ଲୋକ କହୁଛନ୍ତି
ପାଚେରୀ ନିର୍ମାଣରୁ ଯୋଉ PC ଦିଆହେଇଥିଲା ସେଇ ପଇସାରେ ବସନ୍ତ ଉତ୍ସଵରେ DJ ଆସିଛି ।
Ramadevi Women's University Voice
Contact information, map and directions, contact form, opening hours, services, ratings, photos, videos and announcements from Ramadevi Women's University Voice, Community College, Bhubaneswar.
04/03/2020
14/02/2020
National Day 2 remember:
There is CANDLE LIGHT MARCH 14th , FEB. (THE BLACK DAY)
Regards
Rdians
12/02/2020
National Day 2 remember:TAKE A STAND AND HONOUR THOSE WHO HAVE LOST THEIR LIVES AS A RESULT OF DOMESTIC AND FAMILY VIOLENCE. There is CANDLE LIGHT VIGIL, 14th , FEB. (THE BLACK DAY) at RAMADEVI WOMEN'S UNIVERSITY at 10.00a.m organized by R. D. W. U Students.AND SIGNATURE CAMPAIGN BY the STUDENTS 4 INDIAN FLAG for our University.Everyone is welcome.
Regards Leena Nandita Parida (96668770170) Pravasini Behera(9090235256) Subhasmita Singh(8144002184)
12/02/2020
Honourable Education Minister, Mr. Arun Sahoo, before giving d comment on d knowledge nd skill level of d students of R. D. W. U then ask a question to urself nd d modern education system. If faculties are busy in administrative works, if semester results are declared after the 4-5 months, project works are not given enough time, guidance nd attention, if more than 40-50 Percent faculties are guest faculties , When u commented on d general knowledge of RDIANS Then I think u expected more from RDIANS.Thats why RDIANS will remain grateful to you.
AND STOP POLITICISSM!!!!
AND U visited RDWU only for a day nd u stated dat RDIANS have no general knowledge. I hope u ll definitely give d best answer of my questions,bcoz u are with one enough knowledge nd power.
Thanking you
RDIANS
ଦିନ ଦିପହରରେ ଭୁବନେଶ୍ୱର ଛାତି ଉପରେ ଛାତ୍ରୀଙ୍କୁ ଗୁଳିମାଡ ।
31/01/2020
ପରୀକ୍ଷା ପ୍ରତିବାଦ । PARIKSHYA PRATIBAD । Nandighoshatv Available On: Airtel Digital TV: Channel Number 611 Stay tuned with us for all the breaking news ! Visit Our Website :https://nandigho...
27/08/2019
▪ ଗତକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା ଏହି ନାରୀ ନେତ୍ରୀ ଜଣକ ଚିତ୍କାର କରି କହୁଥିଲେ ଅଣଛାତ୍ର ମାନେ କ୍ୟାମ୍ପସରେ ତାଲା ପକାଇଲେ ଆମେ ରମାଦେବୀର ଛାତ୍ରୀମାନେ ପ୍ରଶ୍ନ ଉଠାଇବାକୁ ଚାହୁଁ ସେ ନାରୀ ନେତ୍ରୀ କିଏ?? ସେ ଭୁଲି ଯାଇଛନ୍ତି କି ସେ ନିଜେ ହିଁ ଅଣଛାତ୍ରୀ ଆଉ ବିଜେଡିର ପ୍ରତିନିଧୀ ସେ ତ ନିଜେ ରମାଦେବୀର ଛାତ୍ରୀ ନୁହଁ ।ଆଉ ସେ ନିଜେ ବୋଧେ ଜାଣିନାହାନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟର Uniform କେଉଁଟା ।ଆମେ ସମସ୍ତେ ରମାଦେବୀର ଛାତ୍ରୀହିସାବରେ ଆମ ହକ୍ ପାଇଁ ଆନ୍ଦୋଳନ କରୁଥିଲୁ ।
▪ଆଉ ଗୋଟେ କଥା କହିଲେ ସେ ଯେ ରମାଦେବୀରେ ଛାତ୍ର ମାନେ ପ୍ରବେଶ କରି ଗଣ୍ଡଗୋଳ କରାଇଛନ୍ତି । ଆମେ କହି ରଖିବାକୁ ଚାହୁଁ ତୁମେ ମାନେ ହେଉଛ ସେଇମାନେ ଯେଉଁମାନେ ବିନା ଭାଡଟିଆ ଗୁଣ୍ଡା ମାନଙ୍କ ବିନା କ୍ୟାମ୍ପସରେ ନିର୍ବାଚନ ଲଢିପାରନି ।
▪ପ୍ରତେକ ଦିନ କ୍ୟାମ୍ପସରେ ବିଜେଡିର ଭଡାଟିଆ ଗୁଣ୍ଡାମାନେ କ୍ୟାମ୍ପସରେ ଅବାଧ ପ୍ରବେଶ କରୁଛନ୍ତି ସେତେବେଳେ କେଉଁଠି ଥାଅ ନେତ୍ରୀମାନେ ।
▪ଆଉ କହିଲେ ମାତ୍ର ୫/୬ଜଣ ଆନ୍ଦୋଳନ କରି ଗେଟ୍ ତାଲା ପକାଇଛନ୍ତି ଆଉ ତୁମ ସହିତ କେତେଜଣ ଥିଲେ ମାତ୍ର ତୁମେ ଆଉ ତୁମ ଭାଇ ଙ୍କୁ ଲଗାଇ ୩।। କିନ୍ତୁ ଆମ ସହ ପୂରା କ୍ଯାମ୍ପସ ଥିଲା ସେଥିପାଇଁ ତୁମ ୩ ଜଣଙ୍କୁ ଛାଡି ଆଉ ସମସ୍ତେ ଆମକୁ ସହଯୋଗ କରି ବିରୋଧ କରିବା ପରିବର୍ତ୍ତେ Support କରିଥିଲେ ।
27/08/2019
▪ରମାଦେବୀ ଛାତ୍ରୀ ମାନଙ୍କର ଅଧିକାର ପାଇଁ
▪ଗଣତାନ୍ତ୍ରିକ ପ୍ରକିୟାର ସୃଦୃଢୀକରଣ ପାଇଁ
▪ଓଡିଶାର ଆଗାମୀ ଛାତ୍ରୀ ନେତୃତ୍ବ ନିର୍ମାଣ ପାଇଁ
▪କ୍ୟାମ୍ପସରେ ଛାତ୍ରୀ ମାନଙ୍କର ସୁରକ୍ଷା ପାଇଁ
ଆମ ସମସ୍ତଙ୍କର ଅଧିକାର ପାଇଁ "ଛାତ୍ର ସଂସଦ ନିର୍ବାଚନ" ର ଆବଶ୍ୟକତା ପାଇଁ ଗଣତନ୍ତ୍ରର ମଜବୁତ ପାଇଁ ଆଜି ଏବିଭିପି ତରଫରୁ ରମାଦେବୀ ମହିଳା ବିଶ୍ବବିଦ୍ଯାଳୟରେ ଛାତ୍ରୀମାନଙ୍କ ଦ୍ବାରା ଦୀର୍ଘ ୧ ଘଣ୍ଟାଧରି ଗେଟ୍ ତାଲା ପକାଗଲା । ଛାତ୍ର ସଂସଦ ନିର୍ବାଚନରୁ ନେତା ହୋଇ ଭୁଲ୍ ବଶତଃ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ମନ୍ତ୍ରୀ ପଦରେ ବସି ଏକ ପ୍ରତ୍ୟେକ୍ଷ ଭାବେ ଗଣତନ୍ତ୍ର କୁ ହତ୍ୟା କଲାଭଳି ଯେଉଁ ନିଷ୍ପତ୍ତି ନେଲେ ତାହାକୁ କେବେ ଏ ଛାତ୍ରୀ ସମାଜ ବରଦାସ୍ତ କରିବ ନାହିଁ। ଆଜି ବିଦ୍ୟାର୍ଥୀ ପରିଷଦ ତରଫରୁ ତାଙ୍କୁ ସମ୍ମାନିତ ସହକାରେ ତାଙ୍କ ପୋଷ୍ଟରରେ ଗୋବର ବୋଳାଯାଇ କୁଶପୁତ୍ତଳିକା ଦାହ କରାଗଲା ।
କହିରଖିବାକୁ ଚାହେଁ ଏତେ ଯଦି ପରିବର୍ତ୍ତନ କରିବାକୁ ଆପଣଙ୍କର ଇଚ୍ଛା ଆପଣ ଆପଣଙ୍କର ଭଡାଟିଆ ଗୁଣ୍ଡା ଲଗେଇ ଯେଉଁ କ୍ୟାମ୍ପସ ସାମ୍ନାରେ ଯାତ୍ରା କରାଅ ଆଉ ମନ୍ତ୍ରୀମାନଙ୍କର ବାହାଘର ଭୋଜି ଭଳିଆ ଟେଣ୍ଡ ଲଗାଇ ଯେଉଁ ଖାଇବା ବାଣ୍ଟ ତାହାକୁ ପରିବର୍ତ୍ତନ କଲେଣି । କ୍ୟାମ୍ପସରେ ଯଦି ଏତେ ପରିବର୍ତ୍ତନ କରିବାକୁ ଇଚ୍ଛା ତାହାଲେ ଏପର୍ଯ୍ଯନ୍ତ କ'ଣ ପାଇଁ ରମାଦେବୀର ୨ୟ କ୍ଯାମ୍ପସ ଘୋଷଣା କଲନି ।
ଆଉ କେବେ ଯଦି ଶିକ୍ଷା ମନ୍ତ୍ରୀ ରମାଦେବୀ ବିଶ୍ଵବିଦ୍ୟାଳୟକୁ ପଶିବାକୁ ଚେଷ୍ଟା କରନ୍ତି ତାହାଲେ ଆଜିର ଘଟଣାକୁ ବାସ୍ତବ ରୂପ ଦେବୁ ।
"ଛାତ୍ର ସଂସଦ ନିର୍ବାଚନ ଆମର ଦାବି"
" ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି "
ଛାତ୍ର ସଂସଦ ନିର୍ବାଚନକୁ ନେଇ ଏ ସମାଜର ଭ୍ରାନ୍ତ ଧାରଣା ସୂଚାଉଛି ଆଜି ଏ ସମାଜ କେତେତଳେ ଅଛି ଏ ସମାଜର ଭାବନା କେତେ ନିମ୍ନ ସ୍ତରର ହେଇଯାଇଛି । ଆଜି ଏ ଶିକ୍ଷିତ ସମାଜ କହୁଛି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେଇଛି ଭଲ ହେଇଛି ପିଲାଙ୍କ ପାଠ ପଢା ନଷ୍ଟ ହେବନି ।କାଲି ଯାଏଁ ଏ ଶିକ୍ଷିତ ସମାଜ ପିଲାଙ୍କ ପାଠ ପଢା ଛାଡି ନିଜ ହକ ପାଇଁ ଯାଇ ଯେତେବେଳେ ଲୋୟର ପିଏମଜି ରେ ପୁଲିସ ସହ ଲଢେ଼ଇ କରୁଥିଲେ ସେତେବେଳେ ପିଲାଙ୍କ ପାଠ ପଢା ଦେଖାଯାଉନଥିଲା କାହିଁକି ନା ସେଥିରେ ନିଜ ସ୍ୱାର୍ଥ ଜଡିତ ଥିଲା ।କାଲି ଯାଏଁ ଯିଏ ଆମେ ଏତେ ପାଠ ପଢିଛୁ ଆମକୁ ଚାକିରି ଦିଅ କହି ଲୋୟର ପିଏମଜି ଗଳା ଫଟେଇ ଚିତ୍କାର କରୁଥିଲା ସିଏ ଆଜି କହୁଛି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେଇଛି ଭଲ ହେଇଛି ପିଲାଙ୍କ ପାଠ ପଢା ନଷ୍ଟ ହେବନି ।ଆଜି ବି ସମାଜର ସବୁ ଶ୍ରେଣୀର ଲୋକ ନିଜର ହକ ପାଇଁ ଲୋୟର ପିଏମଜିରେ ରାତିକାଟୁଛନ୍ତି କୋଉ ଦିନ ଅଙ୍ଗନୱାଡି କର୍ମୀ ଆସୁଛନ୍ତି ତ କୋଉଦିନ ଆସା କର୍ମୀ ଆସୁଛନ୍ତି ଆଉ କୋଉଦିନ ଚାଷୀ,ଖଟିଖିଆ,ମୂଲିଆ ମହାସଂଘର ଲୋକ ଆସୁଛନ୍ତି ।ମୋର କାହାର ହକକୁ ନେଇ ଲଢ଼ିବା ଉପରେ କିଛି ପ୍ରଶ୍ନ ନାହିଁ । ମୋର ପ୍ରଶ୍ନ ? ଯଦି ସମାଜର ସବୁ ଶ୍ରେଣୀ ଲୋକମାନଙ୍କର ହକ ଆମେ ଚୟନ କରୁଥିବା ନେତାମାନେ କରିପାରୁନାହାନ୍ତି ତାହାଲେ ତାର ବିକଳ୍ପ ରୂପେ ଛାତ୍ର ସଂସଦ ନିର୍ବାଚନ ରେ ଛାତ୍ର ଜୀବନରୁ ତିଆରି ହେଉଥିବା ନେତୃତ୍ୱ ନେବାର କଳା କୁ ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଛାତ୍ର ଜୀବନରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ତିଆରି ହେଉଥିବା ସଚେତନକୁ ମୂଳ ଉତ୍ପାଡନ କରିବାକୁ ସରକାର ନେଇଥିବା ନିଷ୍ପତି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦକରିବାକୁ ଆମେ କେମିତି ସମର୍ଥନ କରୁଛନ୍ତି ???
ନିଜ ପଦବୀ କୁ ସୁରକ୍ଷିତ ରଖିବା ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାର ରାସ୍ତାକୁ ଆପଣେଇଲେ ମନ୍ତ୍ରୀ ଅରୁଣ ସାହୁ ।
Click here to claim your Sponsored Listing.
Location
Category
Website
Address
Bhubaneswar