Tally Solutions Pvt. Ltd. କୁ ସ୍ୱାଗତ. Tallyର କଳେବର ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି. ଉଦେଶ୍ୟ କାଗଜ ଓ କଲମର ସାହାଯ୍ୟ ବିନା ଜଣେ ଲୋକ କମ ସମୟ ଭିତରେ ପୃଥିବୀର ଯେକୌଣସି ପ୍ରାନ୍ତରେ ସୁନ୍ଦର ଓ ନିର୍ଭୁଲ ଭାବରେ ହିସାବ ରଖି ପାରିବ. ଡିଜିଟାଲ ଇଣ୍ଡିଆର ପରିକଳ୍ପନା କମ୍ପୁଟର ମାଧ୍ୟମରେ ହିସାବ ରଖିବା(କମ୍ପୁଟର ଆକାଉଣ୍ଟିଙ୍ଗ) ଏକ ଅଭିଛେଦ୍ୟ ଅଙ୍ଗ. ଏହାର ସୁଯୋଗ Tally ସଫ୍ଟୱାର କିପରି ହାତ ଛଡା କରିବ? ପାନ ଦୋକାନରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ Tally ସଫ୍ଟୱାର ତାର ଉପସ୍ଥିତି ଜାହିର କରିଚାଲିଛି. ଶାବକ Tally 4.0 ରୁ ଆଜି ମହାଦ୍ରୁମ Tallyprime 5.0 ରେ ପଦାର୍ପଣ କରିଛି. ଏହା ଭିତରେ Tally କଳେବର ଏତେ ବୃଦ୍ଧି ଘଟିଛି ଏଥିରେ କାମ କରିବା ଓ ପଢ଼ାଇବା ଆମ ପାଇଁ ଗୋଟିଏ ବଡ ଆହ୍ୱାନ ସୃଷ୍ଟି କରିଛି. ବଡ ବଡ ବିଶ୍ୱବିଦ୍ୟାଳୟ, ସ୍ୱନାମଧନ୍ୟ ଅନୁଷ୍ଠାନ ରୁ ଆରମ୍ଭ କରି ଛୋଟ ଛୋଟ ଅନୁଷ୍ଠାନ ଜଣେ ଭଲ Tally ପ୍ରଶିକ୍ଷକ ପାଇବା କଷ୍ଟ ହୋଇ ପଡିଛି. ପ୍ରତିଦିନ ବହୁତ ଅନୁଷ୍ଠାନ ଜଣେ ଭଲ କମ୍ପୁଟର ଆକାଉଣ୍ଟାଣ୍ଟ ଓ Tally ସଫ୍ଟୱାର ଉପରରେ ଭଲ ଜ୍ଞାନ ଥିବା ଆବଶ୍ୟକତା କରୁଛନ୍ତି. ଏବେ ଆମ ପାଖରେ 20 ଟି ଅନୁଷ୍ଠାନର କମ୍ପୁଟର ଆକାଉଣ୍ଟାଣ୍ଟ Tally ସଫ୍ଟୱାରରେ ଭଲ ଜ୍ଞାନ ଥିବା ପଦବୀ ଖାଲି ଅଛି. ଏହାକୁ ଦୃଷ୍ଟିରେ ରଖି ଆମକୁ ବାରମ୍ବାର ସାକ୍ଷାତକାର ନେବାକୁ ପଡିଲା. ବହୁତ ଆଶାୟୀ ଆସିଲେ ଅଧିକାଂଶ ଅକୃତକାର୍ଯ୍ୟ ହେଲେ. ଯେଉଁ ମାନେ ସମ୍ୟକ ଜାଣି ଥିଲେ ଆମେ ଆବଶ୍ୟକତା କରୁଥିବା.ଅନୁଷ୍ଠାନକୁ ପଠାଇଲୁ ଫଳ କଣ ହେଲା ଦିନେ ଦୁଇ ଦିନ କାମ ନ କରି ପାରି ସେଠାରୁ ଫେରାର ଓ ମୋବାଇଲି ସୁଇଚି ବନ୍ଦ. ଯେଉଁମାନେ ଅକୃତକାର୍ଯ୍ୟ ହେଲେ ପରବର୍ତ୍ତୀ ସାକ୍ଷାତକାରକୁ ଆସିବା ଦୂରର କଥା ଆମ ସହିତ ଯୋଗା ଯୋଗ ବିଛିନ୍ନ କଲେ. ଗୋଟିଏ ଅସନ୍ତୁଷ୍ଟ ପରିବେଶ ସୃଷ୍ଟି ହେଲା ପରୋକ୍ଷରେ ଆମେ ବିବାଦ ଘେରକୁ ଟାଣି ହୋଇ ଆସିଲୁ ଓ ଅପ୍ରିୟତା ସୃଷ୍ଟିହେଲା. ଗୋଟିଏ ଅନୁଭୁତିରେ ଉପନୀତ ହେଲୁ. ଜଣେ ପଢୁ ମଣିଷ ହେଉ ହଜାର ର ଆବଶ୍ୟକତା ନାହିଁ. ଲକ୍ଷ ଲକ୍ଷ ତାରା ଗୋଟିଏ ଚନ୍ଦ୍ର ପାଖରେ ହାର ମାନିଛନ୍ତି. ସାକ୍ଷାତକାର ପାଇଁ ଆସୁଥିବା ବହୁ ଛାତ୍ରଛାତ୍ରୀଙ୍କ ମତ ସେମାନେ ଯେତିକି ଅଧ୍ୟୟନ କରିଛନ୍ତି ଶିକ୍ଷା ଓ ଜ୍ଞାନର ପରିସୀମା ତାରି ଭିତରେ ଆବଦ୍ଧ. ସମୁଦ୍ରର ବେଳା ଭୂମିରେ ଛିଡା ହୋଇ ଆମେ କଣ ଜ୍ଞାନର ବିଶାଳ ସମୁଦ୍ର ସହିତ ନିଜକୁ ତଉଲି ପାରିବା କି? ଆମ ମନରେ ଗୋଟିଏ ପ୍ରଶ୍ନ ବାଚୀ ସୃଷ୍ଟି କରିଛି. ଆମର ଜ୍ଞାନ ନ ବଢାଇ ବଡ ବଡ ଚାକିରୀକୁ ଆଶା କରି ଆଶାୟୀ ତାଲିକାରେ ସ୍ଥାନ ପାଇଛନ୍ତି. ଖାଲି ପାଠ ପଢାଇ ଛାଡି ଦେଲେ ହେବନି. Internship ର ଆବଶ୍ୟକତା ଅଛି. ଅତିକମରେ ଜଣେ ଲୋକକୁ 1ବର୍ଷରୁ ଅଧିକ ସମୟ ତାର କର୍ମ କ୍ଷେତ୍ର ଉପରେ online କିମ୍ବା offline ରେ ସହଯୋଗ କରିବାର ଅଛି. ସାକ୍ଷାତକାରକୁ ସ୍ଥଗିତ ରଖି ପ୍ରଥମେ ଛାତ୍ର ଓ ଛାତ୍ରୀମାନଙ୍କର କମ୍ପୁଟର ଆକାଉଣ୍ଟ ଉପରେ କିପରି ଅଧିକ ଜ୍ଞାନ ଲାଭ ହେବ ସେ ଦିଗରେ ଆମର ପ୍ରୟାସ ଜାରି ରଖିଛୁ. ଏହାକୁ ଦୃଷ୍ଟିରେ ରଖି ଆମ୍ଭେ 10.11.2024 ରବିବାର ଗୋଟିଏ ନୂଆ ବ୍ୟାଚ ଆରମ୍ଭ କରିବାକୁ ଯାଉଛୁ. ଇଛୁକ ବ୍ୟକ୍ତି ଯୋଗାଯୋଗ କରିପାରିବେ. ପ୍ରତି ରବିବାର 3 ରୁ 4 ଘଣ୍ଟା ଅଭ୍ୟାସ କ୍ଲାସ ଓ ସପ୍ତାହରେ ଦୁଇ ଦିନ online କ୍ଲାସ ହେବ.
टैली सॉल्यूशंस प्रा. लिमिटेड आपका स्वागत है। टैली की संख्या दिन-ब-दिन बढ़ती जा रही है। उद्देश्य कागज और कलम की सहायता के बिना, कोई व्यक्ति कम समय में दुनिया के किसी भी हिस्से का सुंदर और सटीक लेखा-जोखा रख सकता है। कम्प्यूटरीकृत लेखांकन डिजिटल इंडिया के डिजाइन का एक अभिन्न अंग है। टैली सॉफ्टवेयर अपने अवसरों से कैसे चूक जाता है? पब से लेकर संसद तक टैली सॉफ्टवेयर अपनी उपस्थिति दर्ज करा रहा है। आज महाड्रम टैली 4.0 से टैलीप्राइम 5.0 में अपग्रेड हो गया है। इसमें टैली इतनी बढ़ गई है कि इसने हमारे लिए काम करना और पढ़ाना एक बड़ी चुनौती पैदा कर दी है। बड़े विश्वविद्यालयों, प्रतिष्ठित संस्थानों से लेकर छोटे संस्थानों तक, एक अच्छा टैली ट्रेनर ढूंढना मुश्किल है। हर दिन कई संगठनों को टैली सॉफ्टवेयर पर अच्छा ज्ञान रखने वाले एक अच्छे कंप्यूटर अकाउंटेंट की आवश्यकता होती है। अब हमारे पास टैली सॉफ्टवेयर में अच्छे ज्ञान वाले 20 इंस्टीट्यूट कंप्यूटर अकाउंटेंट की रिक्तियां हैं। इसे ध्यान में रखते हुए, हमें बार-बार साक्षात्कार आयोजित करने पड़े। अधिकांश आशावानों को कुछ नहीं मिलता। जिन लोगों को स्थिति के बारे में पता था, हमने उन्हें संस्थान भेजा, लेकिन हुआ यह कि वे एक-दो दिन तक काम नहीं कर सके और फिर वापस आ गए और उनके मोबाइल बंद हो गए। जो लोग अगले साक्षात्कार में आने में असफल रहे उन्होंने हमारे साथ साझा किया। एक दुखी वातावरण बनाया गया और हमें संघर्ष में खींचा गया और अप्रियता पैदा की गई। हम एक अनुभव में सफल हुए। एक विद्वान व्यक्ति को हजारों की आवश्यकता नहीं होती। एक चाँद के आगे लाखों सितारों ने समर्पण कर दिया। साक्षात्कार के लिए आने वाले कई छात्र अपने द्वारा पढ़ी गई शिक्षा और ज्ञान की सीमाओं के बारे में चिंतित होते हैं। क्या हम समुद्र के किनारे खड़े होकर ज्ञान के विशाल सागर में तैर सकते हैं? हमारे मन में एक सवाल उठा है. बिना अपना ज्ञान बढ़ाए, बड़ी नौकरी की उम्मीद में हमें भावी सूची में डाल दिया गया है. खाली पाठ न पढ़ें और उसे छोड़ दें। इंटर्नशिप आवश्यक है. कम से कम एक व्यक्ति के पास अपने कार्यक्षेत्र में ऑनलाइन या ऑफलाइन योगदान करने के लिए 1 वर्ष से अधिक का समय है। साक्षात्कार को स्थगित करते हुए, हमने छात्रों और उनके कंप्यूटर खातों के बारे में अधिक जानकारी प्राप्त करने के अपने प्रयास जारी रखे हैं। इसे ध्यान में रखते हुए हम रविवार 10.11.2024 को एक नया बैच शुरू करने जा रहे हैं। इच्छुक व्यक्ति संपर्क कर सकता है। प्रत्येक रविवार को 3 से 4 घंटे की अभ्यास कक्षाएं और सप्ताह में दो दिन ऑनलाइन कक्षाएं होंगी।
Welcome to Tally Solutions Pvt. Ltd. The growth of Tally is increasing day by day. Objective, without the aid of paper and pen, one can keep a beautiful and accurate account sitting any part of the world in a short time. Computerized accounting is an integral part of the design of Digital India. How does Tally Software miss its opportunities? From betel shop to parliaments, tally software is making its presence felt. Today Mahadrum has upgraded from Tally 4.0 to TallyPrime 5.0. Tally has grown so much in this that it has created a big challenge for us to work and teach. From big universities, reputed institutes to small institutes, finding a good tally trainer is difficult. Every day many organizations need a good computer accountant with good knowledge on tally software. Now we have 20 organizations looking for computer accountant vacancies with good knowledge in tally software. Keeping this in mind, we had to conduct frequent interviews. Most hopefuls get nothing. We sent people who knew about a little bit to the organizations, but what happened was that they could not work for a day or two and then came back and their mobiles were switched off. Those who failed to make it they did not attend the next interview with us. An unhappy atmosphere was created and we were dragged into conflict and unpleasantness was created. We succeeded in an experiment. It is better one person may learn does not need thousands. Millions of stars surrendered to one moon. Many students appearing for interviews are concerned about the limitations of their education and knowledge. Can we stand on the shore of the sea and swim in the vast ocean of knowledge? A question has arisen in our mind. Without increasing our knowledge, we are put in the future list in the hope of a big job. How to empower the inner power of the students. Internship required. At least one person has more than 1 year to contribute online or offline in their field. Postponing the interview, we continued our efforts to obtain more information about the students and their computer accounts skill and knowledge. Keeping this in mind we are going to start a new batch on Sunday 10.11.2024. Interested person can contact. There will be 3 to 4 hour practice classes every Sunday and online classes two days a week.
Satyaban Sahoo
ACCOUNTING SOFTWARE TRAINING INSTITUTE
06/10/2024
ଏ କମେଡି ନୁହେଁ ନିଛକ ସତକଥା. ସରକାର ଟିକେ ନଜର ଦିଅନ୍ତୁ. ଆଜି ସରକାରଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛୁ. ମା ଓ ଭଉଣୀ ମାନେ ଗୋଟିଏ ମଦୁଆ ସରକାରଙ୍କୁ ଝାଡୁ ମାରି ଶାସନ ଗlଦିରୁ ହଟାଇଦେଲ . ଏମାନେ ତାତିଲେ ମଦ ବନ୍ଦ ସମ୍ଭବ. ଏ କମେଡି ସମାଜକୁ କି ବାର୍ତ୍ତା ଦେଉଛି.
ମଦୁଆ ଜ୍ବାଇଁର ବ୍ରହ୍ମଜ୍ଞାନ ଚର୍ଚ୍ଚା | Husband Drunken and In Laws | Odia Comedy | Shankara Bakara ଶାଶୁ-ଶ୍ବଶୁରଙ୍କୁ ମଦୁଆ ଜ୍ବାଇଁର ବ୍ରହ୍ମଜ୍ଞାନ ଚର୍ଚ୍ଚା ... ମଦୁଆ ଜ୍ବାଇଁର ବ୍ରହ୍ମଜ୍ଞାନ ଚର୍ଚ୍ଚା | Husband Drunk...
23/08/2024
ଆବଶ୍ୟକତା ଓ ପ୍ରତିଯୋଗିତା ଆମ ଶବ୍ଦକୋଷର ଦୁଇଟି ଶବ୍ଦ. ପ୍ରଥମଟି ଆବଶ୍ୟକତା, ପୁରଣ ହେଉ କିମ୍ବା ନ ହେଉ କିଛି ଫରକ ପଡେ ନାହିଁ. ଦ୍ଵିତୀୟଟି ପ୍ରତିଯୋଗିତା ଅନ୍ୟକୁ ଦେଖି ଆବଶ୍ୟକତା ନ ଥିବା ସ୍ଥଳେ ପ୍ରତିଯୋଗିତା କଲେ ବିଫଳତା ହେଲେ ମନରେ ବିଷାଦ ଓ ତିକ୍ତତା ଭରିଦିଏ. ଏ ଉକ୍ତି ସର୍ବତ୍ର ଗ୍ରହଣୀୟ ସେ ଶାସକ, ପ୍ରଶାସକ ଓ ବ୍ୟକ୍ତି ବିଶେଷ ଯାହାବି ହେଉ.
🔴LIVE | OSRTC ସିଏଓଙ୍କ ଘରେ ଭିଜିଲାନ୍ସ | OSRTC CAO Under Vigilance Scanner | Odisha Reporter 🔴LIVE | OSRTC ସିଏଓଙ୍କ ଘରେ ଭିଜିଲାନ୍ସ | OSRTC CAO Under Vigilance Scanner | 23.08.24 | Odisha Reporter |Odisha Reporter is one of the best Odia news portal in...
24/05/2024
03/06/2023
ଶବର ପାହାଡ଼ ଉପରେ ଛିଡା ହୋଇ ଚାଲିଛି କାଦୁଅ ଫିଙ୍ଗା ରାଜନୀତି. ସ୍ୱାଧୀନତା ପୂର୍ବରୁ ଲୋକମାନେ ଦୂର ଦୁରାନ୍ତ ସହର ଉପରେ କର୍ମନିଯୁକ୍ତି ପାଇଁ ନିର୍ଭର କରୁଥିଲେ ଏବେବି ସେଥିରେ କିଛି ପରିବର୍ତ୍ତନ ହୋଇ ନାହିଁ. ଜୀବନ ଜୀବିକା ପାଇଁ ସୁଦୂର ସହର ଉପରେ ନିର୍ଭର କରିବାକୁ ପଡୁଛି ସେଥିପାଇଁ ବହୁ ମୂଲ୍ୟବାନ ଜୀବନ ରାସ୍ତା ଦୁର୍ଘଟଣା ରେ ଶିକାର ହେଉଛନ୍ତି. ବାଣିଜ୍ୟ ବ୍ୟବସାୟ କଣ ବିକେନ୍ଦ୍ରୀକରଣ ହୋଇ ପାରିବ ନାହିଁ. ପ୍ରତି ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ସ୍ତରୀୟ କର୍ମ ନିଯୁକ୍ତି ଆମେ ସୃଷ୍ଟି କରିପାରିବା ନାହିଁ. ଆମ ପେଟପାଟଣା ପାଇଁ ହାତ ଗଣତି କେତେଟା ସହର ଉପରେ ନିର୍ଭର କରିବା ଯେପରି ଅଗ୍ନିକୁ ଆକର୍ଷଣ କରି ପତଙ୍ଗ ମୃତ୍ୟୁ ମୁଖରେ ପଡ଼େ. ସମୟଥିଲା ଗ୍ରାମାଞ୍ଚଳ ରେ ଯୋଗାଯୋଗ ଭିତ୍ତିଭୂମି ଅଭାବରୁ କେତେଟା ହାତଗଣତି ସହରରେ ବ୍ୟବସାୟ ବାଣିଜ୍ୟ ଓ କଳକାରଖାନା ଗଢି ଉଠିଥିଲା ଏବେ ସେ ସମୟ ବଦଳି ଯାଇଛି ପଲ୍ଲୀ ଟୁ ଦିଲ୍ଲୀ ସୁଦୃଢ ଯୋଗାଯୋଗ ର ଭିତ୍ତି ଭୂମି ଗଢି ଉଠିଛି ଆଜିର ପଲ୍ଲୀ ଦିଲ୍ଲୀ ସହିତ କାହିଁକି ସମକକ୍ଷ ହେଇପାରିବ ନାହିଁ ଆମ୍ଭେମାନେ କରୋନା ରୁ କଣ କିଛି ଶିକ୍ଷା କରିପାରିଲେ ନାହିଁ. କାରୋନା ର ଉପଦେଶ ଥିଲା କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା କେବଳ ଗ୍ରାମାଞ୍ଚଳ ନିଯୁକ୍ତି ଦ୍ଵାରା ନିୟନ୍ତ୍ରଣ କରିହେବ ଓ ରାସ୍ତା ଦୁର୍ଘଟଣାକୁ ଏଡା ଇ ପାରିବ. ମୋର ପୂର୍ଣ୍ଣ ବିଶ୍ୱାସ ଲୋକ ମାନଙ୍କର ସହଯୋଗ ରହିଲେ ଆମେ ୨୫ ବର୍ଷ ନୁହେଁ ପ୍ରତି ୨୫ ମାସରେ ୨୫% ଦାଦନକୁ ଆମ ରାଜ୍ୟକୁ ଫେରାଇ ଆଣିବା ବାହାର ରାଜ୍ୟରେ ସେମାନେ ଗୋଟେ ମୋଟା ଅଙ୍କର ଦରମା ପାଉ ନାହାନ୍ତି ସେହି ଦରମା କିମ୍ବା ତା ଠାରୁ କମ୍ ଦରମାରେ ସେମାନେ ନିଜ ଅଞ୍ଚଳରେ କାମ କରିପାରିବେ. ଏଥି ପାଇଁ ଜଣେ ଦକ୍ଷ ରାଜନେତା ର ଇଚ୍ଛା ଶକ୍ତି ଉପରେ ନିର୍ଭର କରେ. ଜୟ ଜଗନ୍ନାଥ
Railway Minister Ashwini Vaishnaw & West Bengal CM Mamata Banerjee exchange words over train tragedy Railway Minister Ashwini Vaishnaw & West Bengal CM Mamata Banerjee exchange words over train tragedyମମତା ବାନାର୍ଜୀ- ଅଶ୍ୱିନୀ ବୈଷ୍ଣବ କଥା କଟାକଟି ...
01/06/2023
ପ୍ରଥମେ ନିଶା ଦ୍ରବ୍ୟ ଉପରେ ଗୋଟେ ସ୍ଵତନ୍ତ୍ର ନିର୍ବାଚନ କରିବି ସେଥିରୁ ନିଶା ସପକ୍ଷ ବାଦୀ ଓ ନିଶା ବିପକ୍ଷ ବାଦୀ ବାହାର କରିବି. ଯଦି ନିଶା ବିପକ୍ଷ ବାଦୀ 50% ରୁ ଅଧିକ ହେଲେ ସେହିଦିନ ରୁ ନିଶା ମୁକ୍ତ ଓଡ଼ିଶା ଘୋଷଣା କରିବି. ନିଶା ଦ୍ରବ୍ୟ ରୁ ଆସୁଥିବା ରାଜସ୍ବ କଳକାରଖାନା କରି ଦୁଇ ଗୁଣ କରିଦେବି. ମୋର ବିଶ୍ବାସ ଏଥିରେ ନାରୀଶକ୍ତି ଓ ନିଶା ବିପକ୍ଷ ବାଦୀ ସହଯୋଗର ହାତ ବଢାଇବେ ମୁଁ 80% ଭୋଟ ପାଇବା ଥୟ. ଏବେ 20% ଲୋକ ନିଶାରେ କବଳିତ ଏବେଠୁ ପ୍ରତିକାର କଲେ ନିଶା ମୁକ୍ତ ଓଡ଼ିଶା ପରିକଳ୍ପନା କରି ପାରିବା. ଯଦି ଏହି ନିର୍ବାଚନରେ ହାରିଗଲି ମୁଁ ବି ସେମାନଙ୍କ ସହିତ ନିଶା ସେବନ କରି ନିଶା ଯୁକ୍ତ ଓଡ଼ିଶା ଘୋଷଣା କରିବି. ଧନ୍ୟବାଦ.
28/05/2023
I have reached 100 followers! Thank you for your continued support. I could not have done it without each of you. 🙏🤗🎉
25/03/2023
Now I am at silence Education Environment
21/02/2023
ସଂସ୍କାର|ଭଲ ବିଚାର|best lines|quotes in Odia|moral video|@friendlyquotes23 ସଂସ୍କାର|ଭଲ ବିଚାର|best lines|quotes in Odia|moral video|friendlymamata quotes &jokes ...
Click here to claim your Sponsored Listing.
Location
Category
Contact the school
Telephone
Website
Address
N6/181, Jaydev Vihar, Near Biju Patnaik College
Bhubaneswar
751015
Opening Hours
| Monday | 7am - 9pm |
| Tuesday | 7am - 9pm |
| Wednesday | 7am - 9pm |
| Thursday | 7am - 9pm |
| Friday | 7am - 9pm |
| Saturday | 7am - 9pm |
| Sunday | 7am - 9pm |
27/04/2024