KC BIDYAPITHA,Mundamuhan,janla,khoradha

KC BIDYAPITHA,Mundamuhan,janla,khoradha home of warriors....

13/07/2024

ଓଁ ସଦଗତି 🙏🏽🚩
ସୁରେନ୍ଦ୍ର ନାଥ ସୁବୁଦ୍ଧିଙ୍କୁ ସ୍ମରଣ ଓ ଶ୍ରଦ୍ଧାଞ୍ଜଳି

ଆମ ଅଞ୍ଚଳର ପ୍ରଖ୍ୟାତ ଶିକ୍ଷାବିତ୍ ଛତାବର ପଞ୍ଚାୟତ, ଜାମୁଝରୀ ଗ୍ରାମର ସୁଯୋଗ୍ୟ ସନ୍ତାନ, ଖୋର୍ଦ୍ଧା ଜିଲ୍ଲା କୃଷ୍ଣଚନ୍ଦ୍ର ବିଦ୍ୟାପିଠ, ମୁଣ୍ଡମୁହାଣର ପୁର୍ବତନ ପ୍ରଧାନ ଶିକ୍ଷକ ୰ସୁରେନ୍ଦ୍ର ନାଥ ସୁବୁଦ୍ଧିଙ୍କର ଗତକାଲି ରାତ୍ର ୧୦ଘ. ସମୟରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ଵର୍ଷ ବୟସ ହୋଇଥିଲା ।
ସ୍ୱର୍ଗତ ସୁରେନ୍ଦ୍ର ନାଥ ସୁବୁଦ୍ଧି ତାଙ୍କ ଶିକ୍ଷକତା ସମୟରେ ଅନେକ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମାଜର ଅନେକ ଉଚ୍ଚ ସୋପାନରେ ଅବସ୍ଥାପିତ କରି ସମାଜରେ ସବୁ ବର୍ଗର ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଜଣେ ଦକ୍ଷ ପ୍ରଶାସକ, ଛାତ୍ର ବତ୍ସଳ ଶିକ୍ଷକ, ତଥା ଜଣେ ସଚ୍ଚା ପରିବେଶବିତ୍ ଭାବରେ ତାଙ୍କର ଯଥେଷ୍ଟ ସୁନାମ ରହିଛି ।

16/11/2021

ଆମ ବିଦ୍ୟାଳୟରେ ପ୍ରଥମ କରି ଅତ୍ୟାଧୁନିକ ଶ୍ରେଣୀ ଗୃହରେ ଶିକ୍ଷାଦାନ ଆରମ୍ଭ

26/06/2021

ମୌସୁମୀ ଆଗମନ ରେ ସବୁଜ ସ୍ନିଗ୍ଧ କୃଷ୍ଣଚନ୍ଦ୍ର ବିଦ୍ୟାପୀଠ, ମୁଣ୍ଡମୁହାଁଣର ପରିସର

31/01/2020
ଆନ୍ତଃ ବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଅବସରରେ ମୁଖ୍ୟଅତିଥି ପଦ୍ମବିଭୂଷଣ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଛାତ୍ରଛାତ୍ରୀ ଙ୍କ ଗହଣ ରେ, ପାଖରେ...
19/01/2019

ଆନ୍ତଃ ବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଅବସରରେ ମୁଖ୍ୟଅତିଥି ପଦ୍ମବିଭୂଷଣ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ଛାତ୍ରଛାତ୍ରୀ ଙ୍କ ଗହଣ ରେ, ପାଖରେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଦୋଷ ଜେନା

On the eve of Inter School sports
19/01/2019

On the eve of Inter School sports

ଶିଶୁ ମହୋତ୍ସବ୨୦୧୮ ରେ ମଞ୍ଚାସୀନ ଅତିଥିବୃନ୍ଦ
15/11/2018

ଶିଶୁ ମହୋତ୍ସବ୨୦୧୮ ରେ ମଞ୍ଚାସୀନ ଅତିଥିବୃନ୍ଦ

ପୁରସ୍କାର ବିତରଣୀ ସମୟରେ ଯାଆଁଳା ସରପଞ୍ଚ ପ୍ରଦୋଷ ଜେନା ଓ ବରିଷ୍ଠ ଆଇନଜୀବୀ ଦାତାରାମ ଅଶୋକ କୁମାର ମଙ୍ଗରାଜ
15/11/2018

ପୁରସ୍କାର ବିତରଣୀ ସମୟରେ ଯାଆଁଳା ସରପଞ୍ଚ ପ୍ରଦୋଷ ଜେନା ଓ ବରିଷ୍ଠ ଆଇନଜୀବୀ ଦାତାରାମ ଅଶୋକ କୁମାର ମଙ୍ଗରାଜ

ଶିଶୁ ମହୋତ୍ସବ ୨୦୧୮
15/11/2018

ଶିଶୁ ମହୋତ୍ସବ ୨୦୧୮

Prize distribution by the dignitaries on the eve of Sishu divas.
17/11/2017

Prize distribution by the dignitaries on the eve of Sishu divas.

17/11/2017

Address

Mundamuhan
Bhubaneswar
752054

Website

Alerts

Be the first to know and let us send you an email when KC BIDYAPITHA,Mundamuhan,janla,khoradha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category