OUAT

OUAT Orsisa University of Agriculture and Technology

Helpless situation for OUAT StudentsSeeking help from Government of Odishaଏହା ଅତ୍ୟନ୍ତ ଏକ ଅସହାୟ ମୁହୂର୍ତ୍ତ | ଆମେ OUAT ର St...
27/03/2020

Helpless situation for OUAT Students

Seeking help from Government of Odisha

ଏହା ଅତ୍ୟନ୍ତ ଏକ ଅସହାୟ ମୁହୂର୍ତ୍ତ | ଆମେ OUAT ର Students ସାରା ରାଜ୍ୟ ରେ ଏହି lockdown situation ରେ ଘରେ ଶାନ୍ତି ରେ ରହିବା ପରିବର୍ତ୍ତେ ବହୁତ୍ ଭୟ, ଦୁଖଃ ଏବଂ ମାନସିକ ଚାପରେ ଅଛୁ | କାରଣ ଏହା ଯେ ଆମେ ରହୁଥିବା ହଷ୍ଟେଲ ରୁମ୍ ଗୁଡିକ ର ତାଲା OUAT ଏବଂ BMC ର Authority ମାନେ ମିଶି ଭାଙ୍ଗିବାରେ ଲାଗିଛନ୍ତି ତା ବି ଆମକୁ ନଜଣାଇ | ସେମାନଙ୍କ ଅନୁସାରେ ଏଠାରେ CORONA Quarantine Facility କରାଯିବ | ଆମେ ଜଣେଇବାକୁ ଚାହୁଁଛୁ ଯେ ଆମେ ରହୁଥିବା ରୁମ୍ ଗୁଡିକରେ ଆମର Important carreer documents, thesis papers, laptops, electronic gadgets, money ଏବଂ personal things ରହିଅଛି | ଆମେ ଯେତେବେଳେ ଆମର respective Superitendent, DSW, Vice Chancellor ଙ୍କୁ contact କଲୁ ସେମାନେ ଆମକୁ misbehave କଲେ ଏମିତି କି ଆମ Parents ଙ୍କୁ ମଧ୍ୟ କହିଲେ '' ଯାହା ଇଛା ଆସି ଜିନିଷ ନେଇ ବାହାରିଯାଅ ଏଠୁ '' | କଣ ଆମ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଛାତ୍ର ମାନଙ୍କର ଅଧିକାର ର କୌଣସି ମୂଲ୍ୟ ନାହିଁ ?
ଆମେ ଏହି Corona ର ପରିସ୍ଥିତି କୁ ଭଲସେ ବୁଝୁଛୁ ଏବଂ ଓଡିଶା ସରକାର ଓ ଭାରତ ସରକାର ଙ୍କ ନିୟମ କୁ ଯଥେଷ୍ଟ ସମ୍ମାନ ଦଉଛୁ | କିନ୍ତୁ ଏହାର ପରିଣାମ କଣ ଏୟା, ଆମମାନଙ୍କୁ ନଜଣାଇ, ଆମ ଅନୁପସ୍ଥିତି ରେ ଆମ ରୁମ୍ ତାଲା ଭାଙ୍ଗି ମନଇଛା arrangement କରିବା ଏବଂ ଆମ personal ଏବଂ Important ଜିନିଷ କୁ ମନଇଛା ଏପଟ ସେପଟ କରିବା କଣ ଠିକ୍?
ଯାହାକୁ ପଚାରିଲେ କହୁଛନ୍ତି ଏହା ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ | ସତ ରେ କଣ ଆମ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଏମିତି ଆଦେଶ ଦେଇଛନ୍ତି ଯାହା ଛାତ୍ର ମାନଙ୍କ ଅଧିକାର କୁ ହାନି ପହଞ୍ଚାଉଛି? ଏହା ପରେ ବି ପରବର୍ତ୍ତୀ ସମୟରେ ସେ ହଷ୍ଟେଲ ଗୁଡିକୁ ଯିବା ଛାତ୍ର ମାନଙ୍କ ଜୀବନକୁ ବିପଦ ନୁହେଁ କି?

ଏହି ସମୟରେ OUAT ର ଏହି ଅସହାୟ ଛାତ୍ରସମାଜ ଏହି social media ଜରିଆରେ ଆମର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରେ କି ଏହି ଲକ୍ ଡାଉନ ପରିସ୍ତିତିରେ ଆମ ସମସ୍ୟା ର ସମାଧାନ କରନ୍ତୁ ଏବଂ OUAT Hostel ଗୁଡିକୁ Quarantine Facility center ନ କରି ଆମ ଉପରେ ହଉଥିବା ଅନ୍ୟାୟ ଓ ଆମ ଜୀବନ୍ ପ୍ରତି ଆସୁଥିବା ବିପଦକୁ ରୋକନ୍ତୁ |

Address

Siripur Chak
Bhubaneswar
751003

Website

Alerts

Be the first to know and let us send you an email when OUAT posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share