଂଜନ ତ୍ରିପାଠୀ, ଅଭିଯୋଗର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଣିଥିଲା ଅଭିଯୋଗ, BPUT ଦାୟିତ୍ୱ ନେଲେ ଉତ୍ତରାଞ୍ଚଳ ଆର୍‌ଡିସି ଡି.ଭି. ସ୍ୱାମୀ

03/03/2018
ଅଲ୍ ଓଡିଶା ବି.ପି.ୟୁ.ଟି ଛାତ୍ର ସଂଘ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରାଇବାକୁ ଚାହେଁ;ଆମ୍ଭେ ମାନେ ...
11/02/2018

ଅଲ୍ ଓଡିଶା ବି.ପି.ୟୁ.ଟି ଛାତ୍ର ସଂଘ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରାଇବାକୁ ଚାହେଁ;ଆମ୍ଭେ ମାନେ ଆମ୍ଭ ଦାବି ଜଣାଇବାକୁ ଆମ୍ଭର କୁଳପତି ଶ୍ରୀ ସଂଜୟ ସିଂହ ଙ୍କ ନିକଟକୁ ଯାଇଥିଲୁ କିନ୍ତୁ ସେ କିଛି ପଦକ୍ଷପ ନ ନେବାରୁ ସେଠାରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା ,ଏବଂ ଏହାର ଫଳ ସ୍ବରୂପ ଆମ୍ଭର ୮ ଜଣ ଛାତ୍ରଙ୍କୁ ଦେଢ ଦିନ ଝାରପଡା ଜେଲ୍ ର ଦଣ୍ଡାଦେଶ ଭୋଗ କରିବାକୁ ପଡିଥିଲା।କାରଣ ଆମ୍ଭ ସଂଘ ବି.ପି.ୟୁ.ଟି ଛାତ୍ର ମାନଙ୍କ ହକ୍ ପାଇଁ ଦୀର୍ଘ ୧୦ ବର୍ଷ ହେଲା ଲଢେଇ କରି ଆସୁଛି।ଏହି ସଂଘ କୌଣସି ରାଜନୈତିକ ଦଳ ର ନୁହେଁ।ଯଦି ଆମ୍ଭ ପ୍ରତିବାଦ ଗୁଣ୍ଡାରାଜ ସହ ସମାନ ତାହାଲେ ଆପଣ ଙ୍କ ଏହି ଭଳି ମନ୍ତବ୍ୟ କୁ ଉଚିତ୍ ଉତ୍ତର ଦବୁ।
ବିଶ୍ୱଜିତ୍ ଜେନା (ସଭାପତି ଅଲ୍ ଓଡ଼ିଶା ବିପିୟୁଟି ଛାତ୍ର ସଂଘ)

  // Special notice  2016-17 Re-Schedule,Extended ExamAs per our previous demand & Strike  special examination time tabl...
29/08/2017

// Special notice
2016-17 Re-Schedule,Extended Exam

As per our previous demand & Strike special examination time table Re scheduled kindly check it WWW.BPUTEXAM.IN.

1st Sitting 10Am-1Pm
2nd Sitting 2Pm-5Pm

With Regards:- Aobsa Parivar

AOBSA//NOTICESPECIAL PAPER CENTER NOTICEKEEP IN TOUCHWITH REGARDSAobsa ParivarHelpline no.:- 8270038527(AGS)91788 52143(...
22/08/2017

AOBSA//NOTICE
SPECIAL PAPER CENTER NOTICE
KEEP IN TOUCH
WITH REGARDS
Aobsa Parivar

Helpline no.:-
8270038527(AGS)
91788 52143(GS)
985-350-0090(president)

Thank you

 # Shyam_Sundar_Pattnaik Resignation Was Approved !New VC Bput Rourkela  # Sanjay_singhP k patra - principal SecretaryWe...
13/08/2017

# Shyam_Sundar_Pattnaik Resignation Was Approved !
New VC Bput Rourkela # Sanjay_singh
P k patra - principal Secretary
Welcom new V. C of BPUT
With regards :-
Aobsa Parivar

AOBSA NOTICEAfter a heavy pressure of AOBSA result of 6th sem publish and if the student have cleared all the paper then...
11/08/2017

AOBSA NOTICE
After a heavy pressure of AOBSA result of 6th sem publish and if the student have cleared all the paper then he/she can download there provisional sheet from the login id after 12 august 2017..
http://bputexam.in/studentsection/resultpublished/
studentresult.aspx
For more details
Contact
8270038527(Biplab)Asst.General secretary
91788 52143(Tushar)General Secretary
985-350-0090(Bikun)President
Witha Regards
Aobsa Parivar
Thank u

Address

Bhubaneswar
754012

Alerts

Be the first to know and let us send you an email when All Odisha BPUT Students Association posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to All Odisha BPUT Students Association:

Shortcuts

Share

Category