04/05/2026
Jupiter Technical Education Pvt. Ltd.
Both focus on quality education.
Jupiter Technical Education consists of two branches: English Medium school, serving students from standard 2 to 10 across all subjects, & Maa Saraswati Academy of Odia Medium, catering to classes 5 to 10 in all subjects.
04/05/2026
21/04/2026
📢 ADMISSION OPEN 2026–27
🏫 Jupiter Classes going to starts his new batch
🎓 Give your child the right guidance for a brighter future!
👉 Admissions now open for:
📘 English Medium Students (Class 2 to 10)
📗 CBSE & ICSE Pattern
🗓️ New Batch Starts: April 2026
✨ Why Choose Us?
✔️ Safe & Supportive Environment
✔️ Weekly Exams (Every Sunday)
✔️ Activity-Based Learning
✔️ Professional Faculties with Proper Follow-up
✔️ Focus on Values, Communication & Creativity
✔️ Extra Doubt-Clearing Classes
📍 Address:
Plot No. K-24, Housing Board Colony,
Chandrasekharpur, Bhubaneswar – 751016
📞 For Admission Enquiry:
👨🏫 Mr. Ashok Parida
📱 9861141757
Our Social Link : Instagram : https://www.instagram.com/jupiter_technical_education/
facebook : https://www.facebook.com/profile.php?id=100077605383582
🚀 Limited Seats Available – Enroll Now!
21/04/2026
🌸 ମା' ସରସ୍ୱତୀ ଏକାଡେମୀ 🌸
📍 ଚନ୍ଦ୍ରଶେଖରପୁର, ଭୁବନେଶ୍ୱରର No.1 କୋଚିଙ୍ଗ ସେଣ୍ଟର
📢 ଶିକ୍ଷା ବର୍ଷ 2026-27 ପାଇଁ ଆଡମିଶନ୍ ଖୋଲା ଅଛି
ମା' ସରସ୍ୱତୀଙ୍କ ଆଶୀର୍ବାଦରେ ଆପଣଙ୍କ ଶିଶୁଙ୍କୁ ଉତ୍କୃଷ୍ଟ ଶିକ୍ଷା ଓ ସୁନ୍ଦର ଭବିଷ୍ୟତ ଦେବାରେ ଆମେ ପ୍ରତିଶୃତିବଦ୍ଧ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ସ୍ଥିତ ମା' ସରସ୍ୱତୀ ଏକାଡେମୀ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶ୍ରେଷ୍ଠ କୋଚିଙ୍ଗ ସଂସ୍ଥା ଭାବେ ପରିଚିତ ।
👉 ଏଠାରେ ଶ୍ରେଣୀ 5ମ ରୁ 10ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବିଷୟରେ ଉତ୍କୃଷ୍ଟ ପଢାଶୁଣା ବ୍ୟବସ୍ଥା ରହିଛି ।
🗓️ ନୂତନ ବ୍ୟାଚ୍ ଆରମ୍ଭ: ଏପ୍ରିଲ୍ 2026
ଆମର ଏକାଡେମୀରେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ ଜୀବନ ମୂଲ୍ୟ, ଆତ୍ମବିଶ୍ୱାସ ଓ ନୂତନ ଚିନ୍ତାଧାରା ଶିଖନ୍ତି । ଆମେ ପ୍ରତ୍ୟେକ ଛାତ୍ରଙ୍କୁ ବ୍ୟକ୍ତିଗତ ଧ୍ୟାନ ଦେଇ ତାଙ୍କ ଦୃବଳତାକୁ ଦୂର କରି ସଫଳତା ଦିଗରେ ଆଗେଇ ନେଉଛୁ ।
📞 ଆଡମିଶନ୍ ସମ୍ପର୍କିତ ସୂଚନା ପାଇଁ
👨🏫 ଅଶୋକ ସାର୍ (ମୋ: 9861141757)
📍 ଠିକଣା:
Plot No. K-24, Housing Board Colony,
Chandrasekharpur, Bhubaneswar
17/03/2026
Jupiter Technical Education Pvt. Ltd. (Jupiter Classes & Maa Saraswati Academy) · Bhubaneswar, Odisha, India 5.0 ⭐ · Educational institution in Bhubaneswar, India
07/03/2026
ଜୁପିଟର ଟେକ୍ନିକାଲ’ର “ମା ସରସ୍ୱତୀ ଏକାଡେମୀ” (ଓଡ଼ିଆ ମାଧ୍ୟମ) ପକ୍ଷରୁ 📢 ୨୦୨୬–୨୦୨୭ ଶିକ୍ଷାବର୍ଷ ନିମନ୍ତେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଶ୍ରେଣୀ ୬ଷ୍ଠରୁ ୧୦ମ ପର୍ଯ୍ୟନ୍ତ । ସମସ୍ତ ବିଷୟ ପାଇଁ ଭର୍ତ୍ତି ପ୍ରକ୍ରିୟା ଚାଲୁ ରହିବ ।
ଆପଣ ଏଠାରେ ଉକ୍ତ ସୁବିଧାମାନ ପାଇ ପାରିବେ :
✅ ଅନୁଭବୀ ଶିକ୍ଷକମଣ୍ଡଳୀ
✅ ଓଡ଼ିଆ ମାଧ୍ୟମରେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଯୋଜନା
✅ ନିୟମିତ ପରୀକ୍ଷା ଓ ସନ୍ଦେହ ସମାଧାନ
✅ ବୋର୍ଡ ପରୀକ୍ଷା ପାଇଁ ବିଶେଷ ପ୍ରସ୍ତୁତି
✅ ନିୟମିତ ନିରୀକ୍ଷଣ ଓ ବ୍ୟକ୍ତିଗତ ଯତ୍ନ
ଅଧିକ ଜାଣିବା ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ :
📍 ଠିକଣା: K-24, ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
📞 ଯୋଗାଯୋଗ: +91 9861141757 (ଆଶୋକ ସାର୍)
📧 ଇ-ମେଲ୍: [email protected]
🚀 ସୀମିତ ଆସନ — ବିଳମ୍ବ କରନ୍ତୁ ନାହିଁ, ଆଜିହିଁ ଆସନ୍ତୁ !
Click here to claim your Sponsored Listing.
Location
Website
Address
Plot No. K-24, Housing Board Colony, Chandrasekharpur
Bhubaneswar
751016
Opening Hours
| Monday | 7am - 10pm |
| Tuesday | 7am - 10pm |
| Wednesday | 7am - 10pm |
| Thursday | 7am - 10pm |
| Friday | 7am - 10pm |
| Saturday | 7am - 10pm |
| Sunday | 10am - 10pm |