24/09/2026
Contact Us- 8093556677
🔥 IGNITE 100 — ନିଜକୁ ପ୍ରମାଣ କରିବାର ସୁବର୍ଣ୍ଣ ସୁଯୋଗ!
Are you ready to take the challenge?
🎓Top 100 Students ଙ୍କୁ ନେଇ ବଣିକ ଏକ ବିଶେଷ ବ୍ଯାଙ୍କିଂ ବ୍ୟାଚ ଆରମ୍ଭ କରିବାକୁ ଯାଉଛି । ଏହି ବ୍ୟାଚ ପାଇଁ ଏକ ସ୍ବତନ୍ତ୍ର Selection Test, 4th October 2026, ସକାଳ 10ଟାରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦିଅନ୍ତୁ ଏବଂ ଏହି Special Batch ରେ ଅଂଶୀଦାର ହୁଅନ୍ତୁ ତଥା ନିଜର Preparation ଓ Potentialକୁ ପରୀକ୍ଷା କରନ୍ତୁ । ଆଜି ହିଁ Register କରନ୍ତୁ ଏବଂ IGNITE 100 @ VANIK ରେ Participate କରନ୍ତୁ ।