Durga Charan Chilika Higher Secondary School, Tangi , Khordha

Durga Charan Chilika Higher Secondary School, Tangi , Khordha I have interest plantation

Observance of World Red Cross Day - 2026 at Durga Charan Chilika Higher Secondary School Tangi, Khordha
09/05/2026

Observance of World Red Cross Day - 2026 at Durga Charan Chilika Higher Secondary School Tangi, Khordha


20/02/2026
https://thesamikhsya.com/odia/urban-news/258540/
31/01/2026

https://thesamikhsya.com/odia/urban-news/258540/

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ଆଦ୍ୟ ତା-୨୬-୦୧-୨୦୨୬(ସୋମବାର) ଦିନ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତି ଆଡମ୍ବର ସହକାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ...
31/01/2026

ଆଦ୍ୟ ତା-୨୬-୦୧-୨୦୨୬(ସୋମବାର) ଦିନ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତି ଆଡମ୍ବର ସହକାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ ତତ୍ ସହିତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗଙ୍ଗାଧର ପ୍ରଧାନ (ଅବସର ପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ), ସମ୍ମାନୀତ ଅତିଥି ଦୁର୍ଯ୍ୟୋଧନ ପ୍ରଧାନ (ପ୍ରଧାନ ଶିକ୍ଷକ ଚଣ୍ଡେଶ୍ୱର ହାଇସ୍କୁଲ ), ମୁଖ୍ୟ ବକ୍ତା ନାରାୟଣ ମହାପାତ୍ର (ଅବସର ପ୍ରାପ୍ତ ମୁଖ୍ୟ ବିଚାର ପତି ଜିଲ୍ଲା ଖାଉଟି ଅଦାଲତ) ଆଦି ନିଜର ଅଭିଭାଷଣ ରଖିଥିଲେ। ଓଡ଼ିଆ ଅଧ୍ୟାପକ ଶ୍ରୀକାନ୍ତ ଦାସ ଏବଂ ଇଂରାଜୀ ଅଧ୍ୟାପିକା ସଂଘମିତ୍ରା ଦତ୍ତ ମଞ୍ଚପରିଚାଳନା କରିଥିଲେ ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମର ଶିକ୍ଷାର୍ଥୀ ବାହିନୀ ଅଫିସର ରଞ୍ଜନ କୁମାର ମହାପାତ୍ର ଙ୍କ ତତ୍ତ୍ୱବଧାନରେ ପ୍ୟାରେଡ୍ କରାଯାଇଥିଲା। ସମସ୍ତ ବରିଷ୍ଠ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଯଥା :-ଶ୍ରୀଯୁକ୍ତ ଭବାନୀ ଶଙ୍କର ମିଶ୍ର,ଶ୍ରୀଯୁକ୍ତ ଏସ୍ ଏସ୍ କଳାପାହାଡ଼, ଶ୍ରୀଯୁକ୍ତ ଓମ୍ ପ୍ରକାଶ ପରିଡା,ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ପଟ୍ଟନାୟକ,ଶ୍ରୀଯୁକ୍ତ ବିଶ୍ୱରଂଜନ ଦାଶ,ଶ୍ରୀମତୀ ଗୀତାଞ୍ଜଳି ସାହୁ,ସୁଶ୍ରୀ ରେବତୀ ପାତ୍ର, ,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ, ଶ୍ରୀମତୀ ସୁଚିତ୍ରାମୟୀ ଜଗଦେବ,ସୁଶ୍ରୀ କାଜଲ ପରିଡା,ଶ୍ରୀମତୀ ରୁବିନା ସାହୁ, ଶ୍ରୀମତୀ ଶୁଭଶ୍ରୀ କଲିଆ,ଶ୍ରୀମତୀ ମୁନି ମହାନ୍ତି,ସୁଶ୍ରୀ ପୁନମ୍ ସାଗରୀକା ରାଉତରାୟ,ସୁଶ୍ରୀ ସୀତା ବେହେରା,ଶ୍ରୀଯୁକ୍ତ ପଞ୍ଚାନନ କୋଦମା ସିଂ,ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମହାନ୍ତି, ପବିତ୍ର କୁମାର ମାର୍ଥା,ଦେବ ପ୍ରସାଦ ପଲେଇ, ବବିତା ସାହୁ, ସଂଗୀତା ସାହୁ, ସୁଧାକର ବେହରା ଆଦି ଉପସ୍ଥିତ ଥିଲେ।

28/01/2026
28/01/2026

Address

Tangi
Bhubaneswar
752023

Telephone

+917787871728

Website

Alerts

Be the first to know and let us send you an email when Durga Charan Chilika Higher Secondary School, Tangi , Khordha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category