Bjem Parents

Bjem Parents Contact information, map and directions, contact form, opening hours, services, ratings, photos, videos and announcements from Bjem Parents, Education, ଭୁବନେଶ୍ୱର, Bhubaneswar.

ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଆମ ସ୍କୁଲ । ଭୁବନେଶ୍ୱର ରେ ଏବେ ମାଳ ମାଳ ସ୍କୁଲ । କେତେଜଣ ଙ୍କୁ ମିଳିଛି ଫାୟର ସେଫ୍ଟି କା...
25/06/2024

ଅଘଟଣପରେ ଫାୟାରସେପ୍ଟି ନେଇ କେତ‌େ ସୁରକ୍ଷିତ ଅଛି ଆମ ସ୍କୁଲ । ଭୁବନେଶ୍ୱର ରେ ଏବେ ମାଳ ମାଳ ସ୍କୁଲ । କେତେଜଣ ଙ୍କୁ ମିଳିଛି ଫାୟର ସେଫ୍ଟି କାଗଜ । ଯାଞ୍ଚ ହେବ କେବେ ? ନା ଭୁବନେଶ୍ୱର ର ଗୋଟେ ଅଟ୍ଟାଳିକା ଭଳି ଦୁର୍ଘଟଣା ଘଟିଲେ ସରକାର ସଚେତନ ହେବେ ? ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ🙏

06/05/2024
10/03/2024

ଶିକ୍ଷା ନା ରେ ବିଜେଇମ ସ୍କୁଲ ରେ ଚାଳିଛି ଶୋଷଣ କିନ୍ତୁ ନବୀନ ସରକାର ଚୁପ କାହିଁକି ?

Celebrating Excellence 🏆 Honored to extend our heartfelt congratulations to our esteemed Principal for receiving the 'BE...
06/02/2024

Celebrating Excellence 🏆 Honored to extend our heartfelt congratulations to our esteemed Principal for receiving the 'BEST PRINCIPAL AWARD.' Your dedication has propelled our school to new heights, and we are immensely proud of your well-deserved achievement. Here's to a future filled with continued success! 🌟

*କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...**୧୬ ବର୍ଷରୁ କମ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା। କୋଚି...
18/01/2024

*କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...*
*୧୬ ବର୍ଷରୁ କମ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା। କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏପରିକି କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି।*
*କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ l*

*ସଂସ୍ଥା ବା କୋଚିଂ ସେଣ୍ଟର ପାଇଁ ନୂଆ ନିୟମ*

*୧.ସ୍ନାତକୋତ୍ତର ସ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତୁ ନାହିଁ ।*
*୨. ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ନାମ ଲେଖାଇବା ପାଇଁ ପିତା-ମାତାଙ୍କୁ ଭଲ ମାର୍କ ବା ରାଙ୍କ ରଖେଇଦେବାର ପ୍ରଲୋଭନ ଦେଖାଇପାରିବେ ନାହିଁ ।*
*୩. ୧୬ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଶନ ଦେଇପାରିବେ ନାହିଁ ।*
*୪. ପିଲାଙ୍କର ମାଧ୍ୟମିକ ଶିକ୍ଷା ପରେ ହିଁ ଆଡ୍‌ମିଶନ କରାଇପାରିବେ ।*
*୫. କୋଚିଂ ସେଣ୍ଟରରୁ ପୂର୍ବରୁ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ନାଁକୁ ନେଇ କୌଣସି ପ୍ରକାର ଦାବି କରିପାରିବେ ନାହିଁ ସଂସ୍ଥା । ଏମିତିକ ସେମାନଙ୍କ ଫଟୋ ବ୍ୟବହାର କରି କୌଣସି ପ୍ରକାର ବିଜ୍ଞାପନ ଲଗାଇପାରିବେ ନାହିଁ ।*
*ଏହି ସବୁ ନିୟମ, କୋଚିଂ ସେଣ୍ଟର ମାନିବାକୁ ବାଧ୍ୟ*
*୧. କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜୀକରଣ ଏବଂ ନିୟନ୍ତ୍ରଣ ପାଇଁ ଏକ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ହେବ ।*
*୨. କୋଚିଂ ସେଣ୍ଟରଗୁଡିକର କାର୍ଯ୍ୟ ପାଇଁ ସର୍ବନିମ୍ନ ମାନକ ଆବଶ୍ୟକତା ବ୍ୟାଖ୍ୟା କରିବାକୁ ।*
*୩. କୋଚିଂ ସେଣ୍ଟରରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ ହେବ ।*
*୪. ଛାତ୍ରଛାତ୍ରୀଙ୍କ ବିସ୍ତୃତ ବିକାଶ ପାଇଁ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରାଥମିକତା ଦେବା ପାଇଁ କୋଚିଂ ସେଣ୍ଟର ଗୁରୁତ୍ୱ ଦେବେ ।*
*୫. ଛାତ୍ରଛାତ୍ରୀମାନଙ୍କର ମାନସିକ ସୁସ୍ଥତା ନିଶ୍ଚିତ କରିବାକୁ କ୍ୟାରିୟର ମାର୍ଗଦର୍ଶନ ଏବଂ ମାନସିକ ପରାମର୍ଶ ପ୍ରଦାନ କରିବାକୁ ହେବ ।*

23/12/2023

ଫେସବୁକ୍ ରେ 5000 ଅଭିଭାବକ ହେଇ ଯାଇଥିବାରୁ ବହୁତ୍ ବନ୍ଧୁ ଙ୍କୁ ଆମେ ନେଇ ପାରୁ ନାହିଁ। ଦୟାକରି ଫେସବୁକ୍ ଦିଆଯାଇଥିବା ଲିଙ୍କ ରେ କ୍ଲିକ୍ କଲେ ।ଆମେ ସମସ୍ତେ ଯୋଡ଼ି ହେଇ ପାରିବା।

Kapil Dev is in his chattered flight to BJEM School,Bhubaneswar Congratulations @ BJEM Family 🙏
18/12/2023

Kapil Dev is in his chattered flight to BJEM School,Bhubaneswar
Congratulations @ BJEM Family 🙏

Cricket Legend Kapil Dev to Grace BJEM School's Golden Jubilee Celebration on Closing Day with His Presence
18/12/2023

Cricket Legend Kapil Dev to Grace BJEM School's Golden Jubilee Celebration on Closing Day with His Presence

Celebrates Golden Jubilee Year ❤️❤️❤️❤️❤️❤️❤️❤️❤️❤️❤️❤️❤️❤️@ BJEM SCHOOL,Bhubaneswar
18/12/2023

Celebrates Golden Jubilee Year ❤️❤️❤️❤️❤️❤️❤️❤️❤️❤️❤️❤️❤️❤️@ BJEM SCHOOL,Bhubaneswar

Address

ଭୁବନେଶ୍ୱର
Bhubaneswar
751001

Website

Alerts

Be the first to know and let us send you an email when Bjem Parents posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category