14/04/2025
ଓଡ଼ିଆ ନବବର୍ଷ, ବୈଷାଖୀ ଏବଂ ମହାବିଷୁବ ସଂକ୍ରାନ୍ତିର ପାବନ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆନନ୍ଦ ପ୍ରଦାନ କରନ୍ତୁ ।।💐🙏
#ମହାବିଷୁବସଂକ୍ରାନ୍ତି #ଓଡ଼ିଆନବବର୍ଷ