Shakti Institute of Distance Education

Shakti Institute of Distance Education B.Ed.M.Ed.BP.Ed and BH.Ed course provide

06/06/2023

ପ୍ରେସ ନୋଟ.....

ଉତ୍କଳ ୟୁଥ୍ ଟ୍ରଷ୍ଟ ଓ ସଂକଳ୍ପ ଫାଉଣ୍ଡେସନ୍ ବାଙ୍ଗାଲୋର ପକ୍ଷରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ଯାତ୍ରୀ ଚିକିତ୍ସା ପାଇଁ ରକ୍ତଦାନ ଶିବିର

କଟକ : ସାମାଜିକ ସଙ୍ଗଠନ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ଏବଂ ସଂକଳ୍ପ ଫାଉଣ୍ଡେସନ୍ ବାଙ୍ଗାଲୋର ମିଳିତ ସହଯୋଗରେ ବାହାନଗା ବାଲେଶ୍ଵର ଠାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାରେ ପୀଡିତ ଥିବା ଯାତ୍ରୀ ମାନଙ୍କ ଚିକିତ୍ସା ନେଇ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଜରୁରୀ କାଳୀନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ମାରଥାହାଲି ବାଙ୍ଗାଲୋର ସ୍ଥିତ ହୃଷୀକେଶ ଭବନରେ ଅନୁଷ୍ଠିତ ହୋଇ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଇଣ୍ଡିଆନ ରେଡକ୍ରସ ସୋସାଇଟି ବାଙ୍ଗାଲୋର ସହାୟତାରେ ଏହି ରକ୍ତ ଓଡ଼ିଶା ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ଉଭୟ ସାମାଜିକ ସଙ୍ଗଠନର ଏପରି ମହତ ଉଦ୍ଦେଶ୍ୟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

04/03/2022
20/02/2022

Address

CBI Office
Bhubaneswar

Website

Alerts

Be the first to know and let us send you an email when Shakti Institute of Distance Education posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category