Chakradhara Institute of Rehabilitation Sciences

Chakradhara Institute of Rehabilitation Sciences Graduate Physiotherapy college BPT

16/06/2025

BPT admission is going on for 2025-26

16/06/2025
ଆଜି ଏକ ନିଆରା ଢଙ୍ଗରେ  "ବିଶ୍ଵ ଫିଜିଓଥେରାପି ଦିବସ" ପାଳନ କରାଯାଇଛି ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନ ରେ । "ଫିଟ୍ ଫିଜିଓ,ଫିଟ୍ ଓଡ଼...
08/09/2024

ଆଜି ଏକ ନିଆରା ଢଙ୍ଗରେ "ବିଶ୍ଵ ଫିଜିଓଥେରାପି ଦିବସ" ପାଳନ କରାଯାଇଛି ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନ ରେ । "ଫିଟ୍ ଫିଜିଓ,ଫିଟ୍ ଓଡ଼ିଶା, ଫିଟ୍ ନେସନ " ର ଥିମ୍ ରେ ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫିଜିଓଥେରାପିଷ୍ଟ ଏବଂ ଫିଜିଓଥେରାପି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଛି। ବହୁ ସଂଖ୍ୟାରେ ଫିଜିଓଥେରାପିଷ୍ଟ ଏବଂ ଛାତ୍ରଛାତ୍ରୀମାନେ ବିଭିନ୍ନ ଅନୁଷ୍ଠାନର ଯଥା SVNIRTAR,IHS,NIMS,ABHINAV BINDRA ଫିଜିଓଥେରାପି ଅନୁଷ୍ଠାନ, ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନ ଓ ଫ୍ରାଙ୍କ୍‌ଲିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡକାଲ୍ ସାଇନ୍ସ ଯୋଗ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ପ୍ରଫେସର୍ ଡକ୍ଟର ପ୍ରମିଳା ଦେବୀ ଏବଂ ପ୍ରିନ୍ସିପାଲ୍ ପ୍ରଫେସର ଡକ୍ଟର ପି.ସି. ସିଂହ ଙ୍କ ଦ୍ଵାରା ଉଦ୍ଘାଟନ ଓ ଶୁଭାରମ୍ଭ ହୋଇଥିଲା। ପୁରୁଷବର୍ଗ ସିଙ୍ଗଲ୍ ମ୍ୟାଚ୍ ରେ ଅଭିନବ ବିନ୍ଦ୍ରା ଫିଜିଓଥେରାପି ଅନୁଷ୍ଠାନର ପ୍ରଜ୍ଵଲ୍ ଚମ୍ପିୟାନ୍ ଏବଂ ଚକ୍ରଧର ଅନୁଷ୍ଠାନର ସ୍ଵୟମ୍ ରନର୍ସ ଅପ୍ ହୋଇଥିଲେ । ସେହିପରି ମହିଳା ବର୍ଗର ଚମ୍ପିୟାନ୍ ରିତୁପର୍ଣ୍ଣା ଏବଂ ରନର୍ସ ଅପ୍ ଦିୟା ଉଭୟ ଚକ୍ରଧର ଅନୁଷ୍ଠାନର ହୋଇଥିଲେ । ମିକ୍ସଡ୍ ଡବଲସ୍ ରେ ଅଭିନବ ବିନ୍ଦ୍ରାର ପ୍ରଜ୍ୱଲ୍ ଏବଂ ପ୍ରାଚୀ ଚମ୍ପିୟାନ୍ ଏବଂ ଚକ୍ରଧର ଅନୁଷ୍ଠାନର ସ୍ଵୟମ୍ ଏବଂ ସୋନିଆ ରନର୍ସ ଅପ୍ ହୋଇଥିଲେ । ତିନୋଟି ବର୍ଗର ଚମ୍ପିୟାନ୍ସ୍ ପ୍ରାଇଜ୍ ପାଞ୍ଚ ହଜାର ଲେଖାଏଁ ଫ୍ରାଙ୍କ୍‌ଲିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡକାଲ୍ ସାଇନ୍ସ ସ୍ପନ୍‌ସର୍ କରିଥିଲେ । ହିଲିଙ୍ଗ୍ ଟଚ୍ ର ଡକ୍ଟର ପ୍ରୟାସ ରଥ, ଡକ୍ଟର ଲିସନ୍ ଏବଂ ଡକ୍ଟର ଶୁଭ୍ରଦୀପ୍ ରନର୍ସ ଅପ୍ ପ୍ରାଇଜ୍ ଅଢେଇ ହଜାର ସ୍ପନ୍ସର୍ କରିଥିଲେ । ପରିଶେଷରେ ଉତ୍କଳ IAP ଶାଖାର ପ୍ରେସିଡେଣ୍ଟ ଡକ୍ଟର ସ୍ଥିତିପ୍ରଜ୍ଞା ଦଳବେହେରା ସମସ୍ତ ଖେଳାଳୀ ମାନଙ୍କୁ ସମ୍ବୋଧନ କରିଥିଲେ ଏବଂ ଜିତିଥିବା ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଫିଜିଓଥେରାପି ଏବଂ ଏହାର ସ୍କୋପ୍ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କଣ ବୁଝାଇଥିଲେ ।

Fit Physio, Fit Odisha , Fit Nation
23/08/2024

Fit Physio, Fit Odisha , Fit Nation

08/06/2024

Admission in BPT ( Physiotherapy) and BPO ( Prosthetic and Orthotic) is going on....
Contact 7656076103
Eligibility: PCB 50 % for BPT , PCM/B 50% for BPO

27/05/2024

BPT & BPO admission going on for 2024-25 academic session.
Contact 7656076103

20/05/2024
20/05/2024

Admission open for 2024-25 BPT & BPO Under Odisha University of Health Sciences.
Contact 7656076103

15/05/2024

Admission open for 2024-25 BPT batch. Contact on 7656076103

Address

Bilipada, Gudia Pokhari
Bhubaneswar
752104

Alerts

Be the first to know and let us send you an email when Chakradhara Institute of Rehabilitation Sciences posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category