ABVP Odisha

ABVP Odisha This is the official page of Akhil Bharatiya Vidyarthi Parishad (ABVP) Odisha State Unit — The World’s Largest Student Organisation
(217)

Akhil Bhartiya Vidyarthi Parishad, popularly known as ABVP, the largest student organisation in the country, working on the vast canvas of national reconstruction with educational field as the launching pad. The biggest non-party and nationalist student organisation established in 1949, through diverse constructive-agitational-representational activities and with its focus on Knowledge- Character-Unity and with its firm belief that Student power- Nation power, ABVP regenerates self confidence and pride of youths in the enriched heritage of our motherland and committed to make this nation stand at par with any forward nation of the Globe.

27/09/2026

ଆଜିଠାରୁ ବାଲେଶ୍ୱରର ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ଦ୍ୱିଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।
ଏହି ଅବସରରେ ସାରା ପ୍ରାନ୍ତରୁ ଆସିଥିବା ସମସ୍ତ ବିଦ୍ୟାର୍ଥୀ ଓ ଛାତ୍ରନେତାଙ୍କୁ ପୁଷ୍ପ ଓ ଚନ୍ଦନରେ ଆତ୍ମୀୟତାର ସହ ହାର୍ଦ୍ଦିକ ସ୍ୱାଗତ କରାଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ଦ୍ଵିଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱରର ମୋତିଗଞ୍ଜସ୍ଥିତ ରାଜସ୍ଥ...
27/09/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ଦ୍ଵିଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱରର ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନରେ କ୍ଷେତ୍ରୀୟ ସହ ସଙ୍ଗଠନ ସମ୍ପାଦକ ଶ୍ରୀ ବୈଲୋଚନ ସାହୁ, ରାଜ୍ୟ ସଭାପତି ଡ଼. ଦେବେଶ ଶଙ୍କର ହୋତା, ରାଜ୍ୟ ସମ୍ପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ଓ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ବୁଦ୍ଧଦେବ ବାଘଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ଜ୍ୱଳନପୂର୍ବକ ଉଦଘାଟିତ ହୋଇଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପୂର୍ବର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୨୭ ଓ ୨୮ ସେପ୍ଟେମ୍ବରରେ ରାଜସ୍ଥାନ ଭବନ, ମୋତିଗଞ୍ଜ, ବାଲେଶ୍...
27/09/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପୂର୍ବର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୨୭ ଓ ୨୮ ସେପ୍ଟେମ୍ବରରେ ରାଜସ୍ଥାନ ଭବନ, ମୋତିଗଞ୍ଜ, ବାଲେଶ୍ବରରେ ହେବାକୁ ଯାଉଥିବା ବେଳେ ବୈଠକରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ, ପରିଷଦର ଆଗାମୀ କାର୍ଯ୍ୟକ୍ରମ ଓ ଯୋଜନା ତଥା ରାଜ୍ୟର ଶୈକ୍ଷିକ ଓ ସାମାଜିକ ସ୍ଥିତି ଉପରେ ହେବାକୁ ଥିବା ଆଲୋଚନା ସନ୍ଦର୍ଭରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହ ସମ୍ପାଦକ ଉଜ୍ଜ୍ୱଳ ପ୍ରଦୀପ ସାମଲ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପଣ୍ଡା ଓ ଜ୍ୟୋତିରେଖା ଭୂୟାଁ ଏଥିରେ ଵିଶେଷ ଭାବେ ଉପସ୍ଥିତ ଥିଲେ।

ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ୧ ଲକ୍ଷ ସଦସ୍ୟତା ପୂର୍ଣ୍ଣତାର ଅବିସ୍ମରଣୀୟ ମାଇଲଖୁଣ୍ଟ ହାସଲ କରିଥିବାରୁ ...
26/09/2026

ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ୧ ଲକ୍ଷ ସଦସ୍ୟତା ପୂର୍ଣ୍ଣତାର ଅବିସ୍ମରଣୀୟ ମାଇଲଖୁଣ୍ଟ ହାସଲ କରିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏହି ଉପଲବ୍ଧି ଆପଣମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ସଂଗଠନର ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ଅତୁଟ ବୈଚାରିକ ପ୍ରତିବଦ୍ଧତାର ପ୍ରମାଣ। ୧,୦୧,୩୪୩ ସଂଖ୍ୟକ ବିଦ୍ୟାର୍ଥୀ ୨୦୨୬ ସଦସ୍ୟତା ଅଭିଯାନରେ ଏବିଭିପିରେ ଯୋଗ ଦେଇଛନ୍ତି, ଏବଂ ଆହୁରି ଅନେକ ଛାତ୍ରଛାତ୍ରୀ ଯୋଗ ଦେବାକୁ ଯାଉଛନ୍ତି।

Congratulations to each and every karyakarta of ABVP Odisha Purba on reaching the incredible milestone of One lakh memberships. This achievement is a testament to your hard work, dedication, and unwavering commitment to the ideology & values of the organization. 1,01,343 students have joined ABVP Odisha Purba in the 2026 membership drive, and many more are yet to join!

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ଜିଲ୍ଲା ପୁରୀ ନଗର ଶ୍ରୀ  ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ବିଦ୍ୟାର୍ଥୀ  ମାନଙ୍କୁନେଇ ନୂତ...
26/09/2026

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ଜିଲ୍ଲା ପୁରୀ ନଗର ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ବିଦ୍ୟାର୍ଥୀ ମାନଙ୍କୁନେଇ ନୂତନ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି।
Puri
Odisha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅନୁଗୋଳ ଜିଲ୍ଳା ତରଫରୁ ଆଠମଲ୍ଲିକ ମହାବିଦ୍ୟାଳୟ ର ଯୁକ୍ତ ୨ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି।  ନୂତନ ଦା...
24/09/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅନୁଗୋଳ ଜିଲ୍ଳା ତରଫରୁ ଆଠମଲ୍ଲିକ ମହାବିଦ୍ୟାଳୟ ର ଯୁକ୍ତ ୨ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି। ନୂତନ ଦାୟିତ୍ବ ଗ୍ରହଣ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।





ଆଉ ମାତ୍ର ୩ ଦିନ...ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୨୭ ଓ ୨୮ ତାରିଖରେ ର...
24/09/2026

ଆଉ ମାତ୍ର ୩ ଦିନ...
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୨୭ ଓ ୨୮ ତାରିଖରେ ରାଜସ୍ଥାନ ଭବନ, ମୋତିଗଞ୍ଜ, ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଅଛି।

ଆଉ ମାତ୍ର ୪ ଦିନ...ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୨୭ ଓ ୨୮ ତାରିଖରେ ର...
23/09/2026

ଆଉ ମାତ୍ର ୪ ଦିନ...
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୨୭ ଓ ୨୮ ତାରିଖରେ ରାଜସ୍ଥାନ ଭବନ, ମୋତିଗଞ୍ଜ, ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଅଛି।

ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ନେତା ବନ୍ଧୁକ ଦେଖାଇ ଭୟଭୀତ କରିବା ଓ ଗୁଳିଚାଳନା କରି ଗଣ୍ଡଗୋଳ ସୃଷ୍ଟି କରିବା ଘଟଣାକୁ ଏବିଭିପି କଡ଼ା ନିନ୍ଦ...
23/09/2026

ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ନେତା ବନ୍ଧୁକ ଦେଖାଇ ଭୟଭୀତ କରିବା ଓ ଗୁଳିଚାଳନା କରି ଗଣ୍ଡଗୋଳ ସୃଷ୍ଟି କରିବା ଘଟଣାକୁ ଏବିଭିପି କଡ଼ା ନିନ୍ଦା କରୁଛି। ଘଟଣାରେ ସମ୍ପୃକ୍ତ ସମସ୍ତ କଂଗ୍ରେସ ନେତା ଓ ଅପରାଧୀଙ୍କୁ CCTV ଫୁଟେଜ୍ ଆଧାରରେ ତୁରନ୍ତ ଗିରଫ କରାଯାଉ। ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ଓ ଜନସୁରକ୍ଷା ପାଇଁ ପୋଲିସ ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଏବିଭିପି ଦାବି କରୁଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ଇଭନୀଙ୍ଗ ମହାବିଦ୍ୟାଳୟ ତରଫରୁ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି।  ...
23/09/2026

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ଇଭନୀଙ୍ଗ ମହାବିଦ୍ୟାଳୟ ତରଫରୁ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି। ନୂତନ ଦାୟିତ୍ବ ଗ୍ରହଣ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।



Address

259, BDA Duplex, Baramunda
Bhubaneswar
751003

Alerts

Be the first to know and let us send you an email when ABVP Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ABVP Odisha:

Shortcuts

Share