Gyanaranjan pradhan

Gyanaranjan pradhan Contact information, map and directions, contact form, opening hours, services, ratings, photos, videos and announcements from Gyanaranjan pradhan, Education, LAXMISAGAR, Bhubaneswar.

10/07/2023
ରସଗୋଲା ଆମ ସଂସ୍କୃତିର ଅଂଶ। ଏହା ଆମ ଭାବ ଓ ଭଲପାଇବାର ଆଧାର। ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରି...
01/07/2023

ରସଗୋଲା ଆମ ସଂସ୍କୃତିର ଅଂଶ। ଏହା ଆମ ଭାବ ଓ ଭଲପାଇବାର ଆଧାର। ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଜୟ ଜଗନ୍ନାଥ🙏

01/06/2023

ସେ ଯେକୌଣସି ବି କାର୍ଯ୍ୟ ହେଉ କେବେବି ହାର ମାନନ୍ତୁ ନାହିଁ କାହିଁକି ନା ପ୍ରତ୍ୟେକ ମହତ କାର୍ଯ୍ୟ ପ୍ରଥମେ ଅସମ୍ଭବ ଜଣା ପଡ଼ିଥାଏ।

#ଜୟଜଗନ୍ନାଥ

ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର।  #ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍...
20/03/2023

ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। #ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।

24/12/2022

ଯାହାର କ୍ଷତି ସହିବାର ଶକ୍ତି ଅଛି, ସେ ହିଁ କେବଳ ଲାଭ ପାଇପାରିବେ, ତାହା ବ୍ୟବସାୟ ହେଉ କିମ୍ବା ସମ୍ପର୍କ ହେଉ ଅବା କୌଣସି ଯୁଦ୍ଧ ହେଉ।
'ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏


04/12/2022

ସେ ଯେକୌଣସି ବି କାର୍ଯ୍ୟ ହେଉ କେବେବି ହାର୍ ମାନନ୍ତୁ ନାହିଁ କାହିଁକି ନା ପ୍ରତ୍ୟେକ ମହତ କାର୍ଯ୍ୟ ପ୍ରଥମେ ଅସମ୍ଭବ ଜଣା ପଡ଼ିଥାଏ।
"ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏

26/10/2022

ଜୀବନରେ କେବେ ଏମିତି କିଛି ଭୁଲ୍ କର ନାହିଁ, ଯେଉଁଥି ପାଇଁ ନିଜ ମାଆ-ବାପାଙ୍କୁ ଅନ୍ୟ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପଡିବ।
"ଜୟ ଜଗନ୍ନାଥ"
🙏🌷ଶୁଭ ସକାଳ🌷🙏

07/10/2022

ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତାନ୍ତ ଆବଶ୍ୟକ।
"ଜୟ ଜଗନ୍ନାଥ"

29/09/2022

ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ ଏହି କାନ୍ଥରେ ଏମିତି କିଛି ଲେଖନ୍ତୁ ଯାହା ଖୁସି ବେଳେ ପଢିଲେ ଦୁଃଖ ଲାଗିବ ଏବଂ ଦୁଃଖ ବେଳେ ପଢିଲେ ଖୁସି ଲାଗିବ... 🙏
ପ୍ରଭୁ ଶ୍ରୀକୃଷ୍ଣ ଲେଖିଲେ :-
“ଏ ସମୟ ଚାଲିଯିବ”

22/09/2022

ବେଳେବେଳେ ପାଖରେ ଅର୍ଥ ନଥିବା ମଣିଷଟି...
ପରିଚିତ ଲୋକମାନଙ୍କ ଆଗରେ ଅପରିଚିତ ପାଲଟି ଯାଏ !!!
"ଜୟ ଜଗନ୍ନାଥ"

Address

LAXMISAGAR
Bhubaneswar
751006

Alerts

Be the first to know and let us send you an email when Gyanaranjan pradhan posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Gyanaranjan pradhan:

Shortcuts

Share

Category