ରେଭେନ୍ସା ବିଶ୍ଵବିଦ୍ୟାଳୟରେ Ph.D. Scholar ଶ୍ୟାମ ସୁନ୍ଦର ସାହୁ ଙ୍କୁ ଧର୍ମପଦ ହଷ୍ଟେଲ ରେ ହଷ୍ଟେଲ କତୃପକ୍ଷ ସାମ୍ନାରେ BCJD ଛାତ୍ର ନେତା ଅଶୋକ ତାଣ୍ଡି ଏବଂ ସିଦ୍ଧାର୍ଥ ଷଡ଼ଙ୍ଗୀ ଦ୍ଵାରା Ragging କରାଯାଇଛି। ତାଙ୍କୁ ଜୀବନରୁ ମାରିଦେବା ଧମକ ସହ ତାଙ୍କର ମୋବାଇଲ୍ କୁ ଛଡେଇ ନେଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରଶାସନ ଦୋଷୀ ମାନଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆଜି ଏବିଭିପି ରେଭେନ୍ସା ବିଶ୍ଵବିଦ୍ୟାଳୟ ତରଫରୁ ରେଭେନ୍ସା ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଶାସନ ଙ୍କୁ ଚେତାବନୀ କରାଯାଇଛି ୪୮ ଘଣ୍ଟା ମଧ୍ୟରେ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜାଉ ନଚେତ୍ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅନଶନ ରେ ବସିବା ସହ ରାଜ୍ୟର ପ୍ରତ୍ୟେକ କ୍ୟାମ୍ପସରେ ଆନ୍ଦୋଳନ କରାଯିବ।
CMO Odisha
Anti ragging
RAVENSHAW UNIVERSITY, CUTTACK
OTV
Dharmendra Pradhan
UGC
Ministry of Education
Governor Odisha
ABVP Utkal University
This is a student organization of Abvp.
04/11/2023
ଉତ୍କଳ ବିଶ୍ୱବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ BDA ପ୍ରକଳ୍ପ କୁ ବିରୋଧ କରି ଆନ୍ଦୋଳନ ।
15/10/2023
ଏବିଭିପି ଉତ୍କଳ ବିଶ୍ୱବିଦ୍ୟାଳୟର ୨୦୨୩ ଶିକ୍ଷା ବର୍ଷ ନିମନ୍ତେ ନୂତନ କ୍ୟାମ୍ପସ୍ ୟୁନିଟ୍ ଘୋଷଣା ହୋଇଯାଇଛି l ସ୍ଥାନୀୟ ମନ୍ଦିରରେ ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଶ୍ରୀ ବୈଲୋଚନ ସାହୁ ଓ ରାଜ୍ୟ ସମ୍ପାଦକ Arijeet Pattanaik ଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହେବା ସହ ନୂତନ କାର୍ଯ୍ୟକାରିଣୀ ଘୋଷଣା ହେଲା l ନୂତନ ସଭାପତି ରୂପେ ସତ୍ୟବ୍ରତ ପ୍ରଧାନ ଓ ସମ୍ପାଦକ ରୂପେ ମକରନ୍ଦ ବେଶରା ଦାୟିତ୍ୱ ପାଇବା ସହ ଟିମ୍ ଘୋଷଣା ହୋଇଛି l ଘୋଷଣା ହେବା ପରେ ଶୋଭାଯାତ୍ରା ହେବା ସହ ମୁଖ୍ୟ ଫାଟକରେ ଏହି ଅବସରରେ ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ନାୟକଙ୍କ ସହ ଭେଟ ହେବା ସହ ବାଣ ଫୁଟାଇ ଅଭିନନ୍ଦନ ଉତ୍ସବ ପାଳନ ହୋଇଥିଲା l
Breaking:
ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତିନୋଟି ପଦରେ ଐତିହାସିକ ବିଜୟ!
ସଭାପତି ପଦରେ ତୁଷାର ଡେଢ଼ା, ସମ୍ପାଦକ ପଦରେ ଅପରାଜିତା ଏବଂ ସହ ସମ୍ପାଦକ ପଦରେ ସଚିନ ବୈସଲା ଆକର୍ଷଣୀୟ ବିଜୟ ହାସଲ କରିଛନ୍ତି , ଏହି ଖୁସିରେ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଉତ୍ସାହର ସହ ଉତ୍ସବ ପାଳନ କରାଗଲା।
15/09/2023
ରାଷ୍ଟ୍ରବାଦି ଛାତ୍ର ସଂଗଠନ ଏବଂ ଗଣତନ୍ତ୍ର ବିରୋଧୀ ରାଜନୈତିକ ଦଳ ମଧ୍ୟରେ ଫରକ୍ ଏଥିରୁ ବାରି ହୋଇଯାଏ।
11/09/2023
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସର ବିଭିନ୍ନ ସମସ୍ୟା କୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କତୃପକ୍ଷଙ୍କୁ ଦାବି ଜଣାଯାଇଛି।
07/09/2023
ବିଶ୍ୱବିଦ୍ୟାଳୟ ରେ ସ୍ବାଧିନତା ସଂଗ୍ରାମୀ ମହାପୁରୁଷଙ୍କ ପୋଷ୍ଟର ଚିରୁଥିବା ଲୋକଙ୍କ ମାନସିକତା କଣ ହେଇପାରେ ଏଥିରୁ ଅନୁମାନ କରନ୍ତୁ । ବିଦ୍ୟାର୍ଥିମାନେ ଏହାର ଉଚିତ୍ ଜବାବ ଦେବେ ।
ବନ୍ଦେ ଉତ୍କଳ ଜନନୀ
ଉତ୍କଳ ବିଶ୍ଵବିଦ୍ୟାଳୟ ରେ 5t ସଚିବଙ୍କ ସପକ୍ଷରେ ବିଜୁ ଛାତ୍ର ଜନତା ଦଳ sticker ଲଗାଇବା ସବୁ ଆଡେ ର ଓଡ଼ିଆ ସ୍ୱାଭୀମାନ ର ପ୍ରତୀକ ଗୋପବନ୍ଧୁ ଦାସ, ଫକିର ମୋହନ ସେନାପତି, ସାରଳା ଦେବୀ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପୋଷ୍ଟର ଲଗାଯାଇଥିଲା l ଆଜି ସକାଳୁ bcjd ଗୁଣ୍ଡା ମାନେ ନେତାଜୀ ସୁବାଷ୍ ବୋଷ , ଫକିର୍ ମୋହନ ସେନାପତିଙ୍କ ପୋଷ୍ଟର ଚିରି ଛନ୍ତି l
ଓଡ଼ିଆ ବୀରଙ୍କ ଅପମାନ ସାହିବ ନାହିଁ l
07/09/2023
ଆମ ପାଈ ଗର୍ବ ଆମ ସ୍ବାଧିନତା ସଂଗ୍ରାମୀ ଆମ ଉତ୍କଳର ବୀର ପାଇକ , ସାହିତ୍ୟିକ, ତଥା ସମାଜସେବୀ ମାନେ ।
ମୁଁ ଓଡ଼ିଆ , ମୋ ଜାତି ଓଡ଼ିଆ , ମୋ ସମ୍ମାନ ଓଡ଼ିଆ ।
ବନ୍ଦେ ଉତ୍କଳ ଜନନୀ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଗୁରୂପୁଜନ କାର୍ଯ୍ୟକ୍ରମ।
06/09/2023
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଗୁରୁଦିବସ ଉପଲକ୍ଷେ ଗୁରୁପୁଜନ କାର୍ଯ୍ୟକ୍ରମ କରାଯାଇଛି ।
Click here to claim your Sponsored Listing.
Location
Category
Contact the school
Website
Address
Vanivihar
Bhubaneswar
751004
Opening Hours
| Monday | 9am - 5pm |
| Tuesday | 9am - 5pm |
| Wednesday | 9am - 5pm |
| Thursday | 9am - 5pm |
| Friday | 9am - 5pm |
| Saturday | 9am - 5pm |
| Sunday | 9am - 5pm |