Odisha Abhibhabak Mahasnagha-OAM

Odisha Abhibhabak Mahasnagha-OAM Join to improve our education system in Odisha, be a member in OAM

20/06/2024

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଟ ଓ ନେଟ ପରୀକ୍ଷା ବିଭ୍ରାଟ ପାଇଁ ଦାୟୀ, ନିଟ ବାତିଲ କର l

Sri Abhay Ranjan Pattanaik appointed as Dist President of Cuttack. Welcome to OAM Abhay Babu.Basudev BhattaBasudev Bhatt...
01/06/2024

Sri Abhay Ranjan Pattanaik appointed as Dist President of Cuttack. Welcome to OAM Abhay Babu.
Basudev Bhatta
Basudev Bhatt
Odisha Abhibhabak Mahasangha

13/03/2024

ଶିକ୍ଷା ସହ ଆଧ୍ୟାତ୍ମିକତା ଯୋଡିବାକୁ ହେଲେ ମାଗଣା ଶିକ୍ଷା, ଭାଗବତ ଟୁଙ୍ଗୀ ସହ ନାମ ସଂକୀର୍ତନ ଆଗାମୀ ଦିନର ରାଜନୈତିକ ମୁଦ୍ଦା ହେଉ l

ଅଙ୍ଗନବାଡି ଆମ ଶିକ୍ଷାବ୍ୟବସ୍ଥାର ପ୍ରାରମ୍ଭିକ ଅଙ୍ଗ l ସେମାନେ ଜଣେ ଶିକ୍ଷୟତ୍ରୀ ପରି ଦରମା ଓ ସମାଜରେ ସନମାନ ପାଇବା ପାଇଁ ସରକାର ଦରମା ବଢ଼େଇଛ...
01/03/2024

ଅଙ୍ଗନବାଡି ଆମ ଶିକ୍ଷାବ୍ୟବସ୍ଥାର ପ୍ରାରମ୍ଭିକ ଅଙ୍ଗ l ସେମାନେ ଜଣେ ଶିକ୍ଷୟତ୍ରୀ ପରି ଦରମା ଓ ସମାଜରେ ସନମାନ ପାଇବା ପାଇଁ ସରକାର ଦରମା ବଢ଼େଇଛନ୍ତି l ଆହୁରି ଅନେକ ସୁବିଧା ଦିଆଯାଉ, ସେମାନଙ୍କୁ ଭଲ ପ୍ରଶିକ୍ଷଣ ଦିଆଯାଉ, ଏପରି ଭଲ କାମକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରୁଛି l ଏହା ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରାରମ୍ଭରୁ ଉପଯୋଗୀ ହେବ l

Basudev Bhatta
Bapi Bhatta

ସବୁ ଗାଁରେ ସଂକୀର୍ତନ ଦଳ ଗଠନ ହେଲେ, ହରି ନାମ ରସରେ ମଦ ରସ ଭୁଲିଯିବେବାସୁଦେବ ଭଟ୍ଟବାଲିଅନ୍ତା ବ୍ଲକ ଠାରେ କଳାକାର ସଂଘର ଏକ ବୈଠକ l ବିଡ଼ିଓ ...
26/02/2024

ସବୁ ଗାଁରେ ସଂକୀର୍ତନ ଦଳ ଗଠନ ହେଲେ, ହରି ନାମ ରସରେ ମଦ ରସ ଭୁଲିଯିବେ
ବାସୁଦେବ ଭଟ୍ଟ
ବାଲିଅନ୍ତା ବ୍ଲକ ଠାରେ କଳାକାର ସଂଘର ଏକ ବୈଠକ l ବିଡ଼ିଓ କହିଲେ ସବୁ ସହଯୋଗ କରିବାପାଇଁ l
ଧନ୍ୟବାଦ
Bapi Bhatta
Basudev Bhatta

26/02/2024

ଓସେପା କାଯ୍ୟଳୟ ଘେରାଓ, ଶିକ୍ଷା ଅଧିକାର ଆଇନ ପାଇଁ ପୁଣି ରାଜରାସ୍ତା କୁ ଆସିବା l
26.02.2024

ଭୁବନେଶ୍ୱର ସାଲିଆସାହି ଠାରେ ଅଭିଭାବକ ମାନଙ୍କ ଏକ ବୈଠକ ହୋଇ ସବୁ ଘରେ ଶିକ୍ଷା ପାଇଁ ଶିକ୍ଷା ଅଧିକାର ଯାତ୍ରା କରାଯାଇଥିଲା l
23/02/2024

ଭୁବନେଶ୍ୱର ସାଲିଆସାହି ଠାରେ ଅଭିଭାବକ ମାନଙ୍କ ଏକ ବୈଠକ ହୋଇ ସବୁ ଘରେ ଶିକ୍ଷା ପାଇଁ ଶିକ୍ଷା ଅଧିକାର ଯାତ୍ରା କରାଯାଇଥିଲା l


ଶିକ୍ଷା, ଶିକ୍ଷା ଓ ଶିକ୍ଷାଶିକ୍ଷା ପାଇଁ ଶିକ୍ଷା ମହାଭାରତ ହେଉ, ସବୁ ଅଭିଭାବକ ସାମିଲ ହେଲେ, ସମାଜରେ ପରିବର୍ତନ ଆସିବ lଅଭିଭାବକର ଅନ୍ତଃସ୍ୱର ...
07/02/2024

ଶିକ୍ଷା, ଶିକ୍ଷା ଓ ଶିକ୍ଷା

ଶିକ୍ଷା ପାଇଁ ଶିକ୍ଷା ମହାଭାରତ ହେଉ, ସବୁ ଅଭିଭାବକ ସାମିଲ ହେଲେ, ସମାଜରେ ପରିବର୍ତନ ଆସିବ l

ଅଭିଭାବକର ଅନ୍ତଃସ୍ୱର ଜଲଦି ଲୋକାର୍ପଣ ହେବାକୁ ଯାଉଛି l

ବାସୁଦେବ ଭଟ୍ଟ, ସଭାପତି,
ଓଡିଶା ଅଭିଭାବକ ମହାସଂଘ ଓ
ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦ, ଓଡିଶା

Bapi Bhatta
Basudev Bhatta
Odisha Abhibhabak Mahasangha Oam

05/02/2024

Plz join in Page, as my account has crossed its limit.

Bapi Bhatta
Basudev Bhatta
Odisha Abhibhabak Mahasangha Oam

https://www.facebook.com/Mandsaurkiumid?mibextid=ZbWKwL

Bhubaneswar

Bhubaneswar is one of the famed cities of Odisha,it is the capital of the state.

ଡଃ ରାଜୀବ ପଣ୍ଡା, ଶ୍ରୀବଲ୍ଲଵ କର, ଯଦୁମଣି ପାଣିଗ୍ରାହୀ, ଭଉଣୀ ଶୁଭଦୀପା ମହାନ୍ତି, ଦେବଶିଷ ମିଶ୍ର ଙ୍କୁ ଅଶେଷ ଅଭିନନ୍ଦନ lଓଡ଼ିଶାର ଶିକ୍ଷାବି...
16/01/2024

ଡଃ ରାଜୀବ ପଣ୍ଡା, ଶ୍ରୀବଲ୍ଲଵ କର, ଯଦୁମଣି ପାଣିଗ୍ରାହୀ, ଭଉଣୀ ଶୁଭଦୀପା ମହାନ୍ତି, ଦେବଶିଷ ମିଶ୍ର ଙ୍କୁ ଅଶେଷ ଅଭିନନ୍ଦନ l

ଓଡ଼ିଶାର ଶିକ୍ଷାବିତ ଡଃ ପଣ୍ଡା ବରିଷ୍ଠ ଉପସଭାପତି, ପାରାଦ୍ୱୀପର ବରିଷ୍ଠ ନେତା ଶ୍ରୀବଲ୍ଲଵ କର, ନୂଆପଡାର ବରିଷ୍ଠ ସମାଜସେବୀ ଯଦୁମଣି ପାଣିଗ୍ରାହୀ, ଭୁବନେଶ୍ୱରର ଶୁଭଦୀପା ଭଉଣୀ ଉପସଭାପତି, ଓ ଆଇନଜୀବୀ ଦେଵୀପ୍ରସାଦ ମିଶ୍ର ଙ୍କୁ ନୂତନ ପଦବୀ ପାଇଁ ଅଭିନନ୍ଦନ ଓ ସ୍ୱାଗତ l
Basudev Bhatt

ସ୍ବାଗତଂ ଦକ୍ଷ୍ୟ ଯୁବ ଅଭିଭାବକ ନେତା ମାନଙ୍କୁ ନୂତନ ଭାବେ ଅଭିଭାବକ ମହାସଂଘ କମିଟିରେ ମନୋନୀତ ହୋଇଥିବାରୁ, ସମସ୍ତଙ୍କୁ ଅଭିନନ୍ଦନ l1. ଅନଗୁଳ ...
16/01/2024

ସ୍ବାଗତଂ ଦକ୍ଷ୍ୟ ଯୁବ ଅଭିଭାବକ ନେତା ମାନଙ୍କୁ ନୂତନ ଭାବେ ଅଭିଭାବକ ମହାସଂଘ କମିଟିରେ ମନୋନୀତ ହୋଇଥିବାରୁ, ସମସ୍ତଙ୍କୁ ଅଭିନନ୍ଦନ l

1. ଅନଗୁଳ ଜିଲ୍ଲାର ଟାଣୁଆ ସଂଗଠକ ଶ୍ରୀ ରଂଜିତ କୁମାର ପତ୍ର ରାଜ୍ୟ ସଂଗଠନ ସମ୍ପାଦକ ଓ ଦେବରଞ୍ଜନ ସାମଲ ଉପସଭାପତି l

2. ରାଉରକେଲା ଓ ସନ୍ଦରଗଡ ଜିଲ୍ଲାର ଦକ୍ଷ୍ୟ ନେତା ଭାବେ କାଯ୍ୟକରୁଥିବା ପ୍ରଭାତ ବାରିକଙ୍କୁ ଉପସଭାପତି ଓ ବାଣିବ୍ରତ ଜେନାଙ୍କୁ ସଂଗଠନ ସମ୍ପାଦକ

3. ରମେଶ ଭାରତୀ, ଉପସଭାପତି

ସମସ୍ତଙ୍କୁ ସ୍ୱାଗତ l

Basudev Bhatta

ସ୍ବାଗତଂ ଯୁବନେତା ଦେବାଶିଷ ମହାପାତ୍ର, ସଂଗଠନ ସମ୍ପାଦକ lBasudev Bhatt
16/01/2024

ସ୍ବାଗତଂ ଯୁବନେତା ଦେବାଶିଷ ମହାପାତ୍ର, ସଂଗଠନ ସମ୍ପାଦକ l
Basudev Bhatt

Address

226, Kharavel Nagar, Unit 3
Bhubaneswar
751001

Telephone

+919337121064

Website

Alerts

Be the first to know and let us send you an email when Odisha Abhibhabak Mahasnagha-OAM posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Odisha Abhibhabak Mahasnagha-OAM:

Shortcuts

Share

Category