Capital High School Unit-3 Bhubaneswar

Capital High School Unit-3 Bhubaneswar Website: http://capitalhighschoolbhubaneswar.com
EMail: [email protected]
Phone: 0674-2392583 Of Odisha.

Capital High School, located in Bhubaneswar, Orissa, India is one of the oldest schools in the state of Orissa and was established in the year 1951.It is affiliated to the Board of Secondary Education, Orissa under state Govt. The school has celebrated its Diamond Jubilee Celebrations in April 2012.

ଆଜି ସ୍କୁଲରେ ଗଣେଶ ପୂଜା ।ଛବି ସୌଜନ୍ୟ - ବିମ୍ବାଧର ସାହୁ, ପ୍ରାକ୍ତନ ଛାତ୍ର
14/09/2026

ଆଜି ସ୍କୁଲରେ ଗଣେଶ ପୂଜା ।
ଛବି ସୌଜନ୍ୟ - ବିମ୍ବାଧର ସାହୁ, ପ୍ରାକ୍ତନ ଛାତ୍ର

ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ସହାୟତା ନିମନ୍ତେ ନୂତନ ନିର୍ଦ୍ଦେଶାବଳୀ
05/09/2026

ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ସହାୟତା ନିମନ୍ତେ ନୂତନ ନିର୍ଦ୍ଦେଶାବଳୀ

ବନ୍ଧୁ ରବି ନାରାୟଣଙ୍କର(୨୦୦୯ ମସିହା ଛାତ୍ର)  ଗୁରୁଦିବସ ଉପଲକ୍ଷେ ଏକ ଲେଖା ଆଜି ଦିନଲିପି ଖବର କାଗଜରେ ପ୍ରକାଶ ପାଇଛି । ଆଶା ଏହା ସୁଖପାଠ୍ୟ ...
05/09/2026

ବନ୍ଧୁ ରବି ନାରାୟଣଙ୍କର(୨୦୦୯ ମସିହା ଛାତ୍ର) ଗୁରୁଦିବସ ଉପଲକ୍ଷେ ଏକ ଲେଖା ଆଜି ଦିନଲିପି ଖବର କାଗଜରେ ପ୍ରକାଶ ପାଇଛି । ଆଶା ଏହା ସୁଖପାଠ୍ୟ ହେବ ।

05/09/2026

ଆଜି ନିଜ ପ୍ରିୟ ଶିକ୍ଷକଙ୍କୁ କଲ୍ ଟିଏ କଲେ କେମିତି ହୁଅନ୍ତା !

05/09/2026

🙏 ଗୁରୁ ଦିବସରେ ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ। 🌸

ଯେଉଁମାନେ ଆମକୁ ଗଢ଼ିଛନ୍ତି—କେହି ଆଜି ଆମ ସହ, କେହି ସ୍ମୃତିରେ; ସେମାନଙ୍କ ଶିକ୍ଷା ଓ ଆଶୀର୍ବାଦ ସଦା ଆମ ଜୀବନର ପଥପ୍ରଦର୍ଶକ ହୋଇ ରହିବ। ❤️

ବର୍ତ୍ତମାନ ଓ ଅତୀତର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ—ହୃଦୟରୁ ଶୁଭେଚ୍ଛା ଓ କୃତଜ୍ଞତା 🙏🌹

ଆମର କ୍ୟାପିଟାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ସାହୁ ଇଣ୍ଟରସ୍ଲୁଲ ଡ୍ରଇଂ ପ୍ରତିଯୋଗିତାରେ ଭାଗ ନେଇ ତୣତୀୟ ସ୍ଥାନ ଅଧିକାର କରି ଜୟଦ...
01/09/2026

ଆମର କ୍ୟାପିଟାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ସାହୁ ଇଣ୍ଟରସ୍ଲୁଲ ଡ୍ରଇଂ ପ୍ରତିଯୋଗିତାରେ ଭାଗ ନେଇ ତୣତୀୟ ସ୍ଥାନ ଅଧିକାର କରି ଜୟଦେବ ଭବନରେ ପୁରସ୍କୃତ ହୋଇଛନ୍ତି ।

ଖବର ସୌଜନ୍ୟ - ଅମୀୟ କୁମାର ଦାଶ, ପ୍ରାକ୍ତନ ଛାତ୍ର

Swayam Badtiya has been selected to receive scholarship from Cognizant in association with the CHS 83 welfare Society.Ne...
26/08/2026

Swayam Badtiya has been selected to receive scholarship from Cognizant in association with the CHS 83 welfare Society.

News Courtesy: Kumar Sahu, 1983 natch

15/08/2026

🇮🇳 ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳

କ୍ୟାପିଟାଲ ହାଇସ୍କୁଲ, ଭୁବନେଶ୍ୱରର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା।

ଆସନ୍ତୁ, ଆମେ ସମସ୍ତେ ମିଶି ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହିତ ସତ୍ୟନିଷ୍ଠା, ଶୃଙ୍ଖଳା, ଜ୍ଞାନ ଓ ଦେଶସେବାର ମୂଲ୍ୟବୋଧକୁ ଜୀବନରେ ଧାରଣ କରିବା।

ଆଜିର ଦିନରେ ଆମର ବାର୍ତ୍ତା - “ଶିକ୍ଷାରେ ଶକ୍ତି, ଚରିତ୍ରରେ ଗୌରବ, ଦେଶପ୍ରେମରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ।”

ଜୟ ହିନ୍ଦ! ବନ୍ଦେ ମାତରମ୍! 🇮🇳

Address

Unit/3
Bhubaneswar

Telephone

0674-2392583

Website

Alerts

Be the first to know and let us send you an email when Capital High School Unit-3 Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Capital High School Unit-3 Bhubaneswar:

Shortcuts

Share